ମଦ ବୋତଲରେ ଆକ୍ରମଣ, ଜଣେ ଗିରଫ

ବାଲିଅନ୍ତା,୬|୪:ମଦ ବୋତଲରେ ଆକ୍ରମଣ ଘଟଣାରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ମହାତ୍ମାଗାନ୍ଧୀ ମାର୍ଗ ଅଞ୍ଚଳର ରାଜେଶ କୁମାର ଦାଶ l ଖବରନେବାରେ ଜଣାପଡିଛି ଟି.ପ୍ରସାଦ ରାଓ ଗତକାଲି ରାତିରେ ତାଙ୍କ ସମ୍ପର୍କୀୟାଙ୍କ ଘରକୁ ଯାଇ ରାତ୍ରୀଭୋଜନ କରୁଥିଲେ l ଏହି ସମୟରେ ସମ୍ପର୍କିୟାଙ୍କ ଭାଇ ରାଜେଶ ହଠାତ୍ ଟି. ରାଓଙ୍କୁ ପଛରୁ ଏକ ମଦ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ l… Continue reading ମଦ ବୋତଲରେ ଆକ୍ରମଣ, ଜଣେ ଗିରଫ

ଶାନ୍ତିସ୍ତୁପ ଧଉଳିରେ ଓଡିଆ ପକ୍ଷ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବାଲିଅନ୍ତା,୬|୪):ଭୁବନେଶ୍ୱର ବ୍ଲକ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ଶାନ୍ତିସ୍ତୁପ ଧଉଳି ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ଦେବି ପ୍ରସାଦ ମହାନ୍ତି, ପର୍ଯ୍ୟଟନ ବିଭାଗର ସହକାରୀ ଅଧିକାରୀ ଅଞ୍ଜନ କୁମାର ବାରିକ, ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ମନ୍ମଥ ବେହେରା, ରାଧା ବଲ୍ଲଭ ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାମନ୍ତରାୟ, ଯୁବସମାଜସେବୀ ସୁମନ୍ତ କୁମାର ସୁବୁଦ୍ଧି ସମେତ ସଫେଇ କର୍ମଚାରୀ… Continue reading ଶାନ୍ତିସ୍ତୁପ ଧଉଳିରେ ଓଡିଆ ପକ୍ଷ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବାଲି ମାଫିଆ ଖଣି କର୍ମଚାରୀ ଙ୍କ ସହ ମଧୁଚନ୍ଦ୍ରିକା ରଖି ବେଧଡ଼କରେ ବାଲି ଚୋରି ମାଲେମାଲ

** ରାଜସ୍ବ ହରାଉଛନ୍ତି ସରକାର ୯୮ରୁ ୬୩ଟି ଲିଜ୍, ୩୫ ବାଲିଘାଟ ଲିଜ୍ ହୋଇନାହିଁ କଳାହାଣ୍ଡି,୬|୪(ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲାରେ ବେଧଡ଼କ ବାଲି ଚୋରି ହେଉଛି। ବହୁ ସ୍ଥାନରେ ଲିଜ ହୋଇ ନଥିବା ବେଳେ ଖୋଲାଖୋଲି ଭାବେ ସେଠାରୁ ବାଲି ଚାଲାଣ ହେଉଛି। ଅନ୍ୟପକ୍ଷରେ କମ ଲିଜ ଦର୍ଶାଇ ଅଧିକ ବାଲି ଉଠାଣ ହେଉଥିଲେ ମଧ୍ୟ ବାଲି ମାଫିଆ ଓ ଖଣିବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାର ରାଜସ୍ଵ ହରାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା… Continue reading ବାଲି ମାଫିଆ ଖଣି କର୍ମଚାରୀ ଙ୍କ ସହ ମଧୁଚନ୍ଦ୍ରିକା ରଖି ବେଧଡ଼କରେ ବାଲି ଚୋରି ମାଲେମାଲ

ଓଡ଼ିଶା ପ୍ରାକୃତିକ ଚିକିତ୍ସା ଏବଂ ସମନ୍ୱିତ ସୁସ୍ଥତା ସମ୍ମିଳନୀ – ୨୦୨୬ (ONIWES)

