ଜୋର ଧରିଲା ୩୦୦୦ ଭତ୍ତା ପ୍ରଦାନ ଦାବୀ

ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ ଦାରିଙ୍ଗବାଡ଼ି, ତା: ୧୯/ ୨): ସରକାର ତାଙ୍କ ପ୍ରତିଶୃତି ରକ୍ଷା କରନ୍ତୁ ଭତ୍ତା ୩୦୦୦ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରନ୍ତୁ ଏପରି ଏକ ଦାବୀ ନେଇ ଆଜି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ କୁ ଘେରିଛନ୍ତି ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି । କନ୍ଧମାଳ ଜିଲା ଭତ୍ତା ସଂଘର୍ଷ ସମିତି ପକ୍ଷରୁ ପ୍ରଶାନ୍ତ ପ୍ରଧାନଙ୍କ ଆହ୍ବାନ ରେ ମଙ୍ଗଳବାର ଦିନ ଦାରିଙ୍ଗବାଡି ଠାରେ ଏକ ବିରାଟ ସଭାର ଆୟୋଜନ କରି ଶୋଭାଯାତ୍ରା… Continue reading ଜୋର ଧରିଲା ୩୦୦୦ ଭତ୍ତା ପ୍ରଦାନ ଦାବୀ

କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଭବନ ପ୍ରତିଷ୍ଠା

ଭବାନୀପାଟଣା, ୧୯/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ମନ୍ଦାର ବଗିଚାପଡ଼ା (ମଦନମୋହନ ମନ୍ଦିର ପାଖ) ସ୍ଥିତ ନବନିର୍ମିତ ସମାଜ ଗୃହ ପ୍ରବେଶ ମୁଖ୍ୟ ଅତିଥୁ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା କରାଯାଇଥିଲା । ଉକ୍ତ ସଭାଟି ପୂର୍ବମଣ୍ଡଳ କୁଳପତି ପ୍ରଦୀପ କୁମାର ଘଡ଼େଇଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ଵଳ ପେସନିଆ, ପୂର୍ବତନ ମଣ୍ଡଳ ଜିଲ୍ଲା କର୍ମକର୍ତ୍ତା ପଦ୍ମନାଭ ରାଜୁ, ଗୌରଚନ୍ଦ୍ର ଘଡ଼େଇ, ଭବାନୀଶଙ୍କର ବାଣୁଆଁ,… Continue reading କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଭବନ ପ୍ରତିଷ୍ଠା

କଡ଼ା ସୁରକ୍ଷା ବଳୟ ମଧ୍ୟ ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା

ଦାରିଙ୍ଗବାଡି ବ୍ଲକ ର ଦୁଇଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରୀକ୍ଷା ଦେଲେ ୬୪୫ ଅନୁପସ୍ଥିତ ୨୬ଦାରିଙ୍ଗବାଡି ତା:୧୯/୨ ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରୀକ୍ଷା ଆରମ୍ଭ ହୋଇଛି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ଓ ବାଣିଜ୍ୟ ବିଭାଗ ର ପ୍ରଥମ ଦିନ ର ଏମ ଆଇ ଏଲ (ଓଡ଼ିଆ) ପରୀକ୍ଷା କଡ଼ା ସୁରକ୍ଷା ବଳୟ ମଧ୍ୟ ରେ ସରିଛି।ଉଭୟ ବିଭାଗ ର ମୋଟ… Continue reading କଡ଼ା ସୁରକ୍ଷା ବଳୟ ମଧ୍ୟ ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

