ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

Teacher-parent coordination meeting at Shishilo Panchayat High School

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିକ୍ଷା ବିଭାଗ ଅଧିନ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପ୍ରଧାନଶିକ୍ଷକ ବିଷ୍ନୁଚରଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଶିକ୍ଷାଦାନର ପଦ୍ଧତି ଓ ଶିକ୍ଷାଦାତାଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି… Continue reading ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଭୂବନ: ଭୂବନ ବ୍ଲକ୍‌୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ନିନ୍ଦନୀୟ ଘଟଣା। ଚେୟାରମ୍ୟାନ୍ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅସାଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ତାଙ୍କୁ ଧକ୍କା ମାରିବା ଜଣାପଡିଛି। ଏହାଫଳରେ ପ୍ରଧାନଶିକ୍ଷକଙ୍କ ଗୋଡ଼ ମୋଡିହୋଇଯାଇଛି । ଏଥିନେଇ ପ୍ରଧାନ ଶିକ୍ଷକ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ସ୍କୁଲ୍ ର ଚେୟାରମ୍ୟାନ୍ ମନୁଆ ମହାନ୍ତ ହୋଇଥିବାବେଳେ ସେ ସବୁବେଳେ ମଦ୍ୟପାନ କରି… Continue reading ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

You cannot copy content of this page