ଭୁବନେଶ୍ୱର: “ଓଡ଼ିଶା ପ୍ରାକୃତିକ ଚିକିତ୍ସା ଏବଂ ସମନ୍ୱିତ ସୁସ୍ଥତା ସମ୍ମିଳନୀ – ୨୦୨୬ ର। ଜଧାନୀ ଭୁବନେଶ୍ୱରର ଗୋପବନ୍ଧୁ ନଗରର ୟୁନିଟ୍-୮, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନ (INO), ଓଡ଼ିଶା ଚାପ୍ଟର ଦ୍ୱାରା ଆୟୋଜିତ ହେଉଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ଚିକିତ୍ସା, ଯୋଗ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହିତ ରୋଗ ନିବାରଣ, ପ୍ରାକୃତିକ ଉପଚାର ଏବଂ ସୁସ୍ଥ ଜୀବନଶୈଳୀ… Continue reading ଓଡ଼ିଶା ପ୍ରାକୃତିକ ଚିକିତ୍ସା ଏବଂ ସମନ୍ୱିତ ସୁସ୍ଥତା ସମ୍ମିଳନୀ – ୨୦୨୬ (ONIWES)

ଦଲାଲଙ୍କ ଜାଲରେ ଉଜ୍ଜ୍ବଳା ଉପଭୋକ୍ତା : ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

କଳାହାଣ୍ଡି,୬|୪(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲାରେ ଏଲ୍ପିଜି ସିଲିଣ୍ଡରର କଳାବଜାରୀ ଏବେ ଚରମ ସୀମାରେ ପହଞ୍ଚିଛି । ସାଧାରଣ ଲୋକଙ୍କୁ ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇବା ପାଇଁ ଜିଲ୍ଲାପାଳ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ହେଁ, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବିଶେଷକରି ମଧ୍ୟପ୍ରାଚ୍ୟରେ ଲାଗିରହିଥ‌ିବା ଯୁଦ୍ଧ ସ୍ଥିତିର ଆଳ ଦେଖାଇ ଦଲାଲମାନେ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏକ ସଂଗଠିତ ଚୋରା କାରବାର ଚଳାଇଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ, ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ‘ଉଜ୍ଜଳା ଯୋଜନା’ର ସିଲିଣ୍ଡର ଏବେ… Continue reading ଦଲାଲଙ୍କ ଜାଲରେ ଉଜ୍ଜ୍ବଳା ଉପଭୋକ୍ତା : ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ୟୁଜର ଫି ନାଁରେ ବେଆଇନ ଜିଜିଆକର ତୁରନ୍ତ ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ : ଭୁବନେଶ୍ୱର ଉନ୍ନୟନ ପରିଷଦ

ଭୁବନେଶ୍ୱର ତା 5 ରିଖ l ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଳିଆ ସଫା ଓ ପରିମଳ ସେବା ଆଳରେ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଭାବେ “ୟୁଜର ଫି” ଆଦାୟ କରୁଛି। ଏହା ସମ୍ପୂର୍ଣ୍ଣ ବେଆଇନ ଓ ଅନ୍ୟାୟ l ଭୁବନେଶ୍ୱର ଉନ୍ନୟନ ପରିଷଦ ଏହି ବେଆଇନ ଓ ମନୋମୁଖୀ କାର୍ଯ୍ୟର ଦୃଢ଼ ବିରୋଧ କରୁଛି l କାରଣରୁ ଏହl ସମ୍ପୂର୍ଣ ଅଗଣତାନ୍ତ୍ରିକ lମାନ୍ୟବର ଓଡ଼ିଶା ହାଇକୋର୍ଟ ଚାରିବର୍ଷ ପୂର୍ବରୁ ଏହି ବେଆଇନ ଆଦାୟକୁ ରହିତାଦେଶ… Continue reading ୟୁଜର ଫି ନାଁରେ ବେଆଇନ ଜିଜିଆକର ତୁରନ୍ତ ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ : ଭୁବନେଶ୍ୱର ଉନ୍ନୟନ ପରିଷଦ

