କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଉପରୁ ପଥର ଖସି ହାତୀ ଛୁଆ ମୁଣ୍ଡରେ ବାଜିଥିଲା । ଫଳରେ ତା’ର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ ହାତୀ ଛୁଆକୁ କୂଅରୁ ବାହାର କରି ଥିଲା। ବ୍ୟବଚ୍ଛେଦ ପରେ ଶବକୁ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।ବର୍ଷକରେ ମରିଛନ୍ତି ୧୧୪ ହାତୀ ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଗତ ବର୍ଷକ ମଧ୍ୟରେ ମରିଛନ୍ତି ୧୧୪ଟି ହାତୀ। ଗତକାଲି ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି। ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ରୋଗରେ ୨୯ଟି ହାତୀ ମରିଛନ୍ତି। ସେହିପରି ଶିକାରୀଙ୍କ ଦ୍ଵାରା ୬ଟି ହାତୀକୁ ହତ୍ୟା କରାଯାଇଥିବା ବେଳେ ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାକୃତିକ କାରଣ ଯୋଗୁ ୧୭ଟି ମୃତ୍ୟୁ ଘଟିଛି। ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି ଓ ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
କୁଅରେ ପଡ଼ି ହାତୀ ଛୁଆ ମୃତ
କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ
ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାର ସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଭାବ ବିନିମୟ କାର୍ଯ୍ୟକ୍ରମ
ଭୁବନେଶ୍ଵର: ଏନ୍. ସି. ଇ. ଆର. ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁବେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂରାତନ ଛାତ୍ର ସଂସଦ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟ
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ
ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ଓ ମୁଗୁପୁର ସମାଚାର ପକ୍ଷରୁ “ବିଶ୍ୱ ମାତୃଭାଷା ଦିବସ’ ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଓ ୱେବ ଗଣମାଧ୍ୟମ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ଓ ମାସିକ ଖବରକାଗଜ "ମୁଗୁପୁର ସମାଚାରର ମିଳିତ ସହଯୋଗରେ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ "ବିଶ୍ୱ ମାତୃଭାଷା ଦିବସ -2026 ଟ୍ରଷ୍ଟର ସମ୍ପାଦକ ଅରବିନ୍ଦ
ଚନ୍ଦକା ମହିମା ଆଶ୍ରମ ର ବାର୍ଷିକ ଉତ୍ସବ
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଫାଲଗୁନ ମାସ ଶୁକ୍ଳ ପାଞ୍ଚମୀ ତିଥିରେ ଚନ୍ଦକା ମହିମା ଆଶ୍ରମର ଷଷ୍ଠ ଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମଳୀନ ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟଙ୍କ ଆଦେଶ ଅନୁଯାଇ ବ୍ରାହ୍ମବଧୁତ ବ୍ରଜବନ୍ଧୁ
ହୋଟେଲ ଧଉଳି-ଇନ୍ ଉଦଘାଟନ
ଭୁବନେଶ୍ୱର: ଧଉଳି ଗୋପୀନାଥପୂର୍ ତଥା ଶାନ୍ତିସ୍ତୁପ ଧଉଳି ପାଦଦେଶରେ ବୁଧବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି ଧଉଳି-ଇନ୍ ନାମକ ହୋଟେଲ। ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନ
ଟି-୨୦ କ୍ରିକେଟ ବିଶ୍ୱକପ୍ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ
୬ ଗିରଫ, ୩୦.୬୫ ଲକ୍ଷ ଜବତରାଉରକେଲା: ସମ୍ପ୍ରତି ଜାରି ରହିଥିବା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଅବସରରେ ଅବୈଧ ସଟ୍ଟାବାଜି ସମ୍ପର୍କରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ବଡ ସଫଳତା ପାଇଛି। ଓଡ଼ିଶା
ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ସଂଗ୍ରାମୀ ଶଶୀଭୂଷଣ ଦାସ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ – ନିରଞ୍ଜନ ପଟ୍ଟନାୟକ
ଯୁବ ସାମ୍ବାଦିକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀଙ୍କୁ ସ୍ମୃତି ସମ୍ମାନଭୁବନେଶ୍ୱର,19.2.2026: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ
ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ
ଭୁବନ, ୧୬.୨.୨୦୨୬: ସାରା ଦେଶରେ ଧୂମଧାମରେ ଦେବାଦିଦେବ ମହାଦେବଙ୍କ ପବିତ୍ର ଜାଗର ବା ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶ ଗ୍ରାମର ଶ୍ରୀ
ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ସମ୍ମାନ ପାଇବେ ଡ. ଇତି ସାମନ୍ତ
ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଗୀତାଞ୍ଜଳୀ' ପକ୍ଷରୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ଜୟଦେବ ଭବନ ଠାରେ ବେଙ୍ଗଲୀ ଓ ହିନ୍ଦୀର ସଙ୍ଗୀତ ସନ୍ଧ୍ୟା ସହିତ ଓଡ଼ିଶାର କଳା, ସଂସ୍କୃତି କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ
ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ
ବାଲିଅନ୍ତା: ବିଦ୍ୟା ରୂପକ ଜ୍ଞାନର ଭଣ୍ଡାର ମଧ୍ୟରେ ତୁମେମାନେ ଜଣେ ଜଣେ କ୍ଷୁଦ୍ର କଣିକା ସଦୃଶ୍ୟ l ତେଣୁ ସର୍ବଦା ନିଜେ ନମ୍ର ରହିବା ସହ ସଂସ୍କାରି ହେବାପାଇଁ ଚେଷ୍ଟାକଲେ ଭବିଷ୍ୟତ ଉଜ୍ବଳମୟ ହେବ ବୋଲି ଆଜି ବାଳକାଟି ଜାମୁତୋଟା ସ୍ଥିତ
ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଓଡ଼ିଆ ପୁଅ ଗୁଲଜାର୍
ବାଲିପାଟଣା: ଇତିମଧ୍ୟରେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସହ ଅଭିନୟ କରି ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ସହ ଅନେକ ପୁରସ୍କାର ଲାଭ କରିପାରିଛନ୍ତି ନୁଆ ମଠ, ସାହେବ ନଗର, ବାଲିପାଟଣା ନିବାସୀ ପିତା ଶେଖ୍ ସିଦ୍ଦିକି ଓ
ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ
ସଶକ୍ତ ଓଡିଶା ପକ୍ଷରୁ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନା
ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ ତମ ଶ୍ରାଦ୍ଧବାର୍ଷିକ ଅବସରରେ ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ସିଆରପି କାର୍ୟ୍ୟାଳୟ ଠାରେ ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି, ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ କିପରି ମହିଳା ମାନେ ରାଜ୍ୟ
‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର
ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ "ପର୍ଯ୍ୟବେକ୍ଷକ'ର ଅଠେଇସ ତମ ସ୍ୱନକ୍ଷତ୍ର ଅବସରରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ସାରସ୍ୱତ ପ୍ରାଣ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
ମା’ ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତୀ ପାଇଁ ଶିଳାନ୍ୟାସ
ବାଲିଅନ୍ତା: ଉମାଦେଇବ୍ରହ୍ମପୁର ପଞ୍ଚାୟତର ଅଧିଷ୍ଠାତ୍ରୀ ମା'ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଖୁବଶୀଘ୍ର ଉକ୍ତ ମନ୍ଦିରର ବାକି ରହିଥିବା ଆନୁସଙ୍ଗିକ
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ 'ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ' ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ
ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ
୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ
ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
କୁଅରେ ପଡ଼ି ହାତୀ ଛୁଆ ମୃତ
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