ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା

ୟୁଜର ଫି  କେହି ନଦେବାକୁ ନିଷ୍ପତି, ଦଶହଜାର ଭୁବନେଶ୍ଵରିଆଙ୍କୁ ନେଇ ଆନ୍ଦୋଳନ ଡାକରା ଦେଲା ଭୁବନେଶ୍ୱର ଉନ୍ନୟନ ପରିଷଦ ଭୁବନେଶ୍ୱର ତା 9 ରିଖ lବିଏମ୍‌ସିର ଅଳିଆ ଉଠାଇବା ଆଳରେ  ଜୋର ଜବରଦସ୍ତ ବେଆଇନ “ୟୁଜର ଫି” ଆଦାୟ ବିରୁଦ୍ଧରେ ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ ବୁଦ୍ଧ ମନ୍ଦିର ଠାରେ ଏକ ବିଚାର ବିମର୍ଶ ସଭା ଆୟୋଜନ  କରିଥିଲା l ମାନ୍ୟବର  ହାଇକୋର୍ଟଙ୍କ ଚାରିବର୍ଷ ପୂର୍ବରୁ ଏହି ବେଆଇନ ଆଦାୟର ରହିତାଦେଶରେ ବିଏମସି ସ୍ଥଗିତ… Continue reading ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା

You cannot copy content of this page