ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର: ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ଓଡ଼ିଆ ଜାତୀୟତା ସମ୍ବଳିତ କବିତା ଲିଖନ, ଓଡ଼ିଆ ସଂସ୍କୃତି ଆଧାରିତ ଗଳ୍ପ ଲିଖନ ଓ… Continue reading ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ

ପ୍ରଶାସନର ଅବହେଳା, ଭିମଭୋଇ ସାର୍ମଥ୍ୟ ଶୀବିରରେ ଅସନ୍ତୋଷ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ପରିସରରେ ଅନୁଷ୍ଠିତ ଭିମଭୋଇ ସାର୍ମଥ୍ୟ ଶିବିରରେ ଅସନ୍ତୋଷ ।ଡାକ୍ତରଙ୍କ ଦୁଇଘଣ୍ଟା ବିଳମ୍ବରେ ପହଁଚାବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀବିରକୁ ଆସିଥିବା ବିକଳାଙ୍ଗ ମାଆ,ଭଉଣୀ,ପିଲାମାନେ ।ଏହି ଶୀବିର ଫୁଲବାଣୀ ଠାରେ ପ୍ରତ୍ୟକ ମାସରେ ଆୟୋଜନ ହେଉଥିଲା ।ସରକାର ଓ ପ୍ରଶାସନ ନିଷ୍ପତି ଅନୂଯାଇ ବିକଳାଙ୍ଗ ମାନଙ୍କର ସୁବିଧା ପାଇଁ ବାଲିଗୁଡା ବ୍ଳକ ପରିସରରେ ପ୍ରତ୍ୟକ ମାସ ୧୦ ତାରିଖ ରେ ଭିମଭୋଇ ସାମଥ୍ୟ ଶୀବିର କ୍ୟାମ୍ପ ଅନୁଷ୍ଠିତ ହେଉଛି ।ଯାହା… Continue reading ପ୍ରଶାସନର ଅବହେଳା, ଭିମଭୋଇ ସାର୍ମଥ୍ୟ ଶୀବିରରେ ଅସନ୍ତୋଷ

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ଡମପିଙ୍ଗ ୟାର୍ଡ଼ ହଟାଇବା ଓ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ଦାବୀରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ସୈନିକ ସ୍କୁଲ ଆମ ଅଂଚଳର,ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ 1964 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବl ଅନେକ ବରିଷ୍ଟ ସେନାଧିକାରୀ,ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ… Continue reading ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ

ଦଣ୍ଡପାଟ ବେହେରା ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

**ବିକାଶ ଇତିହାସ ରେ ନୂଆ ଅଧ୍ୟାୟ-ମଞ୍ଚସ୍ଥ ଅତିଥି, *ବିଜୁ ସ୍ୱାସ୍ଥ୍ୟ କାର୍ଡ ବଦଳରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ କଳାହାଣ୍ଡି,୧୧।୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ତ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଗ୍ରାମାଞ୍ଚଳ ସ୍ତରୀୟ ଶୁଭାରମ୍ଭ ହୋଇ ଯାଇଛି… Continue reading ଦଣ୍ଡପାଟ ବେହେରା ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

କଳାହାଣ୍ଡି, ୧୧|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ଧର୍ମଗଡ଼ କଲ୍ୟାଣ ମଣ୍ଡପ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ କରାଯାଇଥିଲା | ଏହି ମହାସଂଘ ର ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଲିଙ୍ଗରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦୁର୍ଗାପ୍ରସାଦ ନାଏକ, ପ୍ରକାଶ ନାଏକ, ପ୍ରମୋଦ ହଂସ, ବିରଞ୍ଚି ଜାଲ, ଗୋବର୍ଦ୍ଧନ ଶବର,ଏସ. ସୁଜାତା,… Continue reading ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

ଭବାନୀପାଟଣା, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ପୁଣି ଦାଦନ ଦୁଃଖ, କାନ୍ଦୁଛି ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଛାତି ପିଟି କାନ୍ଦୁଛି ସ୍ତ୍ରୀ, ଝୁରି ହେଉଛନ୍ତି ୨ ନାବଳ। କାହିଁକି ନାଁ ଦାଦନ ହୋଇ ବାଙ୍ଗାଲୋର ଯାଇଥିବା ବାପା ଆଉ ଦୁନିଆରେ ନାହିଁ। ହଁ ଦର୍ଶକ ବନ୍ଧୁ ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ଛାତିଥରା ଚିତ୍ର। ଗତ କିଛି ମାସ ମଧ୍ୟରେ କଳାହାଣ୍ଡି କୋକସରା ବ୍ଳକରେ ଅନେକ… Continue reading ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

ଚହଗାଁ ପଞ୍ଚାୟତ ଘଣ୍ଟବାହାଲି ଗାଁକୁ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଦାବି

ଭଵାନୀପାଟଣା, ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ଦଶହନ୍ଧି ଅନେକ ଗ୍ରାମକୁ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ପିଚୁ ସଡ଼କ ଓ କଂକ୍ରିଟ ରାସ୍ତା ମାନ ନିର୍ମାଣ ହେଉଛି। ଏହା ଦ୍ୱାରା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକ ବାଦ ପଡି ନଥିବାବେଳେ ଜିଲ୍ଳା ସଦର ମହକୁମା ଭଵାନୀପାଟଣା ବ୍ଲକ ଚହଗାଁ ପଞ୍ଚାୟତର ଘଣ୍ଟବାହାଲି ଗାଁ ଏହି ସଡ଼କ ଯୋଜନାରୁ ବାଦ ପଡିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ପ୍ରାପ୍ତ ସୂଚନାରୁ… Continue reading ଚହଗାଁ ପଞ୍ଚାୟତ ଘଣ୍ଟବାହାଲି ଗାଁକୁ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଦାବି

ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ସ୍ଥାନୀୟ ଡି ଆଇ ଇ ଟି ପରିସରରେ ଥିବା ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର 2025 ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମେରୀଲିନ ସୁଧାଂଶୁ ମୟୀ ମହାନ୍ତି ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଅଧକ୍ଷ ଡ ଦେଶବନ୍ଧୁ ସାହୁ ମୁଖ୍ଯ ଅତିଥି, ଭବାନୀପାଟଣା ବି… Continue reading ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱରରେ ପୋଲିସ ଏନକାଉଣ୍ଟରରେ ବ୍ରାଉନ୍ ସୁଗାର ବେପାରୀ ଆହତ

ଭୁବନେଶ୍ୱର: ପୋଲିସ୍ ଏନକାଉଣ୍ଟରରେ ଆହତ ହେଲା ବ୍ରାଉନ୍ ସୁଗାର ବେପାରୀ। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ ବ୍ରାଉନ୍ ସୁଗାର ବେପାରୀ ଆହତ ହୋଇଛି। ଶେଖ ଜାମସେଦ ନାମକ ଅପରାଧୀ ବାମ ଗୋଡରେ ଗୁଳି ବାଜିବା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି। ଖଣ୍ଡଗିରି ଅଞ୍ଚଳରେ ଜାମସେଦର ଉପସ୍ଥିତି ସମ୍ପର୍କରେ ସୂଚନା ପାଇ କମିଶନରେଟ୍ ପୋଲିସର ସ୍ପେଶାଲ୍… Continue reading ଭୁବନେଶ୍ୱରରେ ପୋଲିସ ଏନକାଉଣ୍ଟରରେ ବ୍ରାଉନ୍ ସୁଗାର ବେପାରୀ ଆହତ

କେନ୍ଦୁପାଣି ଠାରେ ବିଜେପି ର ଗାଁ କୁ ଚାଲ ଅଭିଯାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ କେନ୍ଦୁପାଣି ଗାଁ ରେ ଗୁରୁବାର ସକାଳ ୧୧ ଟା ରେ ବିଜେପି ର ଗାଁ କୁ ଚାଲ ଅଭିଯାନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଜେପି ଗୋଲାମୁଣ୍ଡା ମଣ୍ଡଳ ପ୍ରତିନିଧି ପ୍ରଦୀପ ପଣ୍ଡା, ମଣ୍ଡଳ ସଭାପତି ବୈଶାଖୁ କେତକୀ, ଯୁବ ନେତା ସମୀର ସାହୁ , ପୂର୍ବତନ ଜିଲ୍ଲାପରିଷଦ ବୃଷଭ ନାଏକ,ଗୋଲାମୁଣ୍ଡା ସମିତି… Continue reading କେନ୍ଦୁପାଣି ଠାରେ ବିଜେପି ର ଗାଁ କୁ ଚାଲ ଅଭିଯାନ

You cannot copy content of this page