କାଳ ବୈଶାଖୀରେ ଉପୁଡିଲା ବିଦ୍ୟାଳୟର ଛାତ ଅନେକ କ୍ଷୟକ୍ଷତି ଆଶଙ୍କା

କୋକସରା: କୋକସରା ବ୍ଲକ ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜୋର ରେ ଝଡ଼ ତୋଫାନ ହୋଇଥିଲା ଏଥିରେ ବରାଡ଼ଙ୍ଗା ପଞ୍ଚାୟତ ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ ଉପୁଡି ପଡିଥିବା ଦେଖିବାକୁ ମିଳିଛି l ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତିନି ଲକ୍ଷ୍ୟ ପଚାଶ ହଜାର ଟଙ୍କା ଅନୁଦାନ ରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ଓ ଆଜବେଷ୍ଟ ଉପରେ ମୁଣ୍ଡକାରୀ ଦେଇନଥିବା ଯୋଗୁଁ ଏଭଳି ହୋଇଥିବା ସାଧାରଣ ଲୋକେ ପ୍ରକାଶ କହିଛନ୍ତି l ଅନେକ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ରାସ୍ତାକଡରେ ଗଛ ଗୁଡିକ ଭାଙ୍ଗି ପଡ଼ିଥିବା ଓ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି I

ଚକ୍ରଧର ବେଶ୍ରା , କୋକସରା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page