ଚିଲିକାର ସମାଜସେବୀଙ୍କ ସ୍ୱାସ୍ଥ୍ୟ ବୁଝିଲେ ଆଇନ ମନ୍ତ୍ରୀ

ବାଲୁଗାଁ ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖବର ପାଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଡାକ୍ତରମାନଙ୍କ ସହ ଆଲୋଚନା କରି ଶ୍ରୀ ପାଇକରାୟଙ୍କୁ ସମ୍ଭବ ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ. ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ… Continue reading ଚିଲିକାର ସମାଜସେବୀଙ୍କ ସ୍ୱାସ୍ଥ୍ୟ ବୁଝିଲେ ଆଇନ ମନ୍ତ୍ରୀ

ମ୍ୟୁସିକ୍ ଭିଡିଓରେ ଫୁଣି ଚମକିଲେ ଶୁଭୋଜିତ୍

ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ନୂଆଁ ମ୍ୟୁସିକ୍ ଭିଡିଓ “ଜୀବନ ଏମିତି ଚାଲିଥାଉ” ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜଣାଶୁଣା ଟିଭି ଉପସ୍ଥାପକ ସୁଭୋଜିତ୍ ପଣ୍ଡା । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ଅନନ୍ୟା, ଆସ୍ଥା, ପ୍ରାଚୀରାଣୀ, ସ୍ଥିତିପ୍ରଜ୍ଞା, ଆୟୁଷ୍ମାନ, ସାଇ ସୌମ୍ୟକାନ୍ତ, ପ୍ରୟାଂଶ ଏବଂ ଇତିଶ୍ରୀ । ସହ କଳାକାର ରୂପେ ଅଛନ୍ତି, ଅନିନ୍ଦିତା, ଅନୁଭବ, ସଚେତ, ଗୁଡୁ ଏବଂ ଦୀପକ୍ । ଜଣେ ବ୍ୟକ୍ତି କିପରି ୮ଜଣ ଅନାଥ… Continue reading ମ୍ୟୁସିକ୍ ଭିଡିଓରେ ଫୁଣି ଚମକିଲେ ଶୁଭୋଜିତ୍

ସୁଖ ମୃତୁ୍ୟ ପରମାତ୍ମାଙ୍କର ଆଶୀର୍ବାଦଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରାଦ୍ଧ ସଭୋର ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବେନଶ୍ୱର, ୧୮.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠୋର ଓଡ଼ିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହେିଲ ଯେ, ସଂସାରେର ଜନ୍ମ େହେଲ ମୃତୁ୍ୟ ଏକ ଚିରନ୍ତନ ପ୍ରକ୍ରିୟା । ହିନ୍ଦୁ ଧମର୍ଗ୍ରନ୍ଥ ବେଦେର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ୧୬ ସଂସ୍କାରେର ଶେଷ ସଂସ୍କାର ହେଉଛି ଅନ୍ତିମ ସଂସ୍କାର, ଯାହା ଶ୍ମଶାନେର ଅନୁଷ୍ଠିତ ହୋଇଥାଏ ।… Continue reading ସୁଖ ମୃତୁ୍ୟ ପରମାତ୍ମାଙ୍କର ଆଶୀର୍ବାଦଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରାଦ୍ଧ ସଭୋର ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭଦ୍ରକ-ଯାଜପୁର ଜିଲ୍ଲା ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

୧୮/୦୮/୨୬:(ପ୍ରିୟବ୍ରତ ବାରିକ)ଭଦ୍ରକ-ଯାଜପୁର ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଗ୍ରାଉଣ୍ଡ ଜିରୋ କୁ ଯାଇଛନ୍ତି ରାଜ୍ୟର ମୁଖୀଆ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବାଂଶୀ ସୁରଜ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କୋଶଳ ପୁର ପରେ ପରେ ତରପଦା ପଞ୍ଚାୟତ କୁ ଯାଇ ବନ୍ୟାସ୍ଥିତି ପରଖୀ ଥିବା ବେଳେ ସମୟବାୟ… Continue reading ଭଦ୍ରକ-ଯାଜପୁର ଜିଲ୍ଲା ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ନାଚୁଣୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଚିଲିକା,୧୮।୮:ଆଜି ନାଚୁଣୀ କଲେଜ ପରିସରରେ +୩ ତୃତୀୟ ବର୍ଷ ଛାତ୍ରୀମାନଙ୍କ ପାଇଁ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଦ୍ଵାରା ଆୟୋଜିତ ୬ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ ଗ୍ରହଣ କରି ଛାତ୍ରୀମାନଙ୍କୁ ସଶକ୍ତି ହେବାକୁ କହିଥିଲେ । ନାଚୁଣୀ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ଉପକାରିତା ଉପରେ ଆଲୋକପାତ… Continue reading ନାଚୁଣୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଓଡିଶା ଅଭିଭାବକ ସଂଘର ଶିକ୍ଷା ସତ୍ୟାଗ୍ରହ

ଭୁବନେଶ୍ୱର ତା 17 ରିଖ lତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25 % ଶିକ୍ଷା ଅଧିକାର (RTE) ମାଗଣା ଶିକ୍ଷା ଯୋଜନାକୁ ଦ୍ଵାଦଶ ଶ୍ରେଣୀକୁ ବୃଦ୍ଧି ତଥା କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ବୃତ୍ତିଗତ ଶିକ୍ଷାକୁ ସାମିଲ କରିବା ଦାବିରେ ଲୋୟର ପିଏମଜିରେ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ପୁନର୍ବାର ଶିକ୍ଷା ସତ୍ୟାଗ୍ରହ ଆରମ୍ଭ କରିଛି ଓଡିଶା ଅଭିଭାବକ ମହାସଂଘ l ଭୁଲ ବହି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏ… Continue reading ଓଡିଶା ଅଭିଭାବକ ସଂଘର ଶିକ୍ଷା ସତ୍ୟାଗ୍ରହ