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

ବାଲିଅନ୍ତା, ୫|୪:ସାମାନ୍ୟ ବଚସାରୁ ଗତ କିଛି ଦିନ ତଳେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଏକ ବାର ନିକଟରେ ଗଣ୍ଡଗୋଳ ଘଟି ଜଣଙ୍କ ଛାତିରେ ମଦ ବୋତଲ ଭୁସି ଦେବା ଘଟଣା ନ ଥମୁଣୁ ଆଜି ଉକ୍ତ ସ୍ଥାନରେ ଚାପୁଡ଼ା ମାଡ଼ରେ ଜଣେ ଯୁବକଙ୍କ କାନମୁଣ୍ଡା ଫାଟି ଯାଇଥିବା ଜଣାପଡିଛି l ଯୁବକ ଜଣଙ୍କ ହେଲେ ବାଳକାଟି ଅଞ୍ଚଳର ରାକେଶ ସାହୁ l ଖବରନେବାରେ ଜଣାପଡିଛି ଆଜି ସନ୍ଧ୍ୟାରେ ରାକେଶ ଏବଂ ତାଙ୍କ ସାଙ୍ଗ ଉକ୍ତ ବାରରେ ମଦ୍ୟପାନ… Continue reading ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ

ବାଲିଅନ୍ତା,୪|୪:ଆଜି ଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ l ସରକାରଙ୍କ ଶିକ୍ଷାନୀତି ଅନୁସାରେ ଆଜି ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ବାଲିଅନ୍ତା ବ୍ଲକରେ ଉଭୟ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି l ବାଳକାଟି ଅଞ୍ଚଳର ସର୍ବପୁରାତ୍ତନ ବିଦ୍ୟାଳୟ ପିଜିଏନ ପବ୍ଲିକ ସ୍କୁଲ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ, ଦୀପ ପ୍ରଦାନ କରି ସ୍ୱାଗତ କରିଥିଲେ l ପରେ ପରେ ବିଦ୍ୟାଳୟ… Continue reading ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ

ବିଲ ରେ କାମ କରୁଥିବା ବେଳେ ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

କଳାହାଣ୍ଡି,୫|୪(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅର୍ନ୍ତଗତ ବଲଧିଆ ମାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ।ଏମିତି ବି ମୃତ୍ୟୁ ଆସେ ଲୋକଜାଣିବା ଦୁରର କଥା ଭଗବାନ ବି ଜାଣିପାରନ୍ତିନି। ବଲଧିଆମାଲ ଗ୍ରାମର ଶ୍ରୀ ବଂଶିଧର ମେହେରଙ୍କ ଜମିକୁ ଝାର ଘିଚିବା ପାଇଁ ଗରିବ ଲୋକମାନେ କୁଲିମଜୁରି କରିବାକୁ ଜାଇଥିଲେ | ହଠାତ୍ ଘଡ଼ଘଡ଼ି ଓ ବର୍ଷା ହେବାରୁ ମଜୁରିଆମାନେ ଶ୍ରୀ ଚଞ୍ଚଲା ବିଶ୍ବାଲ,ଖିରଦେଇ ପ୍ରଧାନୀ,ଭୁମି ଲହଜଲ, ସଂଯୁକ୍ତା ଲହଜଲ,ଓ ଧିରବା ମାଝୀ,ଘରକୁ… Continue reading ବିଲ ରେ କାମ କରୁଥିବା ବେଳେ ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

ଗହନାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

କଳାହାଣ୍ଡି,୫|୪ (ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଶାପାଲି ପଞ୍ଚାୟତ ଗହନାମୁଣ୍ଡାରେ ସୋମବାର ସକାଳୁ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ |ଏଥିପାଇଁ ରବିବାର କଳସ ଶୋଭା ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ କରାଯାଇଛି |ଆଜି ଅପରାହ୍ନ ରେ ପ୍ରହର ମଣ୍ଡପ ଠାରୁ ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ସ୍ଥାନୀୟ ତଳ ବନ୍ଧ ପୋଖରୀ ଠାରେ ପହଂଚି ଥିଲେ |ପଣ୍ଡିତ ସିମାଞ୍ଚଳ ମୁଣ୍ଡ ପୂଜାର୍ଚନା କରିବା ପରେ ପୁରୁନ୍ଧର ବିଶି ଏବଂ… Continue reading ଗହନାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

You cannot copy content of this page