ବାଲିଅନ୍ତା, ଅଦ୍ୟ ତା-୧୦ ମେ ୨୦୨୬: ରିଖ ଦିନ ଜାତୀୟ ଶିକ୍ଷାନୀତି (NEP-2020) ର ଲକ୍ଷ୍ୟ ଅନୁଯାୟୀ, ଶିକ୍ଷାକୁ କେବଳ ଶ୍ରେଣୀ ଗୃହ ମଧ୍ୟରେ ସୀମିତ ନ ରଖି ବାସ୍ତବ ଅଭିଜ୍ଞତା ମାଧ୍ୟମରେ ସମୃଦ୍ଧ କରିବା ପାଇଁ ଏକାମ୍ର ମହାବିଦ୍ୟାଳୟ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଦ୍ୱିତୀୟ ବର୍ଷ ତଥା ଚତୁର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ଗୋଷ୍ଠୀ ସହଭାଗିତା ଭିତ୍ତିରେ ଐତିହାସିକ ସ୍ଥଳୀ ଧଉଳି ପରିଦର୍ଶନ କରି… Continue reading ଏକାମ୍ର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଧଉଳିର ଐତିହ୍ୟ ଅନୁସନ୍ଧାନ: ଏକ ଶୈକ୍ଷିକ ପରିଦର୍ଶନ
ଏକାମ୍ର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଧଉଳିର ଐତିହ୍ୟ ଅନୁସନ୍ଧାନ: ଏକ ଶୈକ୍ଷିକ ପରିଦର୍ଶନ