ଦେଶ- ବିଦେଶ

ଦେଶ- ବିଦେଶ

ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ବାଲିଅନ୍ତା: ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତଅତ୍ଯନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅନନ୍ୟ ପର୍ବ ଏକ ରଙ୍ଗୀନ ଏବଂ ହୃଦୟ ସ୍ପର୍ଶୀ ସମାବେଶ ମାଧ୍ୟମରେ ଜୀବନ୍ତ ପରିବେଷଣ ହୋଇଥିଲା ଯାହା ଆମର ସମୃଦ୍ଧ ସଂସ୍କୃତି

Read More »
ଦେଶ- ବିଦେଶ

ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍‌ରେ ଅଛନ୍ତି।ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ

Read More »
ଅପରାଧ

୪ ଆତଙ୍କୀଙ୍କ ଫଟୋ ଜାରି କଲା ସୁରକ୍ଷା ଏଜେନ୍ସି

ପହଲଗାମ: ଜାରୀ ହେଲା ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ସହ ପ୍ରକୃତ ଫଟୋ । ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି ୪ ଜଣ ଆତଙ୍କୀଙ୍କ ଫଟୋ। ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା

Read More »
ଦେଶ- ବିଦେଶ

ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

ନୂଆଦିଲ୍ଲୀ: ସାଂସଦମାନଙ୍କ ୨୪ ପ୍ରତିଶତ ମାସିକ ଦରମା ବୃଦ୍ଧି କରାଯାଇଛି । ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏ ନେଇ ଜାରି ହୋଇଛି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ

Read More »
ଦେଶ- ବିଦେଶ

ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ

ପ୍ରୟାଗରାଜ: ପ୍ରୟାଗରାଜ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Read More »
ଦେଶ- ବିଦେଶ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ

ନୂଆଦିଲ୍ଲୀ: ଆଜି ରାତି ୯ଟା ୫୧ ମିନିଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର

Read More »
Pakistan's air strike on Afghanistan
ଅପରାଧ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

ଇସଲାମାବାଦ: ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଛି ପଡୋଶୀପାକିସ୍ତାନ। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଛି। ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଧ୍ୱଂସ କରି

Read More »
ଦେଶ- ବିଦେଶ

ସଂସଦ ଗୃହରେ ଠେଲାପେଠା, ପ୍ରତାପ ଷଡଙ୍ଗୀ ଆହତ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି । ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ମକର ଦ୍ୱାରରେ ଉଭୟ ଦଳର ଏମପିଙ୍କ ମଧ୍ୟରେ

Read More »
ଦେଶ- ବିଦେଶ

ଗୁଗୁଲ ମ୍ୟାପକୁ ଫଲୋ କରି ଘନ ଜଙ୍ଗଲ ଭିତରେ ପଶିଗଲେ ପୁରା ପରିବାର

ଗୁଗଲ ମ୍ୟାପ୍ ର ସହାୟତା ନେଇ ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ଦେଖାଉଥିବା ଭୁଲ ରାସ୍ତାରେ ଯାଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବାର ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

Read More »
ଦେଶ- ବିଦେଶ

ଗୁଗୁଲ ମ୍ୟାପ୍ ହେଲା କାଳ, ପୋଲ ଦଳକୁ ଖସି ଚାଲିଗଲା ୩ ଜୀବନ

ବରେଲି: ଗୁଗୁଲ ମ୍ୟାପ୍ ଯୋଗୁଁ ଚାଲିଗଲା ୩ ମୂଲ୍ୟବାନ ଜୀବନ। ଏମିତି ଏକ ଅଭାନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ସେମାନେ ଗୁଗୁଲ ଦେଖାଉଥିବା ବାଟରେ ଏକ ୱାଗନର୍‌ କାର ନେଇ ଯାଉଥିବାବେଳେ । ତେବେ ଏହି ବାଟଟି

Read More »

You cannot copy content of this page