ବାଲିଅନ୍ତା: ବାଲିଅନ୍ତା ବ୍ଲକ ସମିତି କକ୍ଷରେ ଗତ ସୋମବାର ହୋଇଥିବା ସମିତି ବୈଠକରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବା ଘଟଣା ତୀବ୍ର ସମାଲୋଚନା କରିଛି କଂଗ୍ରେସ l ବର୍ତମାନ ଅଡିଟ ଚାଲିଥିବା ବେଳେ ବାଲିଅନ୍ତା ବ୍ଲକରେ ବିଭିନ୍ନ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଫର୍ଦାଫାଶ ଭୟରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିଦେଲେ ବୋଲି କଂଗ୍ରେସ କହିଛି l ସେହିପରି ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବାବେଳେ ସେଠାରେ ବିଜେପି ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିବାଦ ନ… Continue reading ଦୁର୍ନୀତି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକରୁ ବାହାର କରିଦେଲେ ଅଧ୍ୟକ୍ଷା – କଂଗ୍ରେସ
ଦୁର୍ନୀତି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକରୁ ବାହାର କରିଦେଲେ ଅଧ୍ୟକ୍ଷା – କଂଗ୍ରେସ