ବାଲୁଗାଁ : ବଡ଼କୁଳ ହାଇସ୍କୁଲ ପରିସରରେ ବାଲୁଗାଁ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଆଇଆଇସିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆଇଆଇସି ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ବିଷୟରେ ବୁଝାଇଥିଲେ। ହେଲମେଟ୍ ବିନା ବାଇକ୍ ନ ଚଲାଇବା, ରାସ୍ତା ପାର୍ ହେବା ବେଳେ ଉଭୟ ପାର୍ଶ୍ଵକୁ ଦେଖିବା, ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ନ ଚଲାଇବା ଏବଂ ଟ୍ରାଫିକ୍ ନିୟମ ମାନିବାକୁ ସେ ପରାମର୍ଶ ଦେଇଥିଲେ। ନାବାଳକ ମାନେ ଗାଡ଼ି ନ ଚଲାଇବାକୁ ଏବଂ ନିଜ ପିତାମାତାଙ୍କୁ ମଧ୍ୟ ଟ୍ରାଫିକ୍ ନିୟମ ମାନିବାକୁ କହିବାକୁ ଆଇଆଇସି ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବାଲୁଗାଁ ଥାନାର କର୍ମଚାରୀମାନେ ଉପସ୍ଥିତ ଥିଲେ। ପୋଲିସର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଶିକ୍ଷକ ଓ ଅଭିଭାବକମାନେ ପ୍ରଶଂସା କରିଥିଲେ।
ବଡ଼କୁଳ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, ତା ୧୦.୧୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ
ବୋଲଗଡ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଅନୁଷ୍ଠିତ
ଚିଲିକା,୧୦।୧୧:ବୋଲଗଡ଼ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଓରିଏଣ୍ଟସନ ୨୦୨୬ମଙ୍ଗଳ ବାର ଦିନ ବାମନ ଉଚ୍ଚ ବିଦ୍ୟାଳୟ,, ବୋଲଗଡରେ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ
ବୈଦ୍ୟରାଜ ମାଧବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ।
ଖୋର୍ଦ୍ଧା,୧୦।୧୧:ରାଜ୍ୟର ବିଶିଷ୍ଟ କବିରାଜ ବୈଦ୍ୟ ସ୍ବର୍ଗତ ମାଧବ ଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧ ଉତ୍ସବ ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଶାସନ ସ୍ଥିତ ଜୟଦୁର୍ଗା ମନ୍ଦିର
ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ I
ଖୋର୍ଦ୍ଧା, ୯ ।୧୧:ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ ଓରିଏଣ୍ଟେସନ୍ -୨୦୨୬ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର
ଚିଲିକାରେ ୨୦୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଘେରି ଉଛେଦ
ବାଲୁଗାଁ, ଦୀର୍ଘ ୬ ମାସ ପରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡ଼େଇଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି।ବାରମ୍ବାର ତାଗିଦ୍ ସତ୍ତ୍ୱେ
ଶାନ୍ତି ସ୍ତୁପ ର ସାହିତ୍ୟ ଉତ୍ସବ ରେ ରଜନୀ ଙ୍କ ପୁସ୍ତକ ଉନ୍ମୋଚିତ
ବାଲିଅନ୍ତା,୮। ୧୧(ଗୋବର୍ଦ୍ଧନ ଦାସ)ମାସିକ ପତ୍ରିକା ଶାନ୍ତିସ୍ତୁପ ଆନୁକୂଲ୍ୟରେ ଆଜି ରବିବାର ପୂର୍ବାହ୍ନ ରେ ଚଉଷଠି ଯୋଗିନୀ ମନ୍ଦିର ପରିସର ରେ ଏକ ସାହିତ୍ୟ ଉତ୍ସବ ଓ ଶାରଦୀୟ
ବିପଦସଙ୍କୁଳ ଅବସ୍ଥାରେ ସାହେବ ନଗର ବାତ୍ୟା ଆଶ୍ରୟସ୍ଥଳୀ।
ବାଲିଅନ୍ତା ୦୯/୧୧ (ଗୋବର୍ଦ୍ଧନ ଦାସ)- ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ସାହେବ ନଗର ୫ ନମ୍ବର ୱାର୍ଡ ବାତ୍ୟା ଆଶ୍ରୟସ୍ଥଳୀ ଏବେ ଅତ୍ୟନ୍ତ ବିପଦ ସଂକୁଳ
ବଡ଼କୁଳ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବାଲୁଗାଁ : ବଡ଼କୁଳ ହାଇସ୍କୁଲ ପରିସରରେ ବାଲୁଗାଁ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଆଇଆଇସିଙ୍କ ନେତୃତ୍ୱରେ ଆୟୋଜିତ ଏହି
ଦୀପାବଳିରେ ମାନବିକତାର ଦୀପ ଜାଳିଲେ ଦୁଇ ଆଇଆଇସି : ନିଜ ପରିବାର ଛାଡ଼ି ବୃଦ୍ଧାଶ୍ରମରେ ପାଳିଲେ ଆଲୋକର ପର୍ବ
ବାଲୁଗାଁ : ଦୀପାବଳି ମାନେ ନିଜ ପରିବାର ସହ ଖୁସି ମନାଇବା। କିନ୍ତୁ ଏଥର ଦୀପାବଳିରେ ଦୁଇ ପୋଲିସ ଅଧିକାରୀ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
କିମ୍ଭିରୀପଡ଼ା ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଦୀପାବଳି ପାଳନ
ବୟୋଜ୍ୟେଷ୍ଠଙ୍କ ମୁହଁରେ ହସ ଫୁଟାଇଲେ ପୋଲିସ ଅଧିକାରୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତା; ମିଠା ବଣ୍ଟନ ସହ ସାମୂହିକ ଭୋଜନର ଆୟୋଜନ ଖୋର୍ଦ୍ଧା,୮|୧୧:ଆଲୋକର ପର୍ବ ପବିତ୍ର ଦୀପାବଳିକୁ
*ବୃଦ୍ଧଙ୍କ ମୁହଁରେ ହସ ଫୁଟାଇଲା ବାଲୁଗାଁ ପୋଲିସ
ବାଲୁଗାଁ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କିମ୍ବିରିପଡ଼ା ଠାରେ ଥିବା ବୃଦ୍ଧାଶ୍ରମରେ ଚଳିତ ବର୍ଷ ଦୀପାବଳି ମହା ଆଡମ୍ବରରେ ପାଳନ କରାଯାଇଛି। ବାଲୁଗାଁ ଥାନା ଆଇଆଇସି
ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ତା 06/11/26 ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମ୍ପାଦକ, ସାହିତ୍ୟିକ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପଣ୍ଡିତ
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଟାଇକଣ୍ଡୋ ଖେଳାଳି
ବଲାଙ୍ଗିର: ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଢୋଲ ଠାରେ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀମାନେ ସଫଳତା ହାସଲ କରି ଜିଲ୍ଲା
ବିଶିଷ୍ଟ ବ୍ୟବସାୟୀ କୈଳାସ ସେନାପତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ଧର୍ମପରାୟଣ ବ୍ୟକ୍ତି କୈଳାସ ସେନାପତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି।
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗୋଲ ଟେବୁଲ ବୈଠକ l
*କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ପ୍ରସ୍ତୁତ ଜଳ ଆବଣ୍ଟନ ପ୍ରସ୍ତାବ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ l ବୈଠକ ରେ ୪ ଟି ପ୍ରସ୍ତାବ ପାରିତ
ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ସ୍ୱାଧୀନତା, ସାମ୍ବାଦିକତା, ଶିକ୍ଷା ତଥା ସାମଗ୍ରିକ କ୍ଷେତ୍ରର ଆଗ୍ନେୟ ପ୍ରତିଭା
ଭୁବନେଶ୍ୱର ତା 06/11/26 ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ଓଡିଶା ବିଧାନସଭାର ବାଚସ୍ପତି, ସାହିତ୍ୟିକ, ସମ୍ପାଦକ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପଣ୍ଡିତ ନୀଳକଣ୍ଠ ଦାସଙ୍କ 59
ବୋଲଗଡ଼ରେ ମଣ୍ଡଳସ୍ତରୀୟ ସୁରଭି ଅନୁଷ୍ଠିତ
ଚିଲିକା, ୫ । ୧୧: ବୋଲଗଡ଼ ମଣ୍ଡଳ ସ୍ତରୀୟ ସୁରଭି ବୁଧବାର ଦିନ ଧଳାପଥର କଳାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି I
ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.
ଖୋରଧା: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି
ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ତା ୩/୧୧ଖ୍ୟାତନାମା ଡାକ୍ତର ,ଓଡ଼ିଆ ଭାଷା , ସାହିତ୍ୟ -ସଂସ୍କୃତି ପ୍ରେମୀ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ
ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଖୋର୍ଦ୍ଧା,୨ ।୧୧:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଦୁଇ ଜଣ ବିଦ୍ୟାର୍ଥୀ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ବୋଲଗଡ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଅନୁଷ୍ଠିତ
ବୈଦ୍ୟରାଜ ମାଧବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ।