ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

Bahl Kadh has become a means of earning

କଳାହାଣ୍ଡି,୨୩|୨(ଉତ୍କଳ ବୁଲେଟିନ): କୋକସରା ବ୍ଲକର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ କଢ ପ୍ରବେଶ କରିଛି I ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି। ଏଣୁ ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କଣି ନେଉଛନ୍ତି । ଏହାଦ୍ବାରା ଶାଗ ବିକାଳି ମଧ୍ଯ ଭଲ ଦୁଇ ପଇସା ପାଉଛନ୍ତି । କିଛି ପରିବାର ପାଇଁ ବହଲ୍ କଢ ରୋଜଗାରର ମାଧ୍ଯମ ସାଜିଛି… Continue reading ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ପବିତ୍ର ତ୍ରିବେଣୀ ସଙ୍ଗମରେ ଭୟଭୀତ ହୋଇ ବୁଡ଼ ପକାଇବେ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ଏହା ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ୟ୍ୟକ୍ରମ ମଧ୍ୟରୁ ଗୋଟିଏ। ଏହି ବିଶେଷ ଅବସରକୁ ଧାର୍ମିକ ପ୍ରଗତି ଏବଂ ପାପରୁ ମୁକ୍ତିର… Continue reading ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

inida-pak cricket match today

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ-ପାକିସ୍ତାନ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ। ତେଣୁ ଟୁର୍ନାମେଣ୍ଟରୁ… Continue reading ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛନ୍ତି ଚକ୍ଷୁ ପରୀକ୍ଷା ଶିବିର । ଏହି ଶିବିର ପ୍ରାୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକ୍ରେ ଜାରୀ ରହିଥିବାବେଳେ ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଦୃଷ୍ଟିବାଧିତ ଏବଂ ମୁଖବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଆଖି ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ଚକ୍ଷୁ ପରୀକ୍ଷା ଜନିତ ଚଷମା ଏବଂ ଔଷଧ ପ୍ରଦାନ… Continue reading ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରାଇଗଣ୍ଡା ଠାରେ ଗଜପତି ପାଷ୍ଟରେଟ ର ୨୧ତମ ବର୍ଷିକ ମହାସଭା ଅନୁଷ୍ଠିତ

ଦାରିଙ୍ଗବାଡି: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ର ରାଇଗଣ୍ଡା ଠାରେ ଉତ୍ତର ଭାରତ ମଣ୍ଡଳୀ କଟକ ଡାଇସେସ ର ଗଜପତି ପାଷ୍ଟରେଟ ୟୁନିଅନ ର ବିଥଳ ପାଷ୍ଟରେଟ ପକ୍ଷରୁ ୨୧ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଅଛି।ଏହି ମହାସଭା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ଶନିବାର ଦିନ ଉଦଯାପନ ହୋଇଛି। ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବେ ମହାଚାର୍ୟ୍ଯ ଉପେନ୍ଦ୍ର କୁମାର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ… Continue reading ରାଇଗଣ୍ଡା ଠାରେ ଗଜପତି ପାଷ୍ଟରେଟ ର ୨୧ତମ ବର୍ଷିକ ମହାସଭା ଅନୁଷ୍ଠିତ

