ଧର୍ମଗଡ଼: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମପଂଚାୟତ ପଞ୍ଜିଆ ଗ୍ରାମ ଠାରେ ଛବିଶତମ ମା’ ମହାଲକ୍ଷ୍ମୀଙ୍କ ପୂଜା ଚଳିତ ମାସ ୯ ତାରିଖ ସୋମବାର ଠାରୁ ୧୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ପୂଜାରେ ପୂଜକ ଭାବେ ଦିଲ୍ଲୀପ ଦାସ ନିୟୋଜିତ ଥିବାବେଳେ ପୂଜା କର୍ତ୍ତା ଡିଙ୍ଗର ମାଝୀ ଓ ତାଙ୍କ ସହଧର୍ମିଣୀ କୁନ୍ତୀ ମାଝୀ ମାଆଙ୍କ ସେବା ପାଇଁ ଦାୟିତ୍ଵ ବହନ କରିଛନ୍ତି। ୯ ତାରିଖ ସୋମବାର ଅପରାହ୍ନ ଘ,୨,୩୦ ସମୟରେ କଳସଯାତ୍ରା ଓ ଅଧିବାସ, ମଙ୍ଗଳବାର ସକାଳ ଘ ୮ ପୂଜାରମ୍ଭ, ବୁଧବାର ପୁଜା ଅବ୍ୟାହତ ସହ ରାତ୍ରୀକାଳୀନ ମନୋରଞ୍ଜନ ପାଇଁ ଲକ୍ଷ୍ମୀ ସୁଆଙ୍ଗ ନାଟକ ପରିବେଷଣ କରାଯାଇଥିବା ବେଳେ ଗୁରୁବାର ପୁଜା ଅବ୍ୟାହତ ସହ ପ୍ରବଚିକା ଓ ଗାୟିକା ପ୍ରତିମା ସାହୁଙ୍କ ଶ୍ରୀ ଶ୍ରୀ ଦୁର୍ଗାମାଧବ ଭଜନ ସନ୍ଧ୍ୟା ଓ ରାମ କଥାମୃତ ଅନୁଷ୍ଠିତ ହୋଇଥିଲା। ରିତି ନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିଲା। ପୁଜା ସଭାପତି ଘାସିରାମ ମାଝୀ, ଉପସଭାପତି ୠଷିମଣି ମାଝୀ, ସମ୍ପାଦକ ଲକ୍ଷ୍ମୀକାନ୍ତ ମାଝୀ ଓ କୋଷାଧ୍ୟକ୍ଷ କେଶରୀ ମାଝୀ ସହଯୋଗ କରିଥିଲେ। ଉକ୍ତ ପୁଜାକୁ ଦର୍ଶନ କରିବା ସହିତ ମାଆ ଙ୍କ ଆଶୀର୍ବାଦ ପାଇଁ ଗାଁ ତଥା ବାହାରୁ ଭକ୍ତ ମାନଙ୍କ ଭିଡ ଲାଗି ରହିଥିଲା। ଧର୍ମଗଡ଼ ଉପଖଣ୍ଡ ରୁ ଜନ୍ମେଜୟ ନାଏକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ
ପଞ୍ଜୀଆ ଗ୍ରାମରେ ରେ ମହାଲକ୍ଷ୍ମୀ ପୁଜା ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବିଶ୍ବ କବିତା ଦିବସ
ଭୁବନେଶ୍ୱର[10:20 pm, 21/3/2026] Priyabrata Barik: ବିଶ୍ବ କବିତା ଦିବସ ରେ ନବୀନ ସୂତ୍ରଧର କବିତା ସମ୍ମାନ ରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଭୁବନେଶ୍ୱର:ସ୍ଥାନୀୟ ଗୀତଗୋବିନ୍ଦ ସଦନ ରେ ନୂତନ ଭବିଷ୍ୟତ ନିର୍ମାଣ ର
ଜନଗଣନା ପାଇଁ ଡିଜିଟାଲ ତାଲିମ ପ୍ରଦାନ:ଦ୍ଵିତୀୟ ପର୍ଯ୍ୟାୟରେ ତାଲିମ ନେଲେ ୯୩ ଶିକ୍ଷକ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧର୍ମଗଡ
ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୨0 ମାର୍ଚ୍ଚ ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ
ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଜି(ଶନିବାର)ଠାରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା,ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ପାଳନ ପାଇଁ କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ଦିନ ଶେଷ ହେବ।
ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲଆଇ
କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଲମପୁର ବ୍ଲକର ପାତ୍ରବସା କେନାଲ ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତ ଯୁବକ ହେଲେ ପାତ୍ରବସ ଗ୍ରାମର ୩୫ ବର୍ଷୀୟ ଝସକେତନ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ସଂସଦ ଓ ଆ ଇ କ୍ୟୁ ଏ ସି ମିଳିତ ସହଯୋଗ ରେ ରକ୍ତ ଦାନ ଶିବିର ଆୟୋଜିତ
ଭୁବନେଶ୍ଵର ତା ୨୦।୩, ଏନ୍. ସି .ଇ. ଆର .ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦ ଓ ଆଇ. କ୍ଵ ୟୁ. ଏ. ସି. ମିଳିତ ସହଯୋଗ ରେ ଇଣ୍ଡିଆନ ରେଡକ୍ରସ
ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗ
