ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।

ବାଲିଅନ୍ତା,୧୫ ।୪() :ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ମହାବୀରଙ୍କ ଜୟନ୍ତୀ ଅବସରରେ ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଉତ୍ତରା ବସ ଷ୍ଟାଣ୍ଡ ନିକଟରେ ଏକ ଜଳଛତ୍ର ସେବା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆର୍ଯ୍ଯ ଜୀବନ ସମିତିର କୁଳାଚାର୍ଯ୍ୟ ଗୁରୁ ଗୋପାଳ ଚନ୍ଦ୍ର ମିଶ୍ରଶର୍ମା, ସମ୍ମାନିତ ଅତିଥିଭାବେ ସମାଜସେବୀ ସରୋଜ ପାତ୍ର, ବୟୋଜ୍ୟେଷ୍ଠ ବ୍ୟକ୍ତି ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରତିବର୍ଷ ଆଜିର… Continue reading ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।

ସରକଣା ପ୍ରସିଦ୍ଧ ଫୋଡା ପାଟୁଆ ପର୍ବ , ଚରଖି ବୁଲିଲେ ମାନସିକଧାରୀ।

ବାଲିଅନ୍ତା, ୧୫ ।୪ ଗୋବର୍ଦ୍ଧନ ଦାସ: ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାଯତରେ ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୮ ଜଣ ମାନସିକଧାରୀ ୭ ଦିନଧରି ହବିଷ୍ୟାନ୍ନ ଖାଇ ନିଷ୍ଠାରେ ରହିଥିଲେ। ପ୍ରତ୍ୟୁଷରୁ ମା’ ମଙ୍ଗଳାଙ୍କୁ ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସିନ୍ଦୁର, ଝୁଣା, ଦୀପଦେଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନିର୍ଦ୍ଧାରିତ ନୀତି କାନ୍ତି ଅନୁସାରେ ପୁଜାଅର୍ଚ୍ଚନା ସରିବାପରେ ମାନସିକଧାରୀ ବ୍ୟକ୍ତି ଅପରାହ୍ନରେ… Continue reading ସରକଣା ପ୍ରସିଦ୍ଧ ଫୋଡା ପାଟୁଆ ପର୍ବ , ଚରଖି ବୁଲିଲେ ମାନସିକଧାରୀ।

ବାଣପୁରରେ ସାହିତ୍ୟ ସିନ୍ଦୂରାର ଓଡ଼ିଆ ପକ୍ଷ ଉଦଯାପିତ ।

ଚିଲିକା,୧୫ ।୪:ବାଣପୁର ସ୍ଥିତ ପ୍ରଗତିଶୀଳ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ସାହିତ୍ୟ ସିନ୍ଦୂରା ର ଓଡ଼ିଆ ପକ୍ଷ ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିବସ ଅବସରରେ ଉଦଯାପିତ ହୋଇଯାଇଛି । ଗତ ଉକôଳ ଦିବସ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ଓଡ଼ିଆ ଚଳଣି,ଭାଷା, ସାହିତ୍ୟ,ବେଶ ଭୂଷା, ପାରମ୍ପରିକ ଖାଦ୍ୟ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ର ସ‘ଳ ରୂପାୟନ ପରେ ଉଦଯାପନୀ ଦିବସରେ ସେ ସବୁର ସମୀକ୍ଷା କରାଯିବା ସହ କବିତା ପାଠୋତ୍ସବ… Continue reading ବାଣପୁରରେ ସାହିତ୍ୟ ସିନ୍ଦୂରାର ଓଡ଼ିଆ ପକ୍ଷ ଉଦଯାପିତ ।

ଭାରତୀୟ ସମ୍ଭିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନ୍ଦୋଳନ ର ସେନାପତି ଡ଼.ଭୀମରାଓ ବାବାସାହେବ ଆମ୍ବଦକର

