ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

କ୍ରିୟାନୁଷ୍ଠାନ କମିଟି ର ଜରୁରୀ ବୈଠକ। କଳାହାଣ୍ଡି, ୨୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷରଥିବା ଏକ ଚିଠିର କପି ପଦାକୁ ଆସିବା ନେଇ ଧର୍ମଗଡରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧର୍ମଗଡରେ ରେଳଷ୍ଟେସନ ହେଉନାହିଁ ଏହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଏନେଇ ଧର୍ମଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆଜି ହୋଟେଲ ରୟାଲ ପେଲେସ ଠାରେ… Continue reading ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

କଳାହାଣ୍ଡି ଜିଲ୍ଲାରେ ମତ୍ସ୍ୟ ବିଭାଗ ସହାୟତାରେ ମତ୍ସ୍ୟ ହବ କରିବା ଦିଗରେ ପ୍ରୟାସ

କଳାହାଣ୍ଡି, ୨୧/୦୩: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ଭବାନୀପାଟଣା ସ୍ଥିତ ଆର ଆର ଟି ଟି ଏସ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ, ଦାପ୍ତା ଓ ରିଲାଏନ୍ସ ଫାଉଣ୍ଡେସନ ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ବିଭାଗ ଜିଲ୍ଲା ଅଧିକାରୀ ସୁଶ୍ରୀ ଦ୍ରୋପଦୀ ମାଝୀ, ଯୋଜନା ଅଧିକାରୀ ସୁଶ୍ରୀ ପ୍ରଶାନ୍ତି ନାୟକ, ବିରଞ୍ଚି ନାରାୟଣ ରାଉତ ସହ ମତ୍ସ୍ୟ ଅଧିକାରୀ, ଦେବେନ୍ଦ୍ର କୁମାର ପଟେଲ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ,… Continue reading କଳାହାଣ୍ଡି ଜିଲ୍ଲାରେ ମତ୍ସ୍ୟ ବିଭାଗ ସହାୟତାରେ ମତ୍ସ୍ୟ ହବ କରିବା ଦିଗରେ ପ୍ରୟାସ

ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କଳାହାଣ୍ଡି, ୨୧/୦୩, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏ ପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ୨୭ ମାର୍ଚ୍ଚରେ… Continue reading ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ

ଭବାନୀପାଟଣା, ୨୧/୦୩, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୭୭ – ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ୮୦ – ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ… Continue reading ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ

ବାଲିଗୁଡାରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଯାତ୍ରା ଭେଟଘାଟ

ବାଲିଗୁଡା: ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡାଙ୍କ ପୀଠରେ ଧୁମଧାମରେ ପାଳିତ ହୋଇଯାଇଛି କାନ୍ଦୁଲ ଭଜା ଭେଟଘାଟ | ପଶ୍ଚିମ ଓଡିଶାର ନୂଆଖାଇ ଭଳି କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ଉପଖଣ୍ଡରେ ଆଜକୁ ହଜାର ବର୍ଷ ରୁ ଉର୍ଦ୍ଧହେବ ପାରମ୍ପରିକ କାନ୍ଦୁଲ ଭଜାଯାତ୍ରା ପାଳନ ହେଉଥିବା ବେଳେ ଦୁଇବର୍ଷ ହେବ ମାଆ ପାଟ୍ଟଖଣ୍ଡl ଦୁର୍ଗା ପୂଜା ସମିତି ପକ୍ଷରୁ ଦୁଇ ବର୍ଷ ହେବ ଏହି ଭେଟଘାଟ କାର୍ଯ୍ୟକ୍ରମ କରିଆସୁଛି l କାନ୍ଦୁଲ ଭଜା ଯାତ୍ରା ଏକ କୃଷି ଭିତ୍ତିକ… Continue reading ବାଲିଗୁଡାରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଯାତ୍ରା ଭେଟଘାଟ

ଗଛ କୁ ପିଟିଲା କୋଲଡ଼ ଡ୍ରିଂକ୍ସ ବୋଝେଇ ଟ୍ରକ

କନ୍ଧମାଳ: ଭରସାମ୍ୟ ହରାଇ ଜାତୀୟ ରାଜପଥ ରାସ୍ତା କଡରେ ଥିବା ଗଛ କୁ ପିଟିଲା କୋଲଡ଼ ଡ୍ରିଂକ୍ସ ବୋଝେଇ ଟ୍ରକ l ଦୁର୍ଘଟଣା ରେ ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର ଓ ହେଲ୍ପର l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା 59 ନମ୍ବର ଜାତୀୟ ରାଜପଥ ର ମିଡ଼ିଆପାଙ୍ଗା ନିକଟରେ ଘଟିଛି ଦୁର୍ଘଟଣା l ଟ୍ରକ ଟି କୋଲଡ଼ ଡ୍ରିଂକ୍ସ ନେଇ ଭୁବନେଶ୍ୱର ରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛ ରେ ପିଟି… Continue reading ଗଛ କୁ ପିଟିଲା କୋଲଡ଼ ଡ୍ରିଂକ୍ସ ବୋଝେଇ ଟ୍ରକ

