ଭୁବନେଶ୍ୱର ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ “ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି “ପକ୍ଷରୁ ସାମ୍ବାଦିକ ତଥା ସ୍ମୃତି କମିଟି ଆବାହକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ସ୍ମୃତି କମିଟି ମୁଖ୍ୟ ସଂଯୋଜକ, ସାମ୍ବାଦିକ ପ୍ରମୋଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଫୋଟୋଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ… Continue reading ଯୁବ ସାମ୍ବାଦିକ ପବିତ୍ର ଗୌଡ଼ ଥିଲେ ଜଣେ ଦକ୍ଷ, ନିଷ୍ଠାପର ସରଳ ବ୍ୟକ୍ତିତ୍ୱର ଅଧିକାରୀ
ଯୁବ ସାମ୍ବାଦିକ ପବିତ୍ର ଗୌଡ଼ ଥିଲେ ଜଣେ ଦକ୍ଷ, ନିଷ୍ଠାପର ସରଳ ବ୍ୟକ୍ତିତ୍ୱର ଅଧିକାରୀ