ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ତଥାକଥିତ ବାବାଙ୍କୁ ସାବଧାନ କରାଇଲେ ସଂସ୍କୃତି ମନ୍ତ୍ରୀ । କହିଲେ , ଭକ୍ତି ନାଁରେ ଭାଣ୍ଡାମୀ କଲେ ନିସ୍ତାର ନାହିଁ
ଭକ୍ତି ନାଁରେ ଭାଣ୍ଡାମୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଏସବୁ ଅଭିଯୋଗକୁ ନେଇ ସଂସ୍କୃତି ବିଭାଗ ଓ ସରକାର ପୂରା ତତ୍ପର ଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News