
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଓଡ଼ିଆ ପକ୍ଷ ପାଳନ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’। ଓଡ଼ିଆ ପକ୍ଷ ପାଳନର ୧୦ମ ଦିନକୁ “ଲୋକକଳା ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ଲିଙ୍ଗପୁର ସ୍ଥିତ ନୃତ୍ୟନିପୁଣା







