ରାଇକିଆ ୧୭ନଂ ଜୋନ୍ ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଆର ମୃତ୍ୟୁଞ୍ଜୟ ପାତ୍ରଙ୍କ ଦେହାନ୍ତ

ରାଇକିଆ: ରାଇକିଆ ୧୭ ନମ୍ବର ଜୋନ ବିଜେଡ଼ି ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆର ମୃତୁଞ୍ଜୟ ପାତ୍ର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ଵର ସ୍ବାସ୍ଥ୍ୟ କେନ୍ଦ୍ର କୁ ନେବାବେଳେ ବାଟରେ ଦେହାନ୍ତ ହୋଇଛି । ତାଙ୍କ ର ଦୃଢ଼ ନେତୃତ୍ୱ, ସମସ୍ତଙ୍କ ସହ ମିଳି ଚାଲିବ ଓ ଜନସମସ୍ୟା ଉପରେ ଦୃଷ୍ଟି ରଖି ତାହାର ସମାଧାନ କରିବା ରେ ସେ ଅଗ୍ରଣୀ ଥିଲେ। ତାଙ୍କ ଦେହାନ୍ତ ସମ୍ପୃକ୍ତ ବିଜେଡି ପରିବାର, ତାଙ୍କ ନିକଟତମ ଅନୁଯାୟୀ ଏବଂ ଅଞ୍ଚଳବାସୀ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ବିୟୋଗ ରେ ରାଇକିଆ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page