ବଲାଙ୍ଗିର: ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ବଲାଙ୍ଗିର, ବଲାଙ୍ଗିର, ଜିଲ୍ଲା ର ସଇଁତଳା ବ୍ଳକ ଅନ୍ତର୍ଗତ ପାଇକସମରା ର ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ… Continue reading ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି
ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି