
ବଡ଼ଘୁମେର ଠାରେ ନୂତନ ପଂଚାୟତ ଗୃହ ସ୍ଥାପନ କଲେ ଧର୍ମଗଡ ବିଧାୟକ
କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ଦିନର ଅପେକ୍ଷା ପରେ ନୂତନ ଗ୍ରାମପଞ୍ଚାୟତ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ ।








