ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I

ଚିଲିକା,୭।୫: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଇଂ କର୍ପୂର ସାହୁ,ଅତିରିକ୍ତ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମନାଭ ବେହେରା ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ବଡକୁମାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବୋଲଗଡ ୨୫ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଶୁଭେନ୍ଦୁ… Continue reading ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I

ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l

ପ୍ରେସ୍ ରିଲିଜ୍ ଭୁବନେଶ୍ୱର, ୭ ମଇ ୨୦୨୬ – ଆମେ ଭୁବନେଶ୍ୱରିଆ ସଂଗଠନ (ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ)ର ଏକ ଶକ୍ତିଶାଳୀ ପ୍ରତିନିଧି ମଣ୍ଡଳୀ ଆଜି ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କୁ ଭେଟି ଅବୈଧ ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ତଥା କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ସୂଚନା ଅଧିକାର ଅଭିଯାନ… Continue reading ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l

ନୂତନ ମଦ ଦୋକାନ ଖୋଲିବା ବାରଣରେ ସେବା ପ୍ରତିନିଧି ଓ ମିଳିତ ନିଶା ନିବାରଣ ଅଭିଯାନ

ବାଲିଅନ୍ତା/ ଭୁବନେଶ୍ୱର ୦୭/୦୫:- ଓଡ଼ିଶା ରାଜ୍ୟରେ ପ୍ରତିଦିନ ପତ୍ର ପତ୍ରିକାରେ ଯେତେ ପ୍ରକାର ଦୁର୍ଘଟଣାମାନ ଘଟି ଚାଲିଛି ତାହାର ମୂଳରେ ମଦ ନିଶା।ମଦ ଖାଇବା ଦ୍ୱାରା ମଣିଷ ହିଂସ୍ର ହୋଇ ବିଭିନ୍ନ ଅକର୍ମ/କୁକର୍ମ କରିଚାଲିଛି। ଏହାକୁ ହୃଦୟଙ୍ଗମ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୬ ମସିହାରେ ଭାଷା,ଚଷା ଓ ନିଶା ନିମନ୍ତେ ଆଇନ ପ୍ରଣୟନ କରିଥିଲେ। ନିଶା (ମଦ) ବନ୍ଦ ହେବା ବିଧାନ ସଭାରେ ଗୃହୀତ ହୋଇ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ତାହା ବନ୍ଦ… Continue reading ନୂତନ ମଦ ଦୋକାନ ଖୋଲିବା ବାରଣରେ ସେବା ପ୍ରତିନିଧି ଓ ମିଳିତ ନିଶା ନିବାରଣ ଅଭିଯାନ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ

କୋଲକତା,୭/୫:ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ ନେଲାଣୀ |ଗତ ୨୪ ଘଣ୍ଟାରେ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ତେଜନାରୁ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣୀ | ସେଥିମଧ୍ୟରୁ B J P କର୍ମୀ ଦୁଇ ଜଣ ଏବଂ T m C କର୍ମୀ ଦୁଇ ଜଣ । ନୁୁଁ ଟାଉନ୍ ରେ ଏକ ବିଜୟ ଶୋଭାଯାତ୍ରାରେ… Continue reading ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ

ବିଭୂତି ଭୂଷଣ ମହାପାତ୍ର ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଲେ ।

ଚିଲିକା,୬।୫:ଖୋର୍ଦ୍ଧା ଆରକ୍ଷୀ ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଛନ୍ତି। ଏହି ଥାନା ର ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଶ୍ରୀ ମହାପାତ୍ର ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ଜେନା ଙ୍କର ଜିଲ୍ଲା ସାଇବର ଥାନା କୁ ବଦଳି ହୋଇ ଥିବା ବେଳେ ଶ୍ରୀ ମହାପାତ୍ର ସେହି ସ୍ଥାନରୁ ଆସି ନାଚୁଣୀ ଥାନାରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ସେ… Continue reading ବିଭୂତି ଭୂଷଣ ମହାପାତ୍ର ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଲେ ।

T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି

କୋଲକାତା ୬।୫।୨୦୨୬.ପଶ୍ଚିମ ବଙ୍ଗରେ T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ମଧ୍ୟ ଭୂଲି ପାରୁନାହିଁନ୍ତି । ସେଥିପାଇଁ ସେ ବି ଜେ ପି ଏବଂ ନିର୍ବାଚନ କମିଶନଙ୍କ ଉପରେ ଦୋଷ।ରୋଗ କରୁଛନ୍ତି। ଅଜି ବେଙ୍ଗଲରେ ପ୍ରେସ୍ କନ୍‌ଫ୍ରେସନ୍‌ ଡାକି କହିଛନ୍ତି ଯେ ମୁଁ ହାରି ନାହିଁ କି ଆମଦଳ ମଧ୍ୟ ହାରି ନାହିଁ, ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁକି ରାଜ ଭବନ ଯିବି ନାହିଁ ।ମମତା କହିଲେ ମୁଁ… Continue reading T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି

ବୋଲଗଡରେ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ।

ଚିଲିକା,୬।୫: ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ଯ ଓ ପ୍ରାଥମିକ ଶିକ୍ଷକ ସଂଘ (ଏନ୍.ପି.ଏସ୍.)ର ସମ୍ପାଦକ ପ୍ରଫୁଲ୍ଲ କୁମାର ସିଂହଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇ ମଣ୍ଡଳ ସ୍ତରୀୟ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ ହୋଇଯାଇଛି। ଉକ୍ତ ପରିଷଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶକ, ବୋଲଗଡ… Continue reading ବୋଲଗଡରେ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ।

ସଂଗୀତ ସିଡ଼ି ଉନ୍ମୋଚିତ ସହିତ କର୍କଟ ପୀଡିତାଙ୍କୁ ସହାୟତା

ଭୁବନେଶ୍ୱର ତା 05/05/26 ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ର ଅଗ୍ରଣୀ ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ମାନରେ ଶୁଭ ସଂଗୀତ ସିଡ଼ି ଉନ୍ମୋଚିତ ହେବା ସହିତ କର୍କଟ ପୀଡିତାଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଂଗୀତ ସିଡ଼ି ଶୁଭ ଉନ୍ମୋଚନ ହେବା ସହିତ କଣ୍ଠଦାନ କରିଥିଲେ ବିଷ୍ଣୁ ମୋହନ କବି ଓ… Continue reading ସଂଗୀତ ସିଡ଼ି ଉନ୍ମୋଚିତ ସହିତ କର୍କଟ ପୀଡିତାଙ୍କୁ ସହାୟତା

ବାଳକାଟି ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ପଦଯାତ୍ରା ଓ ସମାବେଶ

ବାଲିଅନ୍ତା,୫|୫( ଗୋବର୍ଦ୍ଧନ ଦାସ):ଦେଶର ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ମହିଳାଙ୍କ ଭୁମିକା ଅତୁଳନୀୟ l ସେମାନଙ୍କ ବିନା ଦେଶର ଅଗ୍ରଗତି ଅସମ୍ଭବ l ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂସଦରେ ମହିଳାଙ୍କ ନିମନ୍ତେ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ପାରିତ କରିଥିଲେ l ଏହି ଅଧିନିୟମ ଅନୁସାରେ ସଂସଦରେ ମହିଳା ମାନଙ୍କୁ ଶତକଡା ୩୩ ଭାଗ ସିଟ ସଂରକ୍ଷଣ ନିମନ୍ତେ ଗତମାସ ୧୬ ତାରିଖରେ ୩ ଟି ବିଧେୟକ ପ୍ରସ୍ତୁତ କରିଥିଲେ l ଏହାଦ୍ୱାରା ଆସନ୍ତା… Continue reading ବାଳକାଟି ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ପଦଯାତ୍ରା ଓ ସମାବେଶ

ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ଇନ୍ସପେକ୍ଟର ଶ୍ରଦ୍ଧା ନାୟକ

ଚିଲିକା,୫।୫:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନାର ଆଇ.ଆଇ.ସି ଜୟ ପ୍ରକାଶ ପରିଡାଙ୍କ ବାଣପୁର ଥାନାକୁ ବଦଳି ହେବ ପରେ ସୋମବାର ଦିନ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରଦ୍ଧା ନାୟକ ।. ଶ୍ରଦ୍ଧା ନାୟକ ଏହା ପୁର୍ବରୁ ଟାଙ୍ଗୀ ଥାନାରେ ଅତିରିକ୍ତ ଆଇ.ଆଇ.ସି ଭାବେ କାର୍ଯ୍ୟରତ ଥିଲେ।ଆଜି ବାଲୁଗାଁ ଥାନାରେ ନୂତନ ଆଇ.ଆଇ.ସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଅଞ୍ଚଳକୁ ଅପରାଧ ମୁକ୍ତ ରଖିବା… Continue reading ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ଇନ୍ସପେକ୍ଟର ଶ୍ରଦ୍ଧା ନାୟକ

You cannot copy content of this page