ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

ବାଲିଅନ୍ତା, ୫|୪:ସାମାନ୍ୟ ବଚସାରୁ ଗତ କିଛି ଦିନ ତଳେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଏକ ବାର ନିକଟରେ ଗଣ୍ଡଗୋଳ ଘଟି ଜଣଙ୍କ ଛାତିରେ ମଦ ବୋତଲ ଭୁସି ଦେବା ଘଟଣା ନ ଥମୁଣୁ ଆଜି ଉକ୍ତ ସ୍ଥାନରେ ଚାପୁଡ଼ା ମାଡ଼ରେ ଜଣେ ଯୁବକଙ୍କ କାନମୁଣ୍ଡା ଫାଟି ଯାଇଥିବା ଜଣାପଡିଛି l ଯୁବକ ଜଣଙ୍କ ହେଲେ ବାଳକାଟି ଅଞ୍ଚଳର ରାକେଶ ସାହୁ l ଖବରନେବାରେ ଜଣାପଡିଛି ଆଜି ସନ୍ଧ୍ୟାରେ ରାକେଶ ଏବଂ ତାଙ୍କ ସାଙ୍ଗ ଉକ୍ତ ବାରରେ ମଦ୍ୟପାନ… Continue reading ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

କଳାହାଣ୍ଡି କୋର୍ଟକୁ ବୋମା ଧମକ:ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ

କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟର ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲ୍ଲା କୋର୍ଟକୁ ବି ମିଳିଛି ବୋମା ଧମକ।କଳାହାଣ୍ଡି ଜିଲ୍ଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି ।ପ୍ରକାଶଥାଉକି, ଆଜି ଏକାଥରେ ରାଜ୍ୟର… Continue reading କଳାହାଣ୍ଡି କୋର୍ଟକୁ ବୋମା ଧମକ:ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ

You cannot copy content of this page