ଡାଇରିଆରେ ଚାଲିଗଲା ଜୀବନ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଘଟିଯାଇଛି ଦୁଃଖଦ ଘଟଣା। ଖବରରୁ ପ୍ରକାଶ ଯେ, ସାରା ରାଜ୍ୟରେ ଡାଇରିଆର ପ୍ରକୋପ ରହିଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆ ଆକ୍ରାନ୍ତ। ବର୍ଷା ଦିନ ଚାଲିଥିବାବେଳେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା କାରଣରୁ ଡାଇରିଆ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଏହି ଡାଇରିଆ ଆକ୍ରାନ୍ତ କାରଣରୁ ଓଡ଼ିଶ ଗ୍ରାମରେ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ ଏବଂ ୩ଜଣ ଆକ୍ରାନ୍ତରେ ଗୁରୁତର ହୋଇ… Continue reading ଡାଇରିଆରେ ଚାଲିଗଲା ଜୀବନ

ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ ସେମାନେ ବର୍ଷାକୁ ଖାତିର ନ କରି ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ସଫେଇ କାର୍ଯ୍ୟରେ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ରଂଜନ କୁମାରସେଠୀ, ଶ୍ରୀକାନ୍ତ ସେଠୀ, ବଳରାମ… Continue reading ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ

ଓଡିଶ: ଢେଙ୍କାନାଳ ଜିଲ୍ଲା ଓଡିଶ ଗ୍ରାମ ପଞ୍ଚାୟତରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗାଁ ଦାଣ୍ଡ, ରାସ୍ତା, ଗ୍ରାମର ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ ସଫେଇ କରାଯାଇଛି। ହାତରେ ଝାଡୁ, କୋଦାଳ ଓ ଝୁଡି ଧରି ଯୁବକମାନେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକମାନେ ଯୋଗଦାନ କରିଥିଲେ । ଏହି ସଫେଇ କାମକୁ ଲୋକମାନେ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

You cannot copy content of this page