ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ । ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖ୍ ନ ଥୁଲି । ମୁଁ ଓ ମୋ’ ସାଙ୍ଗ ସାଙ୍ଗସ୍କୁଟିରେ ମାଉସୀ ଘରକୁ ଯିବାବେଳେ ବାଟରେ ସେମାନେ ଆମକୁ କିଛି କହିଥିଲେ।ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । ମୋ… Continue reading ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ

ଭୁବନେଶ୍ୱର ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶିବ ନାରାୟଣ ମିଶ୍ର, ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣାଙ୍କ ସହିତ ସାମ୍ବାଦିକ ରମେଶ କୁମାର ମହାପାତ୍ର ଡ଼ଃ ଗୀତା ଦାସ ଉପସ୍ଥିତ ରହିବା ସହ “ସୁସ୍ଥ ପ୍ରାରମ୍ଭ, ଆଶାନ୍ବିତ ଭବିଷ୍ୟତ “ଆଲୋଚନା ଚକ୍ର ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ, ଶରୀର ସୁସ୍ଥତା,… Continue reading ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ

ଅସିମ କରାଟେ ଏକାଡେମୀର ରକ୍ତଦାନ

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରାଯାଇଥିଲା । ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା ଆନ୍ତର୍ଜାତିୟ କରାଟେ ପ୍ରଶିକ୍ଷକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ସୁଧାକାନ୍ତ ଭୋଇ ଟାଣ ଖରାରେ ଆସିି ପଂଚମ ଥର ରକ୍ତଦାନ କରିଛନ୍ତି । ରକ୍ତଦାନ ପରେ ସୁଧାକାନ୍ତ କୁ ସଂଗଠନ ତରଫରୁ ଉପଢୈାକନ ଓ ଚାରା ଗଛ ପ୍ରଦାନ କରାଯାଇଥିଲା । ରକ୍ତଦାନ କରି ସମସ୍ତେ ସୁସ୍ଥ ରହିବା… Continue reading ଅସିମ କରାଟେ ଏକାଡେମୀର ରକ୍ତଦାନ

ସାଇ ଆଶ୍ରିତ ରାଜକିଶୋର ମହାପାତ୍ରଙ୍କ ପରଲୋକ ।

ଚିଲିକା, ୭।୫: ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଆଶ୍ରିତ ରାଜକିଶୋର ମହାପାତ୍ର ଆଉ ନାହିଁନ୍ତି । ଆଜି ନିଜ ଜନ୍ମ ସ୍ଥାନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁରସ୍ଥ ବାସଭବନ ଠାରେ ତାଙ୍କର ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୭ ବର୍ଷ ବୟସ ହୋଇଥିଲା । ସେ ଅଳ୍ପ ଦିନ ହେବ ଶର୍ଯ୍ୟାଶାୟୀ ଥିଲେ । ସାଇ ସଂଗଠନରେ ସେ ସମସ୍ତଙ୍କର ପ୍ରିୟ ରାଜ ଭାଇ ଭାବେ ପରିଚିତ ।ସେ ଜଣେ ଭଦ୍ର ।… Continue reading ସାଇ ଆଶ୍ରିତ ରାଜକିଶୋର ମହାପାତ୍ରଙ୍କ ପରଲୋକ ।

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I

ଚିଲିକା,୭।୫: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଇଂ କର୍ପୂର ସାହୁ,ଅତିରିକ୍ତ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମନାଭ ବେହେରା ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ବଡକୁମାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବୋଲଗଡ ୨୫ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଶୁଭେନ୍ଦୁ… Continue reading ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I

ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l

ପ୍ରେସ୍ ରିଲିଜ୍ ଭୁବନେଶ୍ୱର, ୭ ମଇ ୨୦୨୬ – ଆମେ ଭୁବନେଶ୍ୱରିଆ ସଂଗଠନ (ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ)ର ଏକ ଶକ୍ତିଶାଳୀ ପ୍ରତିନିଧି ମଣ୍ଡଳୀ ଆଜି ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କୁ ଭେଟି ଅବୈଧ ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ତଥା କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ସୂଚନା ଅଧିକାର ଅଭିଯାନ… Continue reading ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l

