ଶିଳାଶ୍ରୀ ପତ୍ରିକାର ବିଷୁବ ସଂଖ୍ୟା ଲୋକାର୍ପଣ ସହିତ ସମ୍ବର୍ଦ୍ଧନା

    ଭୁବନେଶ୍ୱର,ଶିଳାଶ୍ରୀ ପତ୍ରିକା ଓ ଅନୁଷ୍ଠାନରଊନବିଂଶତମ ବାର୍ଷିକ ଉତ୍ସବ ତା-୧୧-୦୪-୨୦୨୬ ରିଖ ବୁଦ୍ଧମନ୍ଦିର,ଭୁବନେଶ୍ୱର ଠାରେ ସମ୍ପାଦିକା-ବାସନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥିଭାବେ ଯୋଗଦେଇଥିଲେ ସଭାପତି,ଡ଼. ଶ୍ରୀକାନ୍ତ ମିଶ୍ର (ସାହିତ୍ୟିକ ଓ ସମାଜସେବୀ),ମୁଖ୍ୟ ଅତିଥି ଡ଼.ବିଜୟାନନ୍ଦ ସିଂହ(ପ୍ରାକ୍ତନ ପ୍ରଫେସର ଓ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ),ମୁଖ୍ୟ ଵକ୍ତା ଶ୍ରୀ ରବିନାରାୟଣ ନନ୍ଦ (ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଓ ସାହିତ୍ୟିକ) ସମ୍ମାନିତ ଅତିଥି ଡ଼. ଭାରତୀ ପାଲ, (ରାଜ୍ୟ ସଂଗ୍ରହାଳୟ ଅଧ୍ୟକ୍ଷା ତଥା ଶିଳାଲିପି… Continue reading ଶିଳାଶ୍ରୀ ପତ୍ରିକାର ବିଷୁବ ସଂଖ୍ୟା ଲୋକାର୍ପଣ ସହିତ ସମ୍ବର୍ଦ୍ଧନା

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର ଆଉ ନାହାନ୍ତି । ତାଙ୍କ ବିୟୋଗରେ ବାଣପୁର ଅଞ୍ଚଳ ସ୍ତବ୍ଧ ।

ଚିଲିକା,୧୧।୪: ବିଶିଷ୍ଟ ଯଜ୍ଞବିତ,ବରିଷ୍ଠ ପତ୍ରକାର, ବାଣପୁର ମାଟିର ସ୍ୱାଭିମାନୀ ମଣିଷ, ସମଗ୍ର ଚିଲିକାର ଜନମାନସର ପରିଚିତ ପ୍ରିୟ ନୃସିଂହଭାଇନା ଆଉ ନାହାନ୍ତି। ଗତକାଲି ରାତି ୮ଘଟିକାରେ କଲିକତା ମହାନଗରରେ ଥିବା କନିଷ୍ଠ ପୁତ୍ର ବୈଜ୍ଞାନିକ ପଦ୍ମଜା ପ୍ରସାଦ ମିଶ୍ରଙ୍କ ବାସଭବନରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଛିଦିନ ପୂର୍ବରୁ ସେ କିଡ଼ିନି ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଦୋଳପୂର୍ଣ୍ଣମୀରେ ମା’ଭଗବତୀଙ୍କ ଚାଚେରୀ ଭୋଗ ଖିଆରେ ଯୋଗ ଦେବାପାଇଁ ସେ ଜନ୍ମମାଟି ଅଚ୍ୟୁତ… Continue reading ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର ଆଉ ନାହାନ୍ତି । ତାଙ୍କ ବିୟୋଗରେ ବାଣପୁର ଅଞ୍ଚଳ ସ୍ତବ୍ଧ ।

୧୯ରେ ଗଡ଼କଣ୍ଟୁଣିଆ ଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା

ବାଲିଅନ୍ତା,୧|୪ ଗୋବର୍ଦ୍ଧନ ଦାସ : ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ହୀରାପୁର ସ୍ଥିତ ଗଡ଼କଣ୍ଟୁଣିଆ ଠାରେ ଆବିର୍ଭୁତ ହୋଇଥିବା ଚକ୍ରରାଜ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ମାଣଧିନ ଏକ ଭବ୍ୟମନ୍ଦିର ଆସନ୍ତା ୧୯ ତାରିଖରେ ପ୍ରତିଷ୍ଠା ହେବ l ଏଥିପାଇଁ ଆଖପାଖ ଅଞ୍ଚଳବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଉକ୍ତ  ଭବ୍ୟ ମନ୍ଦିର ର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଟ୍ରେଣ୍ଡ୍ ଅଛି । ୨0୧୫ ନବକଳେବର ସମୟରେ ଏଠାରେ… Continue reading ୧୯ରେ ଗଡ଼କଣ୍ଟୁଣିଆ ଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା

ନିଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ

ବାଲିଅନ୍ତା,୧0|୪():ଭୁବନେଶ୍ୱର ସ୍ଥିତ ନିଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ବାର୍ଷିକ ବୈଠକ ଆଜି ଶ୍ରୀରାମନଗର ସ୍ଥିତ ରୁଚିକା ସମାଜ ମଙ୍ଗଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ବରିଷ୍ଠ ନାଗରୀକ ମଞ୍ଚର ସମ୍ପାଦକ ଡ଼. ଯୁଗଳ କିଶୋର ସାହୁ ଯୋଗଦେଇ ବରିଷ୍ଠ ନାଗରୀକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ଆଶୁ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ… Continue reading ନିଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ

ଏକତା ପରିଷଦ ଟ୍ରଷ୍ଟ ରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ “ପାଳିତ।

ଚିଲିକା,୧୦।୪: ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଠାରୁ ଓଡିଶା ସରକାର ଏବଂ ବିଭିନ୍ନ ସାମାଜିକ , ସାଂସ୍କୃତିକ ଓ ସେବା ଅନୁଷ୍ଠାନ ତରଫରୁ ପ୍ରାୟୋଜିତ ବିଭିନ୍ନ ଦିବସ ପାଳନ ଅବସରରେ ବାଣପୁରର ଅଗ୍ରଣୀ ସେବାନୁଷ୍ଠାନ ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ କଳାକାର ସମ୍ବର୍ଦ୍ଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । I ଅନୁଷ୍ଠାନ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ପ୍ରମୁଖ ସଂଧ୍ୟାଦେବୀ ଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକାର… Continue reading ଏକତା ପରିଷଦ ଟ୍ରଷ୍ଟ ରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ “ପାଳିତ।

ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ l

ପ୍ରେସ୍ ବିଜ୍ଞପ୍ତି *ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ l *ଆସନ୍ତାକାଲି ଶୁଣାଣି ସମୟରେ ଆନ୍ତରୀଣ ରାୟ ପାଇଁ ଟ୍ରିବୁନାଲ ପାଖରେ ଦାବି ରଖନ୍ତୁ *ଆଡ଼ଭୋକେଟ ଜେନେରାଲ ଆସନ୍ତା ଏପ୍ରିଲ 13 ତାରିଖରେ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ କୁ ନେଇ ଆୟୋଜିତ ହେବ ବିଚାର ମନ୍ଥନ l ଭୁବନେଶ୍ୱର ତା 10 l 04 l ମହାନଦୀ ଟ୍ରିବୁନାଲର ସମୟସୀମା ଆସନ୍ତା ଏପ୍ରିଲ 13… Continue reading ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ l

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୧0|୪(ପ୍ୟାରିଲାଲ ଦୁର୍ଗା):ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି ହୋଇ ଯାଇଅଛି। ଏନେଇ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଧର୍ମଗଡ଼ ଓକିଲ ସଂଘ ବରିଷ୍ଠ ଅଧିବକ୍ତା ଚିନ୍ତାମଣି ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ମାନ୍ୟବର ଜଜ୍ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଧର୍ମଗଡ଼ ରେ ୨ବର୍ଷ… Continue reading ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ସାହିତ୍ୟ ସିନ୍ଦୁରା ର ଲୋକକଳା ଦିବସ ପାଳିତ।

ଚିଲିକା,୧୦।୪:ବାଣପୁର ସ୍ଥିତ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟ ସିନ୍ଦୁରା ଓ ମା ଭଗବତୀ କଳାନିକେତନ ର ମିଳିତ ଆନୁକୂଲ୍ୟରେ ବିଧାର ପୁର ଶୁଭ କଲ୍ୟାଣ ମଣ୍ଡପ ପରିସର ରେ ଓଡ଼ିଆ ସାହିତ୍ୟ ପକ୍ଷ ର ଦଶମ ଦିବସରେ ଲୋକକଳା ଦିବସ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଓଡିଶୀ ଗାୟିକା ତଥା ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ… Continue reading ସାହିତ୍ୟ ସିନ୍ଦୁରା ର ଲୋକକଳା ଦିବସ ପାଳିତ।

ନାଚୁଣୀ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳିତ

ଚିଲିକା,୧୦।୪: ନାଚୁଣୀ ମହାବିଦ୍ୟାଳୟରେ ଚଳିତ ଓଡ଼ିଆ ପକ୍ଷ ବିଭିନ୍ନ ଦିବସର ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ ପାଳିତ ହୋଇଯାଇଅଛି। ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟଙ୍କର ସଭାପତିତ୍ଵରେ ଏକ ସଭା ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପ ପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ମୂଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦବଘାଟନ କରିଥିଲେ । ଭକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ… Continue reading ନାଚୁଣୀ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳିତ

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ

ଭୁବନ: ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିବା ଦେଖାଯାଇଥିଲା। ଏହି ଉତ୍ସବ ଅନୁଷ୍ଠିତ ହେବା ପ୍ରାରମ୍ଭରୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ୱ କରିଥିଲେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା, ମୁଖ୍ୟବକ୍ତା ସୁବ୍ରତ… Continue reading ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ

You cannot copy content of this page