ଶିକ୍ଷାବିତ ସୁଧାଂଶୁବାଳାଙ୍କ ଏକାଦଶାହ ଓ ସ୍ମୃତିଚାରଣ ଅନୁଷ୍ଠିତ

ଭୁବନେଶ୍ୱର ତା 16/08/26 ଶିକ୍ଷାବିତ, ସମାଜସେବିକା ତଥା ବ୍ରହ୍ମେସ୍ଵର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ବର୍ଗତ ସୁଧାଂଶୁ ବାଳା ଦେଇଙ୍କ ଏକାଦଶାହ ଓ ସ୍ମୃତିଚାରଣ ସ୍ଥାନୀୟ ଶିଶୁପାଳ ସ୍ଥିତ ଆରସି ଭନଭେନସନ ଠାରେ ପୂର୍ବତନ ବିଦ୍ୟାର୍ଥୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ପ୍ରାକ୍ତନ ବିଦ୍ୟାର୍ଥୀ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଅନୁଷ୍ଠିତ ସ୍ମୃତିସଭାରେ ବିଦ୍ୟାର୍ଥୀ ରବି ନାରାୟଣ ସାହୁ, ଶୁଚିସ୍ମିତା ସାମଲ, ଭାଗ୍ୟଲତା ପାତ୍ର, ତୃପ୍ତି ମହାପାତ୍ର, ବିନୋଦ ନନ୍ଦ, ପ୍ରତାପ ବରାଳ ଉପସ୍ଥିତ ରହିବା… Continue reading ଶିକ୍ଷାବିତ ସୁଧାଂଶୁବାଳାଙ୍କ ଏକାଦଶାହ ଓ ସ୍ମୃତିଚାରଣ ଅନୁଷ୍ଠିତ

କାପୋକ ଓ ଜ୍ୟୋତି କଳା ମନ୍ଦିର ତରଫ ରୁ “ଗୁରୁ ସଚ୍ଚିଦାନନ୍ଦ”ଙ୍କୁ ସମ୍ବର୍ଦ୍ଧନା।

ବାଲିଅନ୍ତା ୧୬/୦୮(ଗୋବର୍ଦ୍ଧନ ଦାସ):– କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଓ ଜ୍ୟୋତି କଳା ମନ୍ଦିରର ମିଳିତ ଆନୁକୂଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଲିଙ୍ଗିପୁରସ୍ଥିତ ଜ୍ୟୋତି କଳା ମନ୍ଦିର ନୃତ୍ୟ ଶିକ୍ଷା କେନ୍ଦ୍ରରେ ଆୟୋଜିତ “ ସମ୍ବର୍ଦ୍ଧନା ଉତ୍ସବ”ରେ ଜ୍ୟୋତିକଳା ମନ୍ଦିରର ଅନ୍ତେବାସୀମାନେ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ବନ୍ଦପନା, ପୂଜାର୍ଚ୍ଚନା ଓ ଶଙ୍ଖନାଦ ସହିତ… Continue reading କାପୋକ ଓ ଜ୍ୟୋତି କଳା ମନ୍ଦିର ତରଫ ରୁ “ଗୁରୁ ସଚ୍ଚିଦାନନ୍ଦ”ଙ୍କୁ ସମ୍ବର୍ଦ୍ଧନା।

ସ୍ଵାଧୀନତା ଦିବସରେ ଦେଓଗାଁ ପଞ୍ଚାୟତର ୱାର୍ଡସଭ୍ୟ ଓ ସଭ୍ୟାଙ୍କୁ ଉପେକ୍ଷିତ |

ଚିଲିକା,୧୬ I୮:ଦେଓଗାଁଁ ଗ୍ରାମ ପଞ୍ଚାୟତରେ ବିନା ସଭ୍ୟା ସଭ୍ୟଙ୍କୁ ଅଣଦେଖା ।ଦେଶ ଖୁବ ଧୂମଧାମ ରେ ୮0 ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ସାଧାରଣତଃ ସ୍ୱାଧୀନତା ଦିବସରେ ପଞ୍ଚାୟତରା଼ଜ ନିୟମ ଅନୁଯାଇ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ତଥା ସ୍ୱାଧୀନତା ଦିବସ ସମାରୋହ ବେଳେ ପଂଚାୟତ ପି ଇ ଓ, ସମସ୍ତ ୱାର୍ଡ ର ସଭ୍ୟ… Continue reading ସ୍ଵାଧୀନତା ଦିବସରେ ଦେଓଗାଁ ପଞ୍ଚାୟତର ୱାର୍ଡସଭ୍ୟ ଓ ସଭ୍ୟାଙ୍କୁ ଉପେକ୍ଷିତ |

କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ: ‘ଆସ ହେ ନିଳାଦ୍ରୀ ନାଥ’ ଭଜନ ରିଲିଜ୍।

ବାଲିଅନ୍ତା , ୧୬/୮ (ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠ କାର୍ଯ୍ୟାଳୟରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’, ଗ୍ରୀନ ଜୟଦେବ ଫାଉଣ୍ଡେସନ ଓ ଅରବିନ୍ଦ ୟୁଥ୍ ସୋସିଆଲ ଚାରି ଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିକୂଳ ପାଗକୁ ଖାତିର ନକରି ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକୁ ବି.ଏମ୍.ସି.… Continue reading କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ: ‘ଆସ ହେ ନିଳାଦ୍ରୀ ନାଥ’ ଭଜନ ରିଲିଜ୍।

You cannot copy content of this page