ଗାଙ୍ଗୁଲିଙ୍କ ବାୟୋପିକ କୁ ନେଇ ଫିଲ୍ମ

ସେଲିବ୍ରିଟିଙ୍କ ବାୟୋପିକ୍ କୁ ନେଇ ଫିଲ୍ମ ନିର୍ମାଣ କରାଯାଉଥିବା ଦେଖାଯାଉଛି। ଏହା ଏକ ଟ୍ରେଣ୍ଡ୍ ପାଲଟିଗଲାଣି। ଫିଲ୍ମ ନିର୍ମାଣ କରିବା ପାଇଁ ସେଲିବ୍ରିଟିଙ୍କ ବାୟୋପିକ୍ ଖୁବ୍ ସଫଳତା ହାସଲ କରୁଛି ଫିଲ୍‌ମକୁ । ତେବେ ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟର, ସୋସିଆଲ ୱାର୍କସ ଏବଂ ଅନ୍ୟ ବହୁ ବଡ଼ ବଡ଼ ସେଲିବ୍ରିଟି। ତେବେ ଆଜି ଆମେ ଜଣେ କ୍ରିକେଟର ବାୟୋପିକ୍ କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଯିଏ କି କ୍ରିକେଟରେ ଖୁବ… Continue reading ଗାଙ୍ଗୁଲିଙ୍କ ବାୟୋପିକ କୁ ନେଇ ଫିଲ୍ମ

କଳାହାଣ୍ଡି ଜ଼ିଲ୍ଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯, ୨୧୮ ଛାତ୍ର ଛାତ୍ରୀ

କଳାହାଣ୍ଡି ଜ଼ିଲ୍ଲାରେ ୩୫୪ ଜଣ ପରୀକ୍ଷା ଦେଉ ଥିବା ଛାତ୍ରୀ, ଛାତ୍ର ଅନୁପସ୍ଥିତ କଳାହାଣ୍ଡି, ୨୨|୨: ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି। କଳାହାଣ୍ଡି ଜିଲାରେ ୧୩୨ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ୧୯,୫୭୨ ଛାତ୍ରୀଛାତ୍ର (ରେଗୁଲାର) ଫର୍ମ ପୂରଣ… Continue reading କଳାହାଣ୍ଡି ଜ଼ିଲ୍ଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯, ୨୧୮ ଛାତ୍ର ଛାତ୍ରୀ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଅନୁଷ୍ଠିତ

ସାରସ୍ୱତ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର ୨୧/୦୨/୨୫: ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ “ବିଶ୍ୱ ମାତୃଭାଷା ଦିବସ -୨୦୨୫ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍କୃତି ପୁରୁଷ, ପୂଜ୍ୟପ୍ରଣାମ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ ରମେଶ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ କଳିଙ୍ଗ ପ୍ଲେ ସ୍କୁଲ ଅଧ୍ୟକ୍ଷା, ସମାଜସେବୀକା ସୁକାନ୍ତି… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଅନୁଷ୍ଠିତ

ପଧାନପଡ଼ା ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ଟିକାବାଲି: ଟିକାବାଲି ବ୍ଲକ କଟିମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବଡ଼ ଧୂମଧାମରେ ପାଳିତ I ଏହି କାର୍ଯ୍ୟକ୍ରମ ରେ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଓ ୟୁଥ ୱାରୀୟର ଯୁବ ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର୍ଥୀଙ୍କ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଅଛି I ଏହି କାର୍ଯ୍ୟକ୍ରମ… Continue reading ପଧାନପଡ଼ା ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ଲକ୍ଷ୍ୟପତି ଦିଦି ତାଲିମ କାର୍ଯ୍ୟକ୍ରମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଘୋଟଲା ଅଭିଯୋଗ,ତଦନ୍ତ ଦାବି

କଳାହାଣ୍ଡି, ୨୧|୨(ଉତ୍କଳ ବୁଲେଟିନ-): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ୨୬ ଟି GPLF ରହିଛି ପ୍ରତି GPLF ରେ ଜଣେ ଲେଖାଏଁ MBK ନିଯୁକ୍ତି ହୋଇଛନ୍ତି ଏହି ସବୁ MBK ମାନେ ଗ୍ରାମ ପଞ୍ଚାୟତ ସ୍ତରରେ CRPCM ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସରକାରୀ ଯୋଜନା କୁ ତୃଣମୂଳ ସ୍ତରରେ… Continue reading ଲକ୍ଷ୍ୟପତି ଦିଦି ତାଲିମ କାର୍ଯ୍ୟକ୍ରମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଘୋଟଲା ଅଭିଯୋଗ,ତଦନ୍ତ ଦାବି

You cannot copy content of this page