
ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି
ଭୁବନେଶ୍ବର: ଆଜି ଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ଏକାଧିକ କାର୍ୟ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଯୋଗଦେବେ । ଏଥିପାଇଁ ୪୦ ପ୍ଲାଟୁନ୍ ପୁଲିସ୍, ୧୫୦