ବାଲିଅନ୍ତା,୨0|୩():ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗରେ ତୈଳ ମଙ୍ଗଳା ସାହିର ନିଲୁ ବେହେରା ଓରଫ ବାଜାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ଧଉଳି ଥାନା ପୁଲିସ l ଏଥିସହ ତା ଠାରୁ ଗୋଟେ ଏଲଇଡି
ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ
ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ
ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ
ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ
ଗ୍ରାହକଙ୍କୁ ବିଲ୍ ନ ଦେବାରୁ ଦୋକାନୀ ଦେଲା ୧ ଲକ୍ଷ ଟଙ୍କା ଜରିମାନା
କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- ଗ୍ରାହକଙ୍କୁ ବିଲ୍ ନ ଦେବା ଏକ ଦୋକାନ ପାଇଁ ମହଙ୍ଗା ପଡିଛି । କଳାହାଣ୍ଡି ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ (ଖାଉଟି ଅଦାଲତ)ରେ ଉକ୍ତ ଦୋକାନ ଦଣ୍ଡିତ ହୋଇଛି। ଶହେ ଟଙ୍କାର ସାମଗ୍ରୀ ପାଇଁ
ମଧ୍ୟ୍ୟପ୍ରାଚ୍ୟରେ ମହାଯୁଦ୍ଧ ର ଭୟଙ୍କର ପରିସ୍ଥିତି
ନୂଆଦିଲ୍ଲୀ :20/03/26 Priyabrata Barik: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧକୁ ନେଇ D G C A ର ଆଡ଼ଭାଇଜର ଜାରି କଲା ଭାରତ ସରକାର, ଯୁଦ୍ଧର ଭୟଙ୍କର ସ୍ଥିତିକୁ ନଜରରେ ରଖି ମଧ୍ୟପ୍ରାଚ୍ୟରେ ଥିବା ଭରରୀୟ ନାଗରିକଙ୍କୁ ଉଡାଣ ଯାତ୍ରା ନକରିବାକୁ ପରାମର୍ଶ
ଜୁନାଗଡ଼ -ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ
କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସକାଳ ପ୍ରାୟ ୮ଟା ସମୟରେ ଜୁନାଗଡ଼ ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଟ୍ରକକୁ
ପଖାଳ ଦିବସ
ଆଜି ମାର୍ଚ୍ଚ କୋଡ଼ିଏ ତାରିଖବିଶ୍ଵ ପାଲୁଚି ପଖାଳ ଦିବସଓଡ଼ିଆ ଙ୍କ ହାଣ୍ଡିଶାଳ ର ଖାଦ୍ୟପଖାଳ ନାଆଁ ରେ ସେ ପରିଚିତଜଗତର ନାଥ ଶ୍ରୀ ଜଗନ୍ନାଥଦହିପଖାଳ ନିତି ଖାଆନ୍ତିପଖାଳ ଭାତରେ ଗୁଆ ଘିଅ ଖାଇକାଳିଆ ଦି ଅଂ ନିଦ୍ରା ଯାଆନ୍ତିଦହିପଖାଳ କୁ ଧୋ
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୧୯.୩ : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ
ଭୁବନେଶ୍ୱର(ବୁ୍ୟରୋ) ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ । ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ
ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା
ଭୁବେନଶ୍ୱର ସାରା ଓଡ଼ିଶା ତଥା ଦେଶେର ଗୋ ମାତାର ସୁରକ୍ଷା ଦାବେିର ଏକ ଗଣ ବେିକ୍ଷାଭ ଓ ଅନଶନ ଭୁବେନଶ୍ୱର ବିଧାନସଭା ସମ୍ମୁଖେର କରାଯାଇଥିବା ଦେଖିବାକୁ ମିଳିଛି। ଦେଶେର ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବେହଳା କରାଯାଉଥିବା
ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା
ଭୁବନେଶ୍ୱର: ସାରା ଓଡ଼ିଶା ତଥା ଦେଶରେ ଗୋ ମାତାର ସୁରକ୍ଷା ଦାବିରେ ଏକ ଗଣ ବିକ୍ଷୋଭ ଓ ଅନଶନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ କରାଯାଇଥିବା ଦେଖିବାକୁ ମିଳିଛି। ଦେଶରେ ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବହେଳା କରାଯାଉଥିବା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା ସଚେତନତାକୁ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି.
Politics
Entertainment