କୁରୁଣ୍ଟା ଗ୍ରାମରେ ଯୁବଶକ୍ତି କ୍ଲବ୍ ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ

ବାଲେଶ୍ୱର: ଯୁବଶକ୍ତି କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ପବିତ୍ର ଦୋଳଯାତ୍ରା ଠାରୁ ଆରମ୍ଭ ହୋଇଯାଇଛି ଜଳଛତ୍ର ସେବା କାର୍ଯ୍ୟକ୍ରମ । ମିରିପୁର ଖଇରା ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏହି ଜଳସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ସୁବାସ ପତ୍ରି ଏହାକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ପରାମର୍ଶଦାତା ରବୀନ୍ଦ୍ର ବାରିକି, ସରୋଜ ଧଡ଼ା, ତପୋଧାନ ବାରିକି ଉପସ୍ଥିତ ରହିବା ସହ… Continue reading କୁରୁଣ୍ଟା ଗ୍ରାମରେ ଯୁବଶକ୍ତି କ୍ଲବ୍ ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ

ଜମିଲା ବାଳକାଟି ପଞ୍ଚୁ୍ଦୋଳ ମେଳଣ

ବାଲିଅନ୍ତା: ବୁଧବାର ଶ୍ରୀ ସ୍ଵପ୍ନେଶ୍ଵର ପଞ୍ଚୁ୍ଦୋଳ ମେଳଣ କମିଟି, ପ୍ରତାପଶାସନ ପଞ୍ଚାୟତ ବାସୀ , ଚାରିଦେଶର ମୁରବୀଙ୍କ ମିଳିତ ସହଯୋଗରେ ବିଳମ୍ବିତ ରାତିରେ ଜମିଛି ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ l ପ୍ରଥା ଓ ପରମ୍ପରା ଅନୁସାରେ ପ୍ରଥମେ ଏହି ମେଳଣର ଥାନପତି ତଥା ଚାରିଦେଶର ମୁରବୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ବାଲୁଙ୍କେଶ୍ୱର ଦେବ ଓ ଶ୍ରୀ ଦୋଳଗୋବିନ୍ଦ ଦେବଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟଘଣ୍ଟା, ଖୋଳକିର୍ତ୍ତନ ବଜାଇ ଏକ… Continue reading ଜମିଲା ବାଳକାଟି ପଞ୍ଚୁ୍ଦୋଳ ମେଳଣ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଦ୍ଵିତୀୟ ସ୍ମରଣୀକା ବତ୍ରୁତାମାଳା ଅନୁଷ୍ଠିତ

ଭୁବନେଶ୍ୱର: ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରାଧା ଚରଣ ଦାଶ ସ୍ମରଣୀକା ବତ୍ରୁତାମାଳ।ର ଦ୍ଵିତୀୟ ସଂସ୍କରଣ ବିଷୟବସ୍ତୁ ଭାରତୀୟ ଜ୍ଞାନ ପଦ୍ଧତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ଉପରେ ଆଧାରିତ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ବିକାଶ ବ୍ୟବସ୍ଥା ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ସମ୍ମିଳନୀ କକ୍ଷ-୧ ରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରଫେସର କଲ୍ୟାଣି ସାମନ୍ତରାୟ, ପ୍ରାକ୍ତନ ଇଂରାଜୀ ମୁଖ୍ୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର ଏବଂ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ଅଧ୍ୟକ୍ଷ,… Continue reading ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଦ୍ଵିତୀୟ ସ୍ମରଣୀକା ବତ୍ରୁତାମାଳା ଅନୁଷ୍ଠିତ

ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ  

ଧର୍ମଗଡ ୧୮/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ରାମ କୁମାର  ସେନାପତି ଙ୍କ ଅଧ୍ୟକ୍ଷତାରେ ନୃତନ  ଭାବେ ଯୋଗଦାନ କରିଥିବା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାର୍କୁଣ୍ଡା ଙ୍କୁ ସଂଘ ର ସମସ୍ତ ସାମ୍ୱାଦିକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ସିଏ ବୌଦ୍ଧ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେଥିରୁ ବଦଳୀ ପରେ ଚଳିତ ମାସ ତିନି ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ… Continue reading ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ  

You cannot copy content of this page