ନୂତନ ମଦ ଦୋକାନ ଖୋଲିବା ବାରଣରେ ସେବା ପ୍ରତିନିଧି ଓ ମିଳିତ ନିଶା ନିବାରଣ ଅଭିଯାନ

ବାଲିଅନ୍ତା/ ଭୁବନେଶ୍ୱର ୦୭/୦୫:- ଓଡ଼ିଶା ରାଜ୍ୟରେ ପ୍ରତିଦିନ ପତ୍ର ପତ୍ରିକାରେ ଯେତେ ପ୍ରକାର ଦୁର୍ଘଟଣାମାନ ଘଟି ଚାଲିଛି ତାହାର ମୂଳରେ ମଦ ନିଶା।ମଦ ଖାଇବା ଦ୍ୱାରା ମଣିଷ ହିଂସ୍ର ହୋଇ ବିଭିନ୍ନ ଅକର୍ମ/କୁକର୍ମ କରିଚାଲିଛି। ଏହାକୁ ହୃଦୟଙ୍ଗମ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୬ ମସିହାରେ ଭାଷା,ଚଷା ଓ ନିଶା ନିମନ୍ତେ ଆଇନ ପ୍ରଣୟନ କରିଥିଲେ। ନିଶା (ମଦ) ବନ୍ଦ ହେବା ବିଧାନ ସଭାରେ ଗୃହୀତ ହୋଇ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ତାହା ବନ୍ଦ… Continue reading ନୂତନ ମଦ ଦୋକାନ ଖୋଲିବା ବାରଣରେ ସେବା ପ୍ରତିନିଧି ଓ ମିଳିତ ନିଶା ନିବାରଣ ଅଭିଯାନ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ

କୋଲକତା,୭/୫:ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ ନେଲାଣୀ |ଗତ ୨୪ ଘଣ୍ଟାରେ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ତେଜନାରୁ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣୀ | ସେଥିମଧ୍ୟରୁ B J P କର୍ମୀ ଦୁଇ ଜଣ ଏବଂ T m C କର୍ମୀ ଦୁଇ ଜଣ । ନୁୁଁ ଟାଉନ୍ ରେ ଏକ ବିଜୟ ଶୋଭାଯାତ୍ରାରେ… Continue reading ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ

ବିଭୂତି ଭୂଷଣ ମହାପାତ୍ର ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଲେ ।

ଚିଲିକା,୬।୫:ଖୋର୍ଦ୍ଧା ଆରକ୍ଷୀ ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଛନ୍ତି। ଏହି ଥାନା ର ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଶ୍ରୀ ମହାପାତ୍ର ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ଜେନା ଙ୍କର ଜିଲ୍ଲା ସାଇବର ଥାନା କୁ ବଦଳି ହୋଇ ଥିବା ବେଳେ ଶ୍ରୀ ମହାପାତ୍ର ସେହି ସ୍ଥାନରୁ ଆସି ନାଚୁଣୀ ଥାନାରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ସେ… Continue reading ବିଭୂତି ଭୂଷଣ ମହାପାତ୍ର ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଲେ ।

T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି

କୋଲକାତା ୬।୫।୨୦୨୬.ପଶ୍ଚିମ ବଙ୍ଗରେ T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ମଧ୍ୟ ଭୂଲି ପାରୁନାହିଁନ୍ତି । ସେଥିପାଇଁ ସେ ବି ଜେ ପି ଏବଂ ନିର୍ବାଚନ କମିଶନଙ୍କ ଉପରେ ଦୋଷ।ରୋଗ କରୁଛନ୍ତି। ଅଜି ବେଙ୍ଗଲରେ ପ୍ରେସ୍ କନ୍‌ଫ୍ରେସନ୍‌ ଡାକି କହିଛନ୍ତି ଯେ ମୁଁ ହାରି ନାହିଁ କି ଆମଦଳ ମଧ୍ୟ ହାରି ନାହିଁ, ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁକି ରାଜ ଭବନ ଯିବି ନାହିଁ ।ମମତା କହିଲେ ମୁଁ… Continue reading T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି

You cannot copy content of this page