ପୁରୀ 26ମାର୍ଚ୍ଚ : [26/3/2026] Priyabrata Barik:ବହୁଦିନ ର ଆଶା ଉତ୍କଣ୍ଠା, ଘାତ ପ୍ରତିଘାତ ବାଦ ବିବାଦ ଭିତରେ କାଳିଆର ରତ୍ନ ଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି l ସରକାର ଏବଂ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ପକ୍ରିୟା କାର୍ଯ୍ୟ ପ୍ରଥମ ଦିନରେ ଗଣତି କାର୍ଯ୍ୟ ସୁଚାରୁରୂପେ ସରିଛି l କୋଟି କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରେ କେତେ ସୁନା… Continue reading ପୁରୀ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଆରମ୍ଭ
ପୁରୀ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଆରମ୍ଭ