
ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ଜି ମାଥୀ ଭଥନନ ଙ୍କ ବଲାଙ୍ଗୀର ଗସ୍ତ
–ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ପରିଦର୍ଶନ ଓ ସମୀକ୍ଷା ।ବଲାଙ୍ଗିର ୧୬/୦୪: ବଲାଙ୍ଗିର ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ତଥା ବଲାଙ୍ଗିର ଜିଲ୍ଲା ନୋଡ଼ାଲ ଅଧିକାରୀ ଜି ମାଥୀ ଭଥନନ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମେ ପୁଇଁତଳା








