ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୁତ୍ୟୁ

ଭବାନୀପାଟଣା, ୨୮/୦୨, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଇନ୍ଦ୍ରାବତୀ ଜଳଭଣ୍ତାରରେ କେତେ ବେଳେ ଡଙ୍ଗା ଦୁର୍ଘଟଣା ମୃତ୍ୟୁ ତୋ କେତେ ବେଳ ଲୋକ ଗାଧେଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରୁଥିବା ବେଳେ ଗୁରୁବାର ପୁଣି ଜଣଙ୍କର ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଅଭାବନୀୟ ଘଟଣା ସାମ୍ମାକୁ ଆସିଅଛି। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ସେ ଅପରାହ୍ନ… Continue reading ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୁତ୍ୟୁ

ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

ଭବାନୀପାଟଣା, ୨୮/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ସୂର୍ଯ୍ୟମୁଖୀ ଚାଷ ଦେଇଛି ରୋଜଗାରର ପନ୍ଥା । ଦାଦନ ଯିବା ପରିବର୍ତ୍ତେ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ଗାଁ ଏବେ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଯାଉଛି ସେହି ଗାଁ ରାସ୍ତାରେ ଅଟକି ଯାଉଛି । ତାକୁ ଆକର୍ଷିତ କରୁଛି ସୂର୍ଯ୍ୟମୁଖୀ ଫୁଲ ଚାଷ ଭବାନୀପାଟଣା ସହରଠାରୁ… Continue reading ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

କଳାହାଣ୍ଡି, ୨୮|୨: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ଯକ୍ଷା ବବିତା ପଟଯୋଶି , ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମୁଣ୍ଡ ଜିଲ୍ଲା ଶ୍ରମ ଅଫିସର… Continue reading କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ

ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସହିତ ଚାରି ସାରସ୍ୱତ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନାଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଧାରା ଶ୍ରୀରାଧା ଟ୍ରଷ୍ଟ ଓ ମୁଦ୍ରଣ ସଂସ୍ଥା “ଧାରା ଶ୍ରୀରାଧା “ପକ୍ଷରୁ ବସନ୍ତ ଉତ୍ସବ -2025 ସହ ସମ୍ବର୍ଦ୍ଧନା, ଆଲୋଚନା “ଓଡ଼ିଆ ଅସ୍ମିତା : ଇତିହାସ, ସାହିତ୍ୟ ଓ ସଂସ୍କୃତି ମୃତ୍ୟୁଞ୍ଜୟ ରଥ ଙ୍କ ସଂଯୋଜନା, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ “ନୃତ୍ୟ ନୈବେଦ୍ୟ “ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରଭାତ… Continue reading ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ

କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

କଳାହାଣ୍ଡି, ୨୮|୨: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ଯକ୍ଷା ବବିତା ପଟଯୋଶି , ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମୁଣ୍ଡ ଜିଲ୍ଲା ଶ୍ରମ ଅଫିସର… Continue reading କଳାହାଣ୍ଡି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

,ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଦଳ ଚମ୍ପିୟାନ କୋକସରା,୨୮।୨(ଚକ୍ରଧର ବେଶ୍ରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ବାଆଦୀ ଠାକୁର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖୋଲ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ବଡପୁଝାରୀଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଜବାବରେ ବାଞ୍ଜିବାହାଲ ଟିମ୍ ପଡିଆକୁ ଓହ୍ଲାଇ ୧୨… Continue reading ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ଉତ୍ସବ

କୋକସରା,୧୮।୨( ଚକ୍ରଧର ବେଶ୍ରା) : କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିଳ୍ପ, ଯୁଗ୍ମ ନିର୍ଦ୍ଦେଶକ ଗରୁଡ଼ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଲଡ଼ୁଗାଁ ଯୋଗ… Continue reading ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ଉତ୍ସବ

କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା

କୋକସରା: (ଚକ୍ରଧର ବେଶ୍ରା): କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନରେ ଥିବା କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟ ଶଙ୍କର ପାଠି ଙ୍କ ସଭାପତିତ୍ବରେ ଗୁରୁବାର ବିଦ୍ୟାଳୟ ପରିସର ଠାରେ ନିପୂଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଗଣାଧିପତି ଗଜାନନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଦେଇ ପୁଜାର୍ଚନା କରାଯାଇଥିଲା। ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପାଠି ସ୍ୱ।ଗତ ଭାଷଣ ଦେବା ସହ… Continue reading କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା

ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତୀବ୍ର ହେଉଛି ଆନ୍ଦୋଳନ ତୃତୀୟ ଦିନରେ ସାମ୍ବାଦିକଙ୍କ ଗଣଧାରଣା

ବାଲିଅନ୍ତା,୨୭|୦୨: ଗତ ସୋମବାର ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକରୁ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଦୁର୍ବ୍ୟବହାର କରି ସାମ୍ବାଦିକ ମାନଙ୍କୁ ସଭାକକ୍ଷରୁ ବାହାର କରିଦେଇଥିବା ପ୍ରତିବାଦରେ ଆଜି ତୃତୀୟ ଦିନରେ ସାମ୍ବାଦିକଙ୍କ ଧାରଣା ଅବ୍ୟାହତ ରହିଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଆନ୍ଦୋଳନକାରୀ ସାମ୍ବାଦିକ ମାନେ ଅଗଣତାନ୍ତ୍ରିକ ଭାବରେ ସଭାଗୃହରୁ ବାହାର କରିଦେବାର କାରଣ ଜାଣିବାକୁ ଚାହୁଁଥିଲେ ମଧ୍ୟ କୌଣସି ଅଧିକାରୀ ଗତକାଲି ଆସିନଥିଲେ। ଆଜି ଧାରଣା ଆରମ୍ଭ ହେବାପରେ ବିଡ଼ିଓ ସୁଶ୍ରୀ କସ୍ତୁରୀ ସ୍ୱାଇଁ… Continue reading ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତୀବ୍ର ହେଉଛି ଆନ୍ଦୋଳନ ତୃତୀୟ ଦିନରେ ସାମ୍ବାଦିକଙ୍କ ଗଣଧାରଣା

ଦାରିଙ୍ଗବାଡିରେ ପୁଞ୍ଜି ନିବେଶକଙ୍କ ଦୁଇ ଦିନିଆ କର୍ମଶାଳା: କନ୍ଧମାଳ ଏକ ଉତ୍କୃଷ୍ଟ ସ୍ଥାନ

ଦାରିଙ୍ଗବାଡ଼ି,୨୬/୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ପରିସରରେ ଗୁରୁବାର ପୂର୍ବାହ୍ନରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ… Continue reading ଦାରିଙ୍ଗବାଡିରେ ପୁଞ୍ଜି ନିବେଶକଙ୍କ ଦୁଇ ଦିନିଆ କର୍ମଶାଳା: କନ୍ଧମାଳ ଏକ ଉତ୍କୃଷ୍ଟ ସ୍ଥାନ

You cannot copy content of this page