ରାଇକିଆ,୧୯/୨୫: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆନୁକୁଲ୍ୟରେ ଜନଜାତି ଯୁବ ଲଘୁ ଉଦ୍ୟଗୀ ୨ ଦିନିଆ ଆବାସିକ କର୍ମଶାଳା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପକ୍ଷରୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ସମନ୍ଵିତ ଠାରେ ଅନୁଷ୍ଠିତ ହୋଇଛି । ଘୁ ଉଦୟଗିରି, ଚକାପାଦ, ଟିକାବାଲି ଓ ରାଇକିଆ ବ୍ଲକର ପାଖାପାଖି ୪୫ ଜଣ ଉଦ୍ୟୋଗୀ ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ସ୍ବାବଲମ୍ବୀ କରିବା ସହିତ ଅନ୍ୟମାନଃର ପ୍ରେରଣାରେ ଉତ୍ସ ହୋଇପାରିବ। ଉକ୍ତ ଉଦ୍ୟୋଗ କରିବା ଦ୍ୱାରା… Continue reading ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

ଗୋଛାପଡା ପୋଲିସ ର ବଡ଼ ସଫଳତା I ବୋଲେରୋ ସହ ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ I ମାଫିଆ ଫେରାର I

ଫିରିଙ୍ଗିଆ,୧୯l୦୨: କିଛିଦିନର ନିରବତା ପରେ ପୁଣି ଗୋଛାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା I ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ ଗୋଟେ ପଟେ ଦୀର୍ଘ ତନିମାସ ହେଲା ଅପରେସନ ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଥିବା ବେଳେ ଅନ୍ୟପଟେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଏହି ଗୋଛାପଡା ଅଞ୍ଚଳରେ ବେଧଡକ ଭାବରେ ମାଫିଆ ମାନେ ରିତିମତ ଭାବରେ ଗଞ୍ଜେଇ ପଡୋଶୀ ଜିଲ୍ଲା ଓ ରାଜ୍ୟ କୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I ତେବେ ଗଞ୍ଜେଇ… Continue reading ଗୋଛାପଡା ପୋଲିସ ର ବଡ଼ ସଫଳତା I ବୋଲେରୋ ସହ ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ I ମାଫିଆ ଫେରାର I

ଘରୋଇ ରନ୍ଧନ ଗ୍ୟାସର କଳାବଜାର : ଯୋଗାଣ ବିଭାଗ ନିଦାବିଷ୍ଣୁ

କଳାହାଣ୍ଡି,୧୯/୨(କଳାହାଣ୍ଡି ଜ଼ିଲ୍ଲାରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଧର୍ମଗଡ ସହରର ବିଭିନ୍ନ ଅଞ୍ଚଳରେ ରନ୍ଧନ ଗ୍ୟାସର ବ୍ୟାପକ କଳାବଜାରୀ ଚାଲିଛି। ଘରୋଇ ଭାବେ ଯେତିକି ବ୍ୟବହାର ନ ହେଉଛି ବେଶୀ ବ୍ୟବସାୟିକ ଫାଇଦାରେ ବ୍ୟବହୃତ ହେଉଛି। ଯୋଗାଣ ବିଭାଗର ନିଘା ନ ଥିବାରୁ ଏପରି ବେଆଇନ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁସାରେ ବିଭିନ୍ନ ଚା’ ଜଳଖିଆ ଦୋକାନଠାରୁ ଆରମ୍ଭ କରି ହୋଟେଲ ଓ ରେଷ୍ଟୁରାଣ୍ଟରେ ଘରୋଇ ସିଲିଣ୍ଡର ବ୍ୟାପକ ଭାବେ ବ୍ୟବହାର ହେଉଛି।… Continue reading ଘରୋଇ ରନ୍ଧନ ଗ୍ୟାସର କଳାବଜାର : ଯୋଗାଣ ବିଭାଗ ନିଦାବିଷ୍ଣୁ

ଆମପାଣିକୁ ବ୍ଳକ ଘୋଷଣା ଦାବି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଳାହାଣ୍ଡି,କୋକସରା,୧୯।୨ : କୋକସରା ବ୍ଳକର ଆମପାଣି ପଞ୍ଚାୟତକୁ ନୂତନ ବ୍ଳକ ଘୋଷଣା ନିମନ୍ତେ ଦାବି ଯୋର ଧରିଛି। ବୁଧବାର ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ଋତୁରାଜ ମାଝୀଙ୍କ ନେତୃତ୍ବରେ କୋକସରା ବ୍ଳକର ୮ଟି ପଞ୍ଚାୟତ ସମେତ ଜୟପାଟଣା ବ୍ଳକର ୨ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଧର୍ମଗଡ଼ ପଞ୍ଚାୟତ ପଡିଆଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ବିରାଟ ଶୋଭାଯାତ୍ରା ମାଧ୍ୟମରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ… Continue reading ଆମପାଣିକୁ ବ୍ଳକ ଘୋଷଣା ଦାବି

ଲାଞ୍ଜିଗଡ ବ୍ଲକରେ ଏବେ ବି ଅଯୋଗ୍ୟ ରାସନ ହିତାଧିକାରୀ ଥିବା ଅଭିଯୋଗ

କଳାହାଣ୍ଡି, ୧୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ରାଜ୍ୟ ସରକାରଙ୍କ ରାସନ କାର୍ଡରୁ ବାଦ ଦେବା ପ୍ରକ୍ରିୟାରେ ଏବେବି ବହୁ ଅଯୋଗ୍ୟ ହିତାଧିକାରୀ ସାଧାରଣରେ ଅଭିଯୋଗ ହେଉଛି I ଅଦ୍ୟାବଧି ବହୁ ଚାକିରିଆ ଓ ଆୟକର ଦାତା ମାନେ ସ୍ଵାଇଛIରେ ନିଜର ରIସନ କାର୍ଡ ଫେରେଇ ନାହାନ୍ତି, କି ସରକାରଙ୍କ ତରଫରୁ ସେମାନଙ୍କୁ ବାଦ ଦିଆଯାଇନାହିଁ I ଏବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଯୋଗାଣ ନିରୀକ୍ଷକ ଦିଲ୍ଲୀପ ନାଏକ ସମସ୍ତ ପଞ୍ଚାୟତକୁ… Continue reading ଲାଞ୍ଜିଗଡ ବ୍ଲକରେ ଏବେ ବି ଅଯୋଗ୍ୟ ରାସନ ହିତାଧିକାରୀ ଥିବା ଅଭିଯୋଗ

ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ

କଳାହାଣ୍ଡି, ୧୯/୦୨,(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡାରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ।ଜୟପାଟଣା ଓ ଧର୍ମଗଡ ଅବକାରୀ ବିଭାଗର ମିଲିତରେ ଚଢାଉ ବିପୁଳ ପରିମାଣର ମଦ ଜବତ କରାଯାଇଛି।ମୁଖିଗୁଡ଼ା ଗାଁର କ୍ଷମା ସାହୁ ନିଜ ଘରେ ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡି ବସିଲା ଅବକାରି ବିଭାଗ । ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ନକଲି ମଦ,… Continue reading ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ

ଲାଞ୍ଜିଗଡ଼ ବ୍ଲକକୁ ଲାଞ୍ଜିଗଡ ଠାରେ ପୁନଃ ସ୍ଥାପନ କରବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

କଳାହାଣ୍ଡି, ୧୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ଜୋନ ଦୁଇ ଅନ୍ତର୍ଭୁକ୍ତ ଥିବା ତେର ଗୋଟି ଗ୍ରାମ ପଞ୍ଚାୟତବାସୀ ଆଜି ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହା ମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ପାଖକୁ ଲାଞ୍ଜିଗଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ସ୍ମାରକ ପତ୍ର ପ୍ରଦାନ କଲେ I ଲାଞ୍ଜିଗଡ ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଧର ପେସନିଆ, କାର୍ଯ୍ୟକାରୀ ସଭାପତି… Continue reading ଲାଞ୍ଜିଗଡ଼ ବ୍ଲକକୁ ଲାଞ୍ଜିଗଡ ଠାରେ ପୁନଃ ସ୍ଥାପନ କରବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

You cannot copy content of this page