
ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମନ୍ଦିର ଶୁଭ ଉଦବୋଧନ ମହୋତ୍ସବ
ବେତନଟୀ: ପରମପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଆଗାମୀ ୧୬ ଡିସେମ୍ବର ସୋମବାର ପ୍ରାତଃ ଆଠରୁ ଦଶ ଘଣ୍ଟା ମଧ୍ୟରେ ବେତନଟୀରେ ନବନିର୍ମିତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମନ୍ଦିର ଉଦ୍ଘାଟନ କରିବେ। ଏଥିନିମନ୍ତେ ବିଭିନ୍ନ ପ୍ରାନ୍ତରୁ ବହୁ ସତସଙ୍ଗୀ ଉକ୍ତ ଦିନ








