ଭୁବନେଶ୍ୱର: ରାଜଧାନୀ ହେଉ ନିଶା, ହିଂସା, ଅପରାଧ ମୁକ୍ତ ଓ ରାଜଧାନୀ ହେଉ ଭାଇଚାରା ର ସହର ବାର୍ତ୍ତା ଦେଇ ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ ହୋଇଯାଇଛି । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ… Continue reading ନିଆରା ଢଙ୍ଗରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ନିଆରା ଢଙ୍ଗରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