ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଶାନ୍ତିସ୍ତୁପ ଧଉଳିରେ “ବିଶ୍ଵ ତମାଖୁ ବର୍ଜନ ଦିବସ” ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ପ୍ରବୀର ଲେଙ୍କା ଓ ସମାଜ ସେବୀ ମଦମୁକ୍ତ ବାହିନୀର କାର୍ଯ୍ୟକର୍ତା ଅରୁଣ ସାମନ୍ତରାୟ ଯୋଗଦେଇ ଥିଲେ l ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଏକ ଜନସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ନିଶା ମୁକ୍ତ ଭାରତ ଗଠନର ଶପଥ ପାଠ ଜନସଚେତନ କରିବା… Continue reading ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ
ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