କଳାହାଣ୍ଡି, ୧୫/୪ (ପ୍ୟାରିଲାଲ ଦୁର୍ଗା): ବାବା ସାହେବ ନାମରେ ଜଣାଶୁଣା ଭୀମରାଷ୍ଟ୍ର ରାମଜୀ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନେ୍ଦାଳନର ସେନାପତି କୁହାଯାଏ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ । ମଉ (ଆଧୁନିକ ମ୍ମ ପ୍ରଦେଶ ଅନ୍ତର୍ଗତ ସହର)ର ସେନା ଛାଉଣିରେ ୧୮୯୧ ଏପ୍ରିଲ ଆଜିର ଦିନରେ, ପରାଧୀନ ଭାରତରେ ଅଛୁଆଁ କୁହାଯାଉଥିବା ମହାର ଜାତିରେ ଜନ୍ମ ହୋଇ ଶୈଶବରେ ସେ ନିର୍ଯାଚିତ ହୋଇଥିଲେ । ଅକଥନୀୟ ନିର୍ଯାତନା… Continue reading ଭାରତୀୟ ସମ୍ଭିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନ୍ଦୋଳନ ର ସେନାପତି ଡ଼.ଭୀମରାଓ ବାବାସାହେବ ଆମ୍ବଦକର

ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ

ଚିଲିକା,୧୩।୪:ପବିତ୍ର ଚୈତ୍ର ମାସ ଅବସରରେ ଚିଲିକା ଅଞ୍ଚଳରେ ଥିବା ଦଣ୍ଡ କୋଠି ମାନଙ୍କରେ ଦଣ୍ଡଯାତ୍ରା ଓ ମେରୁ ଉତ୍ସବ ପାଳିତ ହୋଇଯାଇଛି।ସ୍ଥାନୀୟ ସୁନାଖଳା କୋଠି ସମେତ ବଡପଦର, ସଲପଡିହ, କୁଲେଇ, ନଇରୀ, ବଉଳା ବନ୍ଧ, ବାଲିଆ, ଛକଡିପୁର, ଭେଟେଶ୍ଵର , ଗାଲୁଆ ମାଟିଆ ପୋଖରୀ, ଭୀମପୁର, ଅରାଙ୍ଗ, ଖରିଆପଲ୍ଲୀ ,ସାନ ହନ୍ତୁଆଡ , ବୋରିଗାଁ, ବେଣୁଆ ବାଡି, ମଙ୍ଗଳପୁର ଓ ବଡ଼ସିରେଇ ପୁର ଆଦି କୋଠି ପକ୍ଷରୁ ପାଣିତୋଳା ପର ଠାରୁ ୨୧ ଦିନିଆ ଦଣ୍ଡ ପର୍ବ… Continue reading ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ

ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ

କଳାହାଣ୍ଡି,୧୩|୪ (ପ୍ୟାରିଲାଲ ଦୁର୍ଗା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସହରର ବସଷ୍ଟାଣ୍ଡ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟଶମ୍ଭୁ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବ୍ଲକ ଅଞ୍ଚଳର ୮ ଗୋଟି ପୀଠ ଗୁଡିକର ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମେ ପୁଜାପୀଠ ରେ ବନ୍ଦାଣ ଗାନ ପରେ ଲଟେରୀ ମାଧ୍ୟମରେ ସ୍ଥାନ ନିର୍ଦ୍ଧାରଣ ହୋଇଥିବା ଜାଗାରେ ପହଞ୍ଚି ଥିଲେ। ତଳ… Continue reading ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ

ବାଳକାଟି ବଜାର ଦୋହରୀକରଣ ପ୍ରସଙ୍ଗ: ମେ ରେ ରାସ୍ତା କାମ ଆରମ୍ଭ

ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ଼ ମିଟର ପେଭର ବ୍ଲକ ଏବଂ ୧ ମିଟର ଲେଖାଏଁ ଡ୍ରେନବାଲିଅନ୍ତା,୧୨|୪(Gobardhan Behera): ସରଦେଇପୁର ପୂର୍ତ୍ତ ବିଭାଗ ଅଧିନ ଉତ୍ତରା ରୁ ଦୁଲ୍ଲାଦେବୀ ମନ୍ଦିର , ମଞ୍ଜରୀଦେଵୀ କଲେଜ ଠାରୁ ବୁଧିପଡ଼ା ଏବଂ ବାଲିପାଟଣା ବଜାରରୁ ନିମାପଡା ପର୍ଯ୍ୟନ୍ତ ଦୋହରୀକରଣ ରାସ୍ତା ଚଳିତ ମାସ ଶେଷ ସୁଧା କିମ୍ବା ଆସନ୍ତା ମେ ମାସରୁ ଆରମ୍ଭ ହେବ l ଏଥିପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୩ କୋଟି… Continue reading ବାଳକାଟି ବଜାର ଦୋହରୀକରଣ ପ୍ରସଙ୍ଗ: ମେ ରେ ରାସ୍ତା କାମ ଆରମ୍ଭ

