୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା

ଭବାନୀପାଟଣା, ୨୧/୦୨,(ଜଗନ୍ନାଥ ନାଏକ) : ସମାଜ ଆଜି କଳୁଷିତ ହେବାକୁ ଲାଗିଲାଣି ଧୀରେ ଧୀରେ ମଣିଷ ପଣିଆ ଲୋପ ପାଇଗଲାଣି ହୃଦୟରେ ମାନବିକତା ମଧ୍ୟ୍ୟ ମରିଗଲାଣି ପ୍ରତେକ ଦିନ ବୃଦ୍ଧ ପିତାମାତା ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ଆଜି ପ୍ରମୁଖ ଗଣ ମଧ୍ୟମର ଶିରୋନାମା ପାଲଟୁଛି। ଗତ କାଲି ଭଦ୍ରକ ବାସୁଦେବ ପୁରରେ ସେଇଭଳି ଏକ ସ୍ପର୍ଶକାତର ହୃଦୟବିଦାରକ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଘଟଣା ଘଟିଛି କଳାହାଣ୍ଡି… Continue reading ୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା

ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନଵ ପ୍ରୟାସ, ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ

ବାଲିଗୁଡା: ବାନାଗ୍ନୀ ନିରାକରଣ ପାଇଁ  ବନ ବିଭାଗ ର ଅଭିନଵ ପ୍ରୟାସ I  ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ କ୍ଷ  ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱକ୍ଷବଧାନରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା I  କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାର କଳାକାର… Continue reading ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନଵ ପ୍ରୟାସ, ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ

ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ                             

ଧର୍ମଗଡ ୨୦/୨/ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ:        କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଆଇସି ଡିଏସ ପ୍ରକଳ୍ପ, ଗୋଲାମୁଣ୍ଡା   ମଣ୍ଡଳ ତରଫ ରୁ  ଗଣ୍ଡାମେର ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ  କିଶୋରୀ ବାଳିକା ଏବଂ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି।  ମଞ୍ଜୁଲତା ପଟ୍ଟନାୟକ  ଅଧ୍ୟକ୍ଷତା କରିଥିବା ଉତ୍ସବ ମେଳାରେ ମୁଖ୍ୟ ଅତିଥି ଭାବେ ସି ଡି ପି ଓ ଶ୍ରୀମତୀ  କେ ଉଷା ଲକ୍ଷ୍ମୀ, ସମ୍ମାନିତ ଅତିଥି ଭାବେ ଗଣ୍ଡାମେର  ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହେମଲତା… Continue reading ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ                             

ଟିଙ୍ଗିପଦର ମାଁ ସୁବର୍ଣା ରାଣୀ ଯୁବକସଂଘ କ୍ରିକେଟ ପ୍ରତିଯୋଗିତା

ଧର୍ମଗଡ ୨୦/୦୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ପଂଚାୟତ ଅଧିନରେ ଥିବା ଟିଙ୍ଗି ପଦର ଗ୍ରାମରେ ମାଁ ସୁବର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଗତ ୧୬/୨/୨୫/ ତାରିଖରୁ ଆରମ୍ଭ ହୋଇଥିଲା ବେଲେ ଆଜି ପଞ୍ଚମ ଦିନରେ କ୍ରିକେଟ ପ୍ରତିଯୋଗିତା ପହଞ୍ଚିଛି । ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ସଭାପତି ରାମ କୁମାର ସେନାପତି , ଅନ୍ୟତମ ସମ୍ମାନୀତ ଅତିଥି କପୁରଚନ… Continue reading ଟିଙ୍ଗିପଦର ମାଁ ସୁବର୍ଣା ରାଣୀ ଯୁବକସଂଘ କ୍ରିକେଟ ପ୍ରତିଯୋଗିତା

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ପ୍ରକଳ୍ପ

୮୦ଜଣ ଦିବ୍ୟାଙ୍ଗଙ୍କୁ ଜୀବନ ରକ୍ଷାକାରୀ କୀଟ ପ୍ରଦାନ ଭବାନୀପାଟଣା, ୨୦/୦୨, (ଜଗନ୍ନାଥ ନାଏକ): ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଖଣି… Continue reading ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ପ୍ରକଳ୍ପ

ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଆଜି ପୁଣି ଥରେ କିଟ୍ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ନିନ୍ଦନୀୟ ଏବଂ ଅମାନବୀୟ ଘଟଣା ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଛି । କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅମାନବୀୟ ଘଟଣାକୁ ବିରୋଧ କରି ଆଜି ଏବିଭିପିର କାର୍ଯ୍ୟକର୍ତ୍ତାମାନେ ବିଧାନ ସଭା ଘେରାଉ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ବବିଦ୍ୟାଳୟ ରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଯେପରି ଭାବରେ ଧମକ ଦିଆଯାଇଥିଲା ଏବଂ… Continue reading ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ମୁଁ ଓଡିଆ ପ୍ରତିଷ୍ଠିତ କାର୍ଯ୍ୟକ୍ରମ

