
ଆମପାଣି ଏସ ଏସ ଡି ହାଇୟର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ
କୋକସରା ; ଚକ୍ରଧର ବେଶ୍ରା: କୋକସରା ବ୍ଲକ ଆମପାଣି ସ୍ଥିତ ସରକାରୀ ଏସଏସଡି ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେଲେଜ ଅଧ୍ୟକ୍ଷ ଜୟ ପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ








