ରାଜ୍ୟ

ରାଜ୍ୟ

ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ

ବାଲିଅନ୍ତା ୦୫/୦୭ ଦିନେ ଦୁଇ ଦିନ ନୁହେଁ, ପାଞ୍ଚ ବର୍ଷ ଏକ ମାସ ଶାନ୍ତି ପୂର୍ଣ୍ଣ ଧାରଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ବର୍ଷ ଏକ ମାସ ଧରି ଲିଙ୍ଗରାଜ

Read More »
ରାଜ୍ୟ

ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ,ପୂଜା ପାଉଛନ୍ତି ପଟବ୍ରହ୍ମ

ବାଲିଅନ୍ତା୦୫/୦୭(ଗୋବର୍ଦ୍ଧନ ଦାସ):-ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ପୁରୀ ଜଗନ୍ନାଥ ମନ୍ଦିରର ନିତିକନ୍ତି ଅନୁସାରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ରେ ୧୦୮

Read More »
ମହାନଗର

ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି

ବାଲିଅନ୍ତା / ଭୁବନେଶ୍ୱର ୦୪/୦୭(ଗୋବର୍ଦ୍ଧନ ଦାସ) :- ଯୁବ ପିଢ଼ି ବର୍ତ୍ତମାନ ନିଶାଦ୍ରବ୍ୟ ମାତ୍ରାଧିକ ଭାବେ ସେବନ କରି ଅଳ୍ପ ଦିନରେ ନିଶାଡ଼ିଆ ହୋଇ ବିଭିନ୍ନ ଚୋରି, ରାହାଜାନୀ ଆଦି ଅନେକ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏପରି

Read More »
ମହାନଗର

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତି·ରଣ

ଭୁବନେଶ୍ୱର, ୪.୭ : ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସାମନ୍ତ ନଟବର ସିଂହଙ୍କ ପୂଣ୍ୟତିଥିରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷପୂଜା ଓ ସ୍ମୃତି·ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ବନ ବିଭାଗ

Read More »
ରାଜ୍ୟ

ବିଦ୍ୟାଳୟରେ ବନଉତ୍ସବ ପାଳିତ

ବାଲିଅନ୍ତା,୪|୭(ଗୋବର୍ଦ୍ଧନ ଦାସ):ବନ ସପ୍ତାହ ଦିବସ ଉପଲକ୍ଷେ ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ବନଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କ୍ୟାପିଟାଲ ନର୍ସରୀର ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତ କୁମାର ଜେନା, ବାଲିପାଟଣା

Read More »
ରାଜ୍ୟ

ଅସରଳା ବିଦ୍ୟାଳୟ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଚିଲିକା,୪।୭:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ସୁବାସ ଚନ୍ଦ୍ର ଖଣ୍ଡାଇଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଶାନ୍ତ ବେହେରାଙ୍କ

Read More »
ରାଜ୍ୟ

ଚିକିତ୍ସକ ଡ଼ଃକାଳିନ୍ଦୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା 04/07/26 ଓଡିଶାର ସୁନାମଧନ୍ୟ ଚିକିତ୍ସକ, ସମାଜସେବୀ ଡ଼ଃ କାଳିନ୍ଦୀ ଚରଣ ସେଠିଙ୍କୁ ସାମାଜିକ ସଂଗଠନ “ନାରାୟଣ ସେବା ଫାଉଣ୍ଡେସନ “ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଡ଼ଃସେଠି ରାଜ୍ୟର ଜଣେ ସଫଳ ହୋମିଓପାଥି ଡାକ୍ତର ଭାବେ ସୁନାମ ଅର୍ଜନ

Read More »
ରାଜ୍ୟ

ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା, ୩/୬/୨୬(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ପଞ୍ଚାୟତ ତଳଗଡ଼ସ୍ଥିତ ପତିତପାବନ ଯୁବକ ସଂଘ ପ୍ରାଙ୍ଗଣରେ ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର

Read More »
ରାଜ୍ୟ

ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ

ବାଲିଅନ୍ତା,୩|୭ (ଗୋବର୍ଦ୍ଧନ ଦାସ ):ଗତମାସ ୨୩ ତାରିଖରେ ବାଳକାଟି ଫାଣ୍ଡି ଅଧିନ ପୁରୁଣା ଜଗନ୍ନାଥ ସଡ଼କ ମା’ଭାଗବତୀ ମନ୍ଦିର ନିକଟ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଦୁର୍ବୁତ୍ତ ଭ୍ୟାନିଟ ଝାମ୍ପି ନେବା ଘଟଣାରେ ବାଲିଅନ୍ତା ଥାନା ପୁଲିସ ଜଣେ

Read More »
ରାଜ୍ୟ

ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

ବାଲିଅନ୍ତା, ୩|୭(ଗୋବର୍ଦ୍ଧନ ଦାସ):ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ର ଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ରୋଟାରି କ୍ଳବ ତରଫରୁ ଡିଜି ଶ୍ରୀ ଅନିଲ କୁମାର ସାମଲ (IAS) ଓ ଫାଷ୍ଟ

Read More »

You cannot copy content of this page