ଭୁବନେଶ୍ୱର ତା 20/02/25: ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ସମଗ୍ର ରାଜ୍ୟ ତଥା ବାହାରେ ମା, ମାଟି, ମାତୃଭାଷା ପାଇଁ କାମ କରିବା ସହିତ ଧର୍ମୀୟ ବାତାବରଣ ସୃଷ୍ଟି କରିବା, ସମସ୍ତ ସ୍ୱାଭିମାନୀ ଓଡ଼ିଆ ଙ୍କୁ ଏକାଠି କରିବା “ମୁଁ ଓଡିଆ “ସଂଗଠନ ର ମୁଖ୍ୟ ଉଦେଶ୍ୟ ବୋଲି ସଂଗଠନ ର ପ୍ରତିଷ୍ଠାତା ସଭ୍ୟ ସାଧୁ, ଦୈତାରୀ ମହାପାତ୍ର ଭୁବନେଶ୍ୱର ସ୍ଥିତ ବୁଲନଭାଇ ସେବା ସଦନ ଠାରେ ମତବ୍ୟକ୍ତ କରିଥିଲେ l ଉକ୍ତ ସଂଗଠନ ରେ… Continue reading ମୁଁ ଓଡିଆ ପ୍ରତିଷ୍ଠିତ କାର୍ଯ୍ୟକ୍ରମ

ଟାଙ୍ଗୀ ମାଧ୍ୟାମିକ ପ୍ରଶିକ୍ଷଣ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

Tangi Secondary Training School old students' friendly reunion.

ଚିଲିକା, ୨୦।୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୩-୭୫ ବର୍ଷ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ତଥା ରାଜ୍ୟ ଗଣଶିକ୍ଷା ଵିଭାଗର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କର ୨ୟ ବାର୍ଷିକ ବନ୍ଧୁ ମିଳନ ସମାବେଶ ଭୂଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ପଠାଣି ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷାଧିକାରୀ ଯୋଗଦେଇ ସେମାନଙ୍କ ମଧ୍ୟରେ… Continue reading ଟାଙ୍ଗୀ ମାଧ୍ୟାମିକ ପ୍ରଶିକ୍ଷଣ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଛଞ୍ଚାଣ ବାହଲି ରେ ଅଷ୍ଟ ପ୍ରହର ନାମଯଜ୍ଞା ନିମିତ୍ତ ଶୁଭ ସ୍ତମ୍ଭ ସ୍ଥାପନ

ଚମ୍ପେଶ୍ୱର୍ ମହାଦେବ ଙ୍କ ଜାଗର ଯାତ୍ରା ଦିନ ହେବ ଅଖଣ୍ଡ ନାମଯଜ୍ଞକଳାହାଣ୍ଡି,୧୯।୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହଲି ଶ୍ରୀ ଚମ୍ପେଶ୍ୱର ମହାଦେବଙ୍କ ପୀଠ ସ୍ଥାନରେ ଅଖଣ୍ଡ ଅଷ୍ଟ ପ୍ରହର ନାମ ଯଜ୍ଞ ନିମିତ୍ତ ଶୁଭ ସ୍ତମ୍ଭ ସ୍ଥାପନ ସହ ଭୂମି ପୂଜା ଅନୁଷ୍ଠିତ ହୋଇ ଯାଇଛି। ।ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ, କର୍ତ୍ତା ଉପେନ୍ଦ୍ର ଭଇଁଶାଲ,ତାଙ୍କପତ୍ନୀ ସରୋଜିନୀ ପୂଜନ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଆସନ୍ତା ୨୫ ରେ କଳସ ଯାତ୍ରା,୨୬ ରେ ଅଖଣ୍ଡ… Continue reading ଛଞ୍ଚାଣ ବାହଲି ରେ ଅଷ୍ଟ ପ୍ରହର ନାମଯଜ୍ଞା ନିମିତ୍ତ ଶୁଭ ସ୍ତମ୍ଭ ସ୍ଥାପନ

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

ରାଇକିଆ -୧୯/୨୫: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆନୁକୁଲ୍ୟରେ ଜନଜାତି ଯୁବ ଲଘୁ ଉଦ୍ୟଗୀ ୨ ଦିନିଆ ଆବାସିକ କର୍ମଶାଳା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପକ୍ଷରୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ସମନ୍ଵିତ ଠାରେ ଅନୁଷ୍ଠିତ ହୋଇଛି । ଘୁ ଉଦୟଗିରି, ଚକାପାଦ, ଟିକାବାଲି ଓ ରାଇକିଆ ବ୍ଲକର ପାଖାପାଖି ୪୫ ଜଣ ଉଦ୍ୟୋଗୀ ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ସ୍ବାବଲମ୍ବୀ କରିବା ସହିତ ଅନ୍ୟମାନଃର ପ୍ରେରଣାରେ ଉତ୍ସ ହୋଇପାରିବ। ଉକ୍ତ ଉଦ୍ୟୋଗ କରିବା… Continue reading ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

You cannot copy content of this page