ପାଣ୍ଡରା ମାଲି ସମାଜ ପାଳନ କଲା ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

କଳାହାଣ୍ଡି,୧୨|୪(ପ୍ୟାରିଲାଲ ଦୁର୍ଗା ) କଳାହାଣ୍ଡି ଜିଲ୍ଲାର ଜୁନାଗଡ ଲଙ୍କେଶ୍ବରୀ କ୍ଳବଠାରେ କଲାହାଣ୍ଡି ପଣ୍ଡରା ମାଳି ସମାଜ ଆନୁକୂଲ୍ୟରେ ମହାନ ସମାଜ ସଂସ୍କାରକ ଯୋଗ ଜନ୍ମା ଶିକ୍ଷ୍ୟା ଜ୍ୟୋତି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ୍ ଜନ୍ମ ଜୟନ୍ତୀ ମହା ଧୁମ୍ ଧାମରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଣ୍ଡରା ମାଲି ସମାଜ ସଭାପତି ଶ୍ରୀଯୁକ୍ତ ଇଶ୍ବର ପୁଝାରୀ କଳାହାଣ୍ଡି ଜିଲ୍ଲା କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକ ବରିଷ୍ଟ ଆଇନ ଯିବି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ… Continue reading ପାଣ୍ଡରା ମାଲି ସମାଜ ପାଳନ କଲା ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ

କଳାହାଣ୍ଡି,୧୨|୪ (ପ୍ୟାରିଲାଲ ଦୁର୍ଗା ) ଆସନ୍ତା ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ଧର୍ମଗଡ଼ ଅଞ୍ଚଳର ତାଲିମ ପ୍ରାପ୍ତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଜନଗଣନା ଦେଶର ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ପ୍ରଶାସନିକ ପ୍ରକ୍ରିୟା, ଯାହା ଉପରେ ଭବିଷ୍ୟତ ଯୋଜନା ଓ ନୀତି ନିର୍ମାଣ ନିର୍ଭର କରେ । ସେଥ‌ିପାଇଁ ସଠିକ୍ ଓ ପ୍ରମାଣିତ ତଥ୍ୟ ସଂଗ୍ରହ କରି ବା ନାକାରୀମାନଙ୍କର ମୁଖ୍ୟ ଦାୟିତ୍ଵ।… Continue reading ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ

ଆଜି ଏପ୍ରିଲ ୧୧ ତାରିଖଓଡିଶା ପାଲୁଚି ଛେନାପୋଡ ଦିବସ 🎂🤗

ଛେନାପୋଡ ଆମ ଛେନାପୋଡସ୍ଵତନ୍ତ୍ର ମିଠା ଏ ଓଡିଶା ରଯା ପାଇଁ ପ୍ରସିଦ୍ଧ ନୟାଗଡ଼ଛେନାପୋଡ ଆମ ଛେନାପୋଡଭାରି ମନୋଲୋଭା ସ୍ଵାଦ ତାରହାଟରୁ ବଜାର ଗାଁ ଠୁ ସହରସବୁଠି ମିଳେ ସେ ଭରପୁରଛେନାପୋଡ ଆମ ଛେନାପୋଡପୁଷ୍ଟିସାର ଖାଦ୍ୟ ଛେନା ରୁ ତିଆରିପୌଷ୍ଟିକ ତତ୍ତ୍ୱ ରେ ଭରପୁରପାଟିରୁ ଛାଡେନି ସ୍ଵାଦ ତାରଛେନାପୋଡ ଆମ ଛେନାପୋଡଧନ୍ୟ ରେ ଧନ୍ୟ ତୁ ଛେନାପୋଡମିଠା ଙ୍କ ଭିତରେ ତୁ ସର୍ଦାରଓଡ଼ିଆ ଙ୍କ ଠାରୁ ଦେଶ ବିଦେଶରେପ୍ରିୟ ମିଠା ରୂପେ ତୋ ଆଦରଛେନାପୋଡ ଆମ ଛେନାପୋଡ 😍😋🤗🎂✍️… Continue reading ଆଜି ଏପ୍ରିଲ ୧୧ ତାରିଖଓଡିଶା ପାଲୁଚି ଛେନାପୋଡ ଦିବସ 🎂🤗

You cannot copy content of this page