ଧର୍ମଗଡ ଥାନାରେ ନୂତନ ଭାବେ ଯୋଗଦାନ ଦେଲେ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରୀଣି ଭାବରେ ଶ୍ଵେତାପଦ୍ମା ସେଠ ଯୋଗଦାନ କରିଛନ୍ତି । ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କୁ ଗଞ୍ଜାମ ଜିଲ୍ଲା କୁ ବଦଳି ପରେ ଏହି ପଦବୀ ଖାଲି ପଡିଥିବା ବେଳେ ରବିବାର ଶ୍ରୀମତୀ ସେଠ ନୂତନ ଥାନା ଅଧିକାଣି ଭାବରେ ଯୋଗଦାନ କରିଛନ୍ତି। ଶ୍ରୀମତୀ ସେଠ ଥାନା ରେ ଯୋଗ ଦେଇଥିବା ବେଳେ ସମାଜସେବୀ ଢଗ ନାଏକ ପୁଷ୍ପଗୁଚ୍ଛ ସେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ… Continue reading ଧର୍ମଗଡ ଥାନାରେ ନୂତନ ଭାବେ ଯୋଗଦାନ ଦେଲେ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ

ଜଟଣୀରେ ଶ୍ରୀସତ୍ୟସାଇ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ

ଚିଲିକା: ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ଜଟଣୀ ଠାରେ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ୮ତାରିଖ ପ୍ରଥମ ଦିବସରେ ସାଇ ଆଶ୍ରିତ ମାନଙ୍କ ଦ୍ଵାରା ଓଁ କାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ କରାଯିବା ପରେ ପ୍ରଶାନ୍ତି ଦିବ୍ୟ ପତାକା ଉତ୍ତୋଳନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ ଜିଲ୍ଲା ସଭାପତି ଶ୍ରୀ ବ୍ରଜ ସୁନ୍ଦର ମିଶ୍ର।ଏହାପରେ ସମିତି ଗୃହରେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଉଦ୍ଦେଶ୍ୟରେ… Continue reading ଜଟଣୀରେ ଶ୍ରୀସତ୍ୟସାଇ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ

ଆମ ପ୍ରତିଭା ଆମ ଗୌରବ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ବାଲିଅନ୍ତା: ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରତିଭା ମାନେ ହେଉଛନ୍ତି ଆମ ଅଞ୍ଚଳର ତଥା ଆମ ବିଦ୍ୟାଳୟର ଗର୍ବ ଆଉ ଗୌରବ l ଏମାନଙ୍କ ପାଇଁ ବିଦ୍ୟାଳୟର ନା ସଦାସର୍ବଦା ସ୍ଵର୍ଣ୍ଣlକ୍ଷରରେ ଲିପିବଦ୍ଧ ହୋଇରହିଯାଏ ବୋଲି ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିଶିଲୋର “ସ୍କୁଲ ମହୋତ୍ସବ ୨୦୨୫”(ବାର୍ଷିକ କ୍ରୀଡା ପୁରସ୍କାର ବିତ୍ତରଣୀ ଉତ୍ସବ ତଥା ବିଜୟରାମ ମେଧାବୃତ୍ତି ସମ୍ମାନ ସମ୍ବର୍ଦ୍ଧନା ସଭା)ରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପ୍ରତିଷ୍ଠାତା… Continue reading ଆମ ପ୍ରତିଭା ଆମ ଗୌରବ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ରାଜ ଗୋପାଳ ନଗର ରେ ବିଶ୍ଵ ମହିଳା ଦିବସ ପାଳିତ

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ରାଜ୍ ଗୋପାଳ ନଗର ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ରାଜୀବ ଗାନ୍ଧି ପଞ୍ଚାୟତ ରାଜ୍ ସଙ୍ଗଠନ ତରଫରୁ ଆନ୍ତର୍ଜାତୀୟ ବିଶ୍ଵ ମହିଳା ଦିବସ ପାଳନ କରାଯାଇଥିଲା। ଜନ୍ମ ମାଟି ସୁରକ୍ଷା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟା ବବିତା ରାଣୀ ଦାସ ଙ୍କ ସଭାପତି ତ୍ୱରେ ସଂଗଠନ ର ଅନ୍ୟତମ ସଦସ୍ୟା ବର୍ଷା ରାଣୀ ସରାଫ, ଏକତା ପରିଷଦ ର ଜୟନ୍ତୀ ନାଏକ, ଉଷାରାଣୀ ବେହେରା, ସ୍ନିଗ୍ଧା ପଟ୍ଟନାୟକ, ରାଜୀବ… Continue reading ରାଜ ଗୋପାଳ ନଗର ରେ ବିଶ୍ଵ ମହିଳା ଦିବସ ପାଳିତ

ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ଭୂମିକା ଅବିସ୍ମରଣୀୟ

ଅଞ୍ଜନା ପାତ୍ର ଙ୍କୁ ମହିଳା ସଶକ୍ତିକରଣ ସମ୍ମାନ ୨୦୨୫ ପ୍ରଦାନ ଭୁବନେଶ୍ୱର: ସ୍ଥାନୀୟ ରେଡ଼କ୍ରସ ଭବନ ଠାରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ୨୦୨୫ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ରେ ମହିଳାଙ୍କ ପ୍ରମୁଖ ଭୁମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ସ୍ୱାଗତ ସଂଗୀତ ପରିବେଷଣ ସହ କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲI I ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଭାପତି ଶିବ ନାରାୟଣ ମିଶ୍ରଙ୍କ… Continue reading ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ଭୂମିକା ଅବିସ୍ମରଣୀୟ

ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ : ଦାରିଙ୍ଗବାଡି ବ୍ଲକ ନାରୀ ମହାସଂଘ ର ଲୋଗ ଉନ୍ମୋଚିତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ନାରୀନେତ୍ରୀ ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ,କନ୍ଧମାଳ ଏମ୍‌ପିଙ୍କ… Continue reading ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ : ଦାରିଙ୍ଗବାଡି ବ୍ଲକ ନାରୀ ମହାସଂଘ ର ଲୋଗ ଉନ୍ମୋଚିତ

ନିର୍ମାଣ ଅନୁଷ୍ଠାନରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଅନ୍ତା: ବାଳକାଟିର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ ଅଫ ଇନଷ୍ଟିଚୁଟର ଅଡିଟୋରିଆମରେ ବିଶ୍ଵ ମହିଳା ଦିବସ ଖୁବ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁଷ୍ଠାନର ଅଧକ୍ଷ ସିଦ୍ଧେଶ୍ଵର ମହାନ୍ତି, ସଭାପତିତ୍ଵ କରିଥିବା ବେଳେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ଓଡ଼ିଆ ଚଳଚିତ୍ରର ସଂଳାପ ଲେଖକ ଡକ୍ଟର ରଜନୀ ରଞ୍ଜନ ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମାଜରେ ମହିଳାମାନଙ୍କର ବିଶେଷ ଅବଦାନକୁ ଭୂୟଶୀ ପ୍ରସଂଶା କରିଥିଲେ। ଶିକ୍ଷା, ସଂସ୍କୃତି ଓ ସମାଜ… Continue reading ନିର୍ମାଣ ଅନୁଷ୍ଠାନରେ ବିଶ୍ଵ ମହିଳା ଦିବସ ପାଳିତ

ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଚିଲିକା: ନାଚୁଣୀ ଗୋଦାବରୀ ସରକାରୀ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ପ୍ରଧାନ ଶିକ୍ଷକ ବସନ୍ତ ଶଵରଙ୍କ ଅଧ୍ୟକ୍ଷତାରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ ମୋନିକା ମହାରଣା ଙ୍କ ସ°ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ୧୯୬୦ ମସିହାରେ ଶିକ୍ଷା ର ବିକାଶ ଲକ୍ଷ୍ୟରେ ଅଞ୍ଚଳର ଶିକ୍ଷାପ୍ରେମୀ ସ୍ବର୍ଗତ ଗୋଦାବରୀଶ ମହାପାତ୍ର ( ତୃତୀୟ… Continue reading ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭବାନୀପାଟଣା,(ଉତ୍କଳ ବୁଲେଟିନ) : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ମୋ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ସହଯୋଗରେ ଶନିବାର ଦିନ ଆନ୍ତର୍ଜାତିକ ମହିଳା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍ ୨ର ସଭ୍ୟ ଶ୍ରୀଯୁକ୍ତ ହରିଶଙ୍କର ମାଝି, ମୂଖ୍ୟବକ୍ତା ଭାବେ ସମାଜସେବୀ ତଥା ସାହିତ୍ୟିକ ପଦ୍ମଲୋଚନ ମିଶ୍ର, ରିସୋର୍ସ ପର୍ଶନ… Continue reading ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଚଳନ୍ତା ବାଇକରୁ ଖସିପଡି ମହିଳା ଗୁରୁତ୍ୱର

କଳାହାଣ୍ଡି, ୦୮/୦୩, ଜଗନ୍ନାଥ ନାଏକ (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ନର୍ଲା ଠାରୁ ଭାୟା ରୁପ୍ରାରୋଡ୍, ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା PWD ରାସ୍ତାର ରୁପ୍ରା ବେଙ୍ଗପୁଜା ଛକ ନିକଟରେ ବାଇକ୍ ରୁ ଖସିପଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।  ଅବୁଜବାହାଲ୍ ଗ୍ରାମର ପାଣ୍ଡବ ସାହୁ ଓ ତାଙ୍କ ପତ୍ନୀ ନେପୁର ସାହୁ ରୁପ୍ରା ଗ୍ରାମକୁ ଏକ ବୈବାହିକ ଉତ୍ସବରେ ଯୋଗଦେବା ପାଇଁ ଆସିଥିବା ବେଳେ ଉକ୍ତ ଛକ ନିକଟରେ ବାଇକ୍… Continue reading ଚଳନ୍ତା ବାଇକରୁ ଖସିପଡି ମହିଳା ଗୁରୁତ୍ୱର

You cannot copy content of this page