ଭୁବନେଶ୍ୱର ତା 30 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ ବହି ବିଭ୍ରାଟ ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି l ଏହି ଷଡ଼ଯନ୍ତ୍ରର ଏକ ମୁଖ୍ୟ ଉତ୍ସ ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ବ୍ୟୁରୋ ବୋଲି ଅଭିଭାବକ ମହାସଙ୍ଘ ଅନ୍ୱେଷଣ କରି ଜାଣିବାକୁ ପାଇଛି । ତତ୍କାଳୀନ ନିର୍ଦେଶକ ମନୋଜ ପାଢ଼ୀ ଏହି ସଂସ୍ଥା କୁ ପ୍ରାୟ ୭ କୋଟି ଟଙ୍କା ମୂଲ୍ୟରେ ଟେଣ୍ଡର ଦେଇଛନ୍ତି l ଯେଉଁଠାରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ ଅଣ୍ଡର ଟେବୁଲ କିକ୍ ବ୍ୟାକ୍ ହୋଇଛି । ପ୍ରାଥମିକ ଶିକ୍ଷା ପାଠ୍ୟ ପୁସ୍ତକ ପ୍ରସ୍ତୁତ କାର୍ଯ୍ୟ ତାଙ୍କର ନୁହେଁ l ତେଣୁ ବ୍ୟୁରୋର ଭୂମିକା ସନ୍ଦେହ କୁ ଆସୁଛି l ପ୍ରାଥମିକ ଶିକ୍ଷା ବହି ଅର୍ଥାତ ପ୍ରଥମେ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ପ୍ରସ୍ତୁତ କାର୍ଯ୍ୟ ମୂଳତଃ ଟେକ୍ସଟ ବୁକ ପ୍ରିପରେସନ ଆଣ୍ଡ ମାର୍କେଟିଙ୍ଗ ସଂସ୍ଥା କରିଥାଏ l ଏସ ସି ଇ ଆର ଟି ର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢୀ TBB ସହିତ କାହିଁକି ଓ କେଉଁ ଉଦ୍ୟେଶ ରଖି ଚୁକ୍ତି କରିଥିଲେ ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି l କାହା ପ୍ରରୋଚନାରେ, ଆଶୀର୍ବାଦ ଓ ଛତ୍ର ଛାୟା ତାଳେ ରହି ମନୋଜ ପାଢି ଏ ନିଷ୍ପତି ନେଇ ଷଡଯନ୍ତ୍ର କଲେ ତାହା ପଦାକୁ ଆସିବା ଦରକାର ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଏ ସମର୍ଥନ କରିଥିଲେ ତାହା ବିଚାର ବିଭାଗୀୟ ତଦନ୍ତ ହେଲେ ପର୍ଦାଫାଶ ହୋଇଯିବ l ଗତକାଲି ମହାସଂଘର ଗଣଶିକ୍ଷା ସଚିବ ଡଃ ତିରୁମଲା ନାୟକ ଏବଂ ଓସେପା ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ପୁସ୍ତକ ମୁଦ୍ରଣ ରେ ପାଠ୍ୟପୁସ୍ତକ ବ୍ୟୁରୋର ଭୂମିକା ଏବଂ ସମଗ୍ର ବଜେଟ୍ ଖର୍ଚ୍ଚ ବିଷୟରେ ଆଲୋଚନା କରାଯାଇଥିଲା। ଓସେପା କୁ ସପୂର୍ଣ୍ଣ ଖର୍ଚ୍ଚ ର ବଜେଟ୍ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନୁମାନିକ ବଜେଟ୍ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ ହୋଇପାରେ ବୋଲି ଆଲୋଚନାରୁ ସୂଚନା ମିଳୁଥିଲା l ଏଥି ସହିତ ଭୁଲ୍ ପୁସ୍ତକ ପ୍ରତ୍ୟାହାର ଏବଂ ଟାଇପିଂ, ତ୍ରୁଟି ସଂଶୋଧନ, ମନିଟରିଂ ଆଦିରେ ସମ୍ପୃକ୍ତ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ଅବହେଳା ପାଇଁ ସମ୍ପୃକ୍ତ କମିଟି ସଦସ୍ୟମାନଙ୍କୁ ଗିରଫ ପାଇଁ ମହାସଂଘ ଦାବୀ କରିଥିଲା l ସସ୍ପେଣ୍ଡ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ଗିରଫ କରାଯିବl ଉଚିତ । ସମୁଦାୟ ବହି ପ୍ରସ୍ତୁତ ଓ ଯୋଗାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ସରକାର ସ୍ପଷ୍ଟତା ଆଣନ୍ତୁ l କାରଣ 55 ଖଣ୍ଡ ବହି ପ୍ରସ୍ତୁତ ସହ ଯୋଗାଣ ରେ ଅନ୍ତତଃ ଦୁଇ ଶହ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନରୁ ଜଣା ପଡୁଛି l ସବୁ ପରେ ବି ନିର୍ଭୁଲ ବହିରେ ପିଲାଙ୍କ ପାଠ ପଢା ଗୁରୁତ୍ୱପୂର୍ଣ l ତେଣୁ ହଜାର ହଜାର ତ୍ରୁଟି ଥିବା ଭୁଲ ବହିରେ ପାଠ ପଢ଼ାଇବା ହାସ୍ୟାସ୍ପଦ ଓ ନିନ୍ଦନୀୟ l ତୁରନ୍ତ ପ୍ରତ୍ୟାହାର କରି ଏ ବର୍ଷ ପୁରୁଣା ବହିରେ ପାଠ ପଢାଇବାକୁ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l
ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ।
ବାଲିଅନ୍ତା,୩0/୦୬:ପ୍ରତି ମାସ ଭଳି ଚଳିତ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଥିବା ବୋଧିଦ୍ରୁମ ମୂଳରେ ଓଡିଶା ଇଣ୍ଟରନେସନାଲ ସେଣ୍ଟର(ଓଆଇସି)ତରଫରୁ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଆଇସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେଠାରେ ଥିବା ଅଶ୍ଵଥ
ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 30 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ ବହି ବିଭ୍ରାଟ ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି l ଏହି ଷଡ଼ଯନ୍ତ୍ରର ଏକ ମୁଖ୍ୟ ଉତ୍ସ ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ବ୍ୟୁରୋ ବୋଲି ଅଭିଭାବକ ମହାସଙ୍ଘ
ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଚିଲିକା,୩୦ା ୬: ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶେଖ ମୁନିର ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।. ଗତ ମଇ ମାସ ୨୬ ତାରିଖରେ ଉକ୍ତ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ଅନ୍ୟତ୍ର ସ୍ଥାନାନ୍ତରିତ
ଭୁବନେଶ୍ୱରରେ ପତିତପାବନଙ୍କର ହାତୀ ବେଶ
ଭୁବନେଶ୍ୱର / ବାଲିଅନ୍ତା୨୯/୦୬: ପ୍ରତିବର୍ଷ ଭଳି ଚଳିତବର୍ଷ ଯଯାତି କେଶରୀଙ୍କ ଦ୍ଵାରା ସ୍ଥାପିତ ପତିତପାବନ ଦେବଙ୍କର ଭୋରୁ ଭୋରୁ ଅବକାଶ, ମଙ୍ଗଳ ଆଳତି ଆଦି ନୀତିକାନ୍ତି ପରେ ପୁରୁଣା ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଗ୍ରାମର ବ୍ରାହ୍ମଣମାନେ ପାରମ୍ପରିକ ବେଶ ପରିଧାନ କରି ମନ୍ଦିର
ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ଉତ୍ସବ ଶହ ପୁସ୍ତିକା ଉନ୍ମୋଚିତ
ଭୁବନେଶ୍ୱର ତା 29/06/26 ପବିତ୍ର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଅବସରରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ସହ ସାମାଜିକ କାର୍ଯ୍ୟକ୍ରମର ପୁସ୍ତିକା ଓ ସମ୍ବର୍ଦ୍ଧନା ପର୍ବ ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣାଙ୍କ ପୌରହିତ୍ୟ ଓ ସଭାପତି, ବିଶିଷ୍ଟ
ସୁଦର୍ଶନ ଦାରୁ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ।
ବାଲିଅନ୍ତା (ଗୋବର୍ଦ୍ଧନ ଦାସ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା
ବିନାଶ କାଳେ ବିପରୀତ ବୁଦ୍ଧି
ମୁଖ୍ୟମନ୍ତ୍ରୀ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ନା ଇଲେକ୍ସନ୍ ପ୍ରଚାର କରିବାକୁ ଯାଇଛନ୍ତି❓ମୁଖ୍ୟମନ୍ତ୍ରୀ ମହୋଦୟ କଣ ନିୟମରୁ ଉର୍ଦ୍ଧ୍ୱରେ କି ❓ ସ୍ନାନ ମଣ୍ଡପରେ ଦର୍ଶନ ସଂକ୍ରାନ୍ତୀୟ କିଛି ନିୟମ