ଚିଲିକା,୧୦।୯ :ସାଗରଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟଙ୍କ ତତ୍ତ୍ବାବଧାନରେ ଗୁରୁବାର ଦିନ କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ରଶିକ୍ଷକ ରୂପେ ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟ, ସାଗରଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହଳଦୀପଦାର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ଯୋଗ ଦେଇଥିଲେ। ପ୍ରଶିକ୍ଷାର୍ଥୀ ଭାବେ ଦଶଟି ବିଦ୍ୟାଳୟର… Continue reading କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର
କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର