କଳାହାଣ୍ଡି, ୨୩|୩: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ନିକଟରେ ଦିର୍ଘ ବର୍ଷ ରୁ ବେଆଇନ ଭାବେ ଅନାର କଳି ଢ଼ାବାରେ ବେଆଇନ ଭାବେ ବିଦେଶୀ ମଦ ଖୁଲମଖୁଲା ବିକ୍ରି ହୋଇ ଆସୁଛି। ପୂର୍ବରୁ ମଧ୍ୟ ଏହି ଢ଼ାବା ରେ ଅବକାରୀ ଚଢ଼ାଉ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ତେବେ ଚଢ଼ାଉ ସମୟରେ ଅସଲ ମଦ ମାଫିଆ ଅବକାରୀ ପଞ୍ଜା ରୁ ବାରମ୍ବାର ଖସି ଯାଉଥିବା… Continue reading ଅନାର କଳି ଢ଼ାବା: କାଉଡୋଳା ଗାଁରେ ଅବକାରୀ ରେଡ଼
ଅନାର କଳି ଢ଼ାବା: କାଉଡୋଳା ଗାଁରେ ଅବକାରୀ ରେଡ଼