
ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା
ଭୁବନେଶ୍ୱର: ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା ଏବଂଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ଶିଶୁ ଅନନ୍ତ ମହାବିଦ୍ୟାଳୟର ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ








