ଧର୍ମଗଡ଼,୧୮/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅମ୍ବାଦଲା ଗ୍ରାମର ମନଧର କୁମରଙ୍କ ପୁତ୍ର ଭେଙ୍କେଟେସ କୁମାର ଓଡିଶା ଟେନିସ ବଲ କ୍ରିକେଟ ଦଳରେ ଚୟନ ହୋଇଥିବା ସୂଚନା ମିଳିଛି l ଶ୍ରୀଯୁକ୍ତ କୁମାର ରାଜ୍ୟ ଦଳରେ ଚୟନ ହେବା ଜାଣିବା ପରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି l ସେ ତାମିଲନାଡୁ ଯିବା ପୂର୍ବରୁ ଧର୍ମଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲା… Continue reading ଫେଡେରେସନ କପ ଟେନିସବଲ କ୍ରିକେଟରେ କଳାହାଣ୍ଡିର ଭେଙ୍କେଟେସ
ଫେଡେରେସନ କପ ଟେନିସବଲ କ୍ରିକେଟରେ କଳାହାଣ୍ଡିର ଭେଙ୍କେଟେସ