ଭୁବନେଶ୍ୱର : ଭୁବନେଶ୍ୱରସ୍ଥ ଚିନ୍ତାମଣୀଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିବମ୍ computer ଶିକ୍ଷାନୁଷ୍ଠାନର ୧୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶଶୀରେଖା ସାହୁଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡ. ଲକ୍ଷ୍ମୀଧର ଜେନା, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରୀପାଠୀ ଓ ସମାଜସେବୀ ଡ. ସୁରେନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଦେ୍ଦଶ୍ୟରେ କହିଥିଲେ ଯେ ସମୟାନୁବର୍ତୀ, ନିଷ୍ଠା ଓ ସତ୍ୟକୁ ଅନୁସରଣ କଲେ ଯେ କେହି ଭବିଷ୍ୟତ ଗଠନ… Continue reading ‘ଶିଭମ୍ ଶିକ୍ଷାନୁଷ୍ଠାନ’ର ୧୯ତମ ପ୍ରତିଷ୍ଠା ଦିବସ ପାଳିତ
‘ଶିଭମ୍ ଶିକ୍ଷାନୁଷ୍ଠାନ’ର ୧୯ତମ ପ୍ରତିଷ୍ଠା ଦିବସ ପାଳିତ