କାଳ ବୈଶାଖୀରେ ଉପୁଡିଲା ବିଦ୍ୟାଳୟର ଛାତ ଅନେକ କ୍ଷୟକ୍ଷତି ଆଶଙ୍କା

କୋକସରା: କୋକସରା ବ୍ଲକ ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜୋର ରେ ଝଡ଼ ତୋଫାନ ହୋଇଥିଲା ଏଥିରେ ବରାଡ଼ଙ୍ଗା ପଞ୍ଚାୟତ ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ ଉପୁଡି ପଡିଥିବା ଦେଖିବାକୁ ମିଳିଛି l ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତିନି ଲକ୍ଷ୍ୟ ପଚାଶ ହଜାର ଟଙ୍କା ଅନୁଦାନ ରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ଓ ଆଜବେଷ୍ଟ ଉପରେ ମୁଣ୍ଡକାରୀ ଦେଇନଥିବା ଯୋଗୁଁ ଏଭଳି ହୋଇଥିବା ସାଧାରଣ ଲୋକେ… Continue reading କାଳ ବୈଶାଖୀରେ ଉପୁଡିଲା ବିଦ୍ୟାଳୟର ଛାତ ଅନେକ କ୍ଷୟକ୍ଷତି ଆଶଙ୍କା

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବାଣପୁର: ବାଣପୁର ବ୍ଲକର ଭାଲିଆବାଡି କ୍ଳଷ୍ଟରର ବାଂଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନର ନିରନ୍ତର ସେବା ଓ ଶିକ୍ଷାଦାନ କରି ଏକ ନିଆରା ପରମ୍ପରା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ସେଣ ୩୧/୩/୨୦୨୫ରେ ସରକାରୀ ଆଦେଶ ମୁତାବକ ଅବସର ଗ୍ରହଣ କରୁଛନ୍ତି। ବିଦ୍ୟାଳୟର ପରିବେଶ ଠାରୁ ଆରମ୍ଭ କରି ଶ୍ରେଣୀଗୃହର ସାଜସଜ୍ଜା ପର୍ଯ୍ୟନ୍ତ, ପିଲାମାନଙ୍କର ଶୈକ୍ଷିକ ବିକାଶ ଠାରୁ ଆରମ୍ଭ କରି ନୈତିକ ବିକାଶ ପର୍ଯ୍ୟନ୍ତ ସବୁ… Continue reading ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

ଭୁବନେଶ୍ୱର: ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଏକ 20 ଜଣିଆ ପ୍ରତିନିଧି ଦଳ ବଡ଼ଗଡ ଥାନା ରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ସ୍କୁଲ ଫି ବୃଦ୍ଧି କୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଅଭିଭାବକ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି ।ଗତ 6ତାରିଖ ଦିନ ସ୍କୁଲ ପକ୍ଷରୁ ଏକ ପ୍ରେସ ବୈଠକ ଡକା ଯାଇଥିଲା । ଅଭିଭାବକ ସଂଘ ଜାଣିବା… Continue reading ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା

ଢ଼େଙ୍କାନାଳ: ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀରୁ ପ୍ରଥମ ଥର ପାଇଁ NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଲି ଓ ସାଂସ୍କୃତିକ ପ୍ରତିଯୋଗିତା ସମେତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ… Continue reading NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା

ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

Environmental Lifestyle Exhibition under Environmental Education Program

ଚିଲିକା,୨୮।୧: ଚିଲିକା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ବ୍ଳକ ସ୍ତରୀୟ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ତା-୨୭/୦୧/୨୦୨୫ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଚିଲିକା ବ୍ଳକ ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ବିଚାରକ ବିଦ୍ୟାଧର ଯୁଝାରସିଂହ, ଭଞ୍ଜକିଶୋରସାହୁ, ଅଜିତ ବୋଷ ପରିଦର୍ଶନ ଓ… Continue reading ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା,୮|୧: ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ବିଦ୍ୟାଳୟ ହେଉଛି ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ଅବିଛେଦ ଅଙ୍ଗ l ଗୁରୁଙ୍କ ଉଚିତ ଶିକ୍ଷା ଓ ଜୀବନଚର୍ଯ୍ୟା ବିଦ୍ୟାର୍ଥୀଙ୍କ ଜୀବନକୁ ରୁଦ୍ଧିମନ୍ତ କରିଥାଏ l ସେହିପରି ମୁଖ୍ୟବକ୍ତା ଭାବେ ବାଲିଅନ୍ତା… Continue reading ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା

Collective felicitation of retired teachers

କଳାହାଣ୍ଡି, ୨୬|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭବାନୀପାଟଣା ସଦର ବ୍ଲକ ଅଧିନସ୍ଥ କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟ ଠାରେ ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ଏକ ସାମୁହିକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରସରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ମୂଖ୍ୟଅତିଥି , ସମ୍ମାନିତ ଅତିଥି ଭାବରେ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି, ଅନ୍ୟତମ ସମ୍ମାନିତ ଅତିଥି ନରେଙ୍ଗଖୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ… Continue reading ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

କଳାହାଣ୍ଡି,୨୨|୧୨, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ଚରିତ ଓ ଗଣିତ ପ୍ରତି ତାଙ୍କର ଅବଦାନ ବିଷୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମକରଧ୍ଵଜ ନାଗ ଓ ବ୍ୟୋମକେଶ ବିର୍ତ୍ତିଆ ତାଙ୍କର ବକ୍ତବ୍ୟ… Continue reading ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ… Continue reading ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

You cannot copy content of this page