ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ

ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣା ବର୍ତମାନ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ନିନ୍ଦିତ କରି ଚାଲିଛି l ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ନିର୍ଦେଶକ ଓ କିଛି ତଳିଆ ଅଧିକାରୀଙ୍କୁ ସସ୍ପେଣ୍ଡ କରି ମାମଲା କୁ ପ୍ରଶମିତ କରି ବାକୁ ଚେଷ୍ଟl… Continue reading ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”

ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ କଳାହାଣ୍ଡିର ଶ୍ରୀରାମକୃଷ୍ଣ ଆଶ୍ରମକୁ “ଗାନ୍ଧୀଗୌରବ ସମ୍ମାନ-୨୦୨୬” ପ୍ରଦାନ କରାଯିବ ବୋଲି ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।… Continue reading ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”

ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।

ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି । ପ୍ରଥମ ଦିବସର ପ୍ରାରମ୍ଭରେ ଭାରତର ଆଧ୍ୟାତ୍ମିକ ପତାକାକୁ ଉତ୍ତୋଳନ କରା ଯାଇଥିଲା । ଏହାକୁ ଉତ୍ତୋଳନ କରିଥିଲେ ସାଧକ ପ୍ରଭାତ କୁମାର ନାୟକ।ଏହାପରେ ଜ୍ଞାନ ମନ୍ଦିର ପରିସରେ ଥିବା ଶ୍ରୀ ଅରବିନ୍ଦଙ୍କ ରିଲକ୍ସ ସେଣ୍ଟର… Continue reading ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।

ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ

​ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ​ମିଳିଥିବା ସୂଚନା ଅନୁଯାୟୀ, ଆଜି ସମରା ଗ୍ରାମର ରୋହିତ ପ୍ରଧାନ ଏବଂ କେନ୍ଦ୍ରୁମୁଡ଼ି ଗ୍ରାମର ଜୟସିନୀ ସାହୁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଜରୁରୀ… Continue reading ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ

ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ

ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ‘ଏ ମନ କାଶୀ ବୃନ୍ଦାବନ ‘ ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ ବାଣପୁର ବ୍ଳକର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ। ସମ୍ମାନୀତ ଅତିଥି ଭାବେ ନନ୍ଦପୁର ପଞ୍ଚାୟତର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସମାଜସେବୀ ସନ୍ତୋଷ ପାଇକରାୟ, ପ୍ରଦୀପ ରାଉଳ ଓ ସିଲୁ ପଲେଇ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ… Continue reading ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ

ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)

ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା’ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି ଚଣ୍ଡାଶୋକ ଧର୍ମାଶୋକ ରେ ପରିବର୍ତ୍ତନ ହୋଇଥିଲେ । ହେଲେ ଆଜିର ଏ ଶିକ୍ଷିତ ଜ୍ଞାନି ସମାଜ ଦୟାନଦୀ ପ୍ରତି କେତେ ନିର୍ଦ୍ଦୟ । ଦୟାନଦୀ ଏହି ଅଞ୍ଚଳର ଜୀବନ ରେଖା କିନ୍ତୁ ସରକାରଙ୍କ ଉଦାସୀନତା… Continue reading ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)

ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ

ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦେବା, କୃଷି, କୃଷକ, ସାଧାରଣ ଜନତା, ନିଷ୍ପେସିତ ଅବହେଳିତ ବ୍ୟକ୍ତି ମାନଙ୍କ… Continue reading ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ

ଏଲପୀ ଜି ଗ୍ୟାସ ନେଉଥିବା ବୋଝଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବାଉଣ୍ଡରିରେ ପିଟିଲା, ଅଳ୍ପେକ ବର୍ତିଲେ ଡ୍ରାଇଭର ଓ ହେଲ୍ପର,

ଧର୍ମଗଡ/୨୫/୬କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝଇ ଟ୍ୟାଙ୍କର ରାସ୍ତା କଡ଼ରେ ଥିବା ବାଉଣ୍ଡେରୀ ରେ ପିଟି ହୋଇଯାଇଛି l ବିଳମ୍ବିତ ରାତିରେ ଏଲପିଜି ଗ୍ୟାସ ବୋଝଇ ଟ୍ରାଙ୍କର  CGO7/CX7264  ଧର୍ମଗଡ଼ ଦେଇ ଗୋଲାମୁଣ୍ଡା ବ୍ଲକ ଅଭିମୁଖେ ଯାଉଥିଲା l କୌଣସି କାରଣରୁ ଭାରସାମ୍ୟ ହରାଇ ବିଜୁ ଏକ୍ସପ୍ରେସ୍  ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବାଉଣ୍ଡରି ରେ ପିଟି ହୋଇଥିବା ବେଳେ ଟ୍ରକର ଇଞ୍ଜିନ ଚୁରମାର… Continue reading ଏଲପୀ ଜି ଗ୍ୟାସ ନେଉଥିବା ବୋଝଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବାଉଣ୍ଡରିରେ ପିଟିଲା, ଅଳ୍ପେକ ବର୍ତିଲେ ଡ୍ରାଇଭର ଓ ହେଲ୍ପର,

ମା’ ତାରିଣୀ ମହିଳା କମିଟିର ବୈଠକ

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପାଣିର ଅସୁବିଧା କିପରି ଦୂର ହେବ ସେଥିପାଇଁ ଓଡ଼ିଶ ମା’ତାରିଣୀ ମହିଳା କମିଟି ଆଗକୁ ଅଂଟା ଭିଡିଛନ୍ତି। ନିଜ ଗ୍ରାମରେ ଥିବା ନାନା ସମସ୍ୟାର ସମାଧାନ ଲାଗି ଅଂଟା ଭିଡିଛି ମା’ ତାରିଣୀ ମହିଳା କମିଟି। ଗ୍ରାମର ପ୍ରଥମ ଅସୁବିଧା ଭାବେ ଉଭା ହୋଇଥିବା ପିଇବା ପାଣି ସମସ୍ୟାକୁ ପ୍ରଥମେ ସମାଧାନ ଲାଗି ଗୁରୁତ୍ୱ ଦେଇଛନ୍ତି। ଜଳ ହିଁ ଜୀବନ ଏହାକୁ ସବୁବେଳେ ଗୁରୁତ୍ୱ ଦିଆଯିବା ଉଚିତ୍‌। ସ୍ୱଚ୍ଛ… Continue reading ମା’ ତାରିଣୀ ମହିଳା କମିଟିର ବୈଠକ

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ

ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଲାଭ ବଣ୍ଟନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ସଭାପତିତ୍ବ କରିଥିବା ବେଳେ ସାଂସଦ ପ୍ରତିନିଧି ବିଜୟ ମହାରଣା, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ… Continue reading ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ

You cannot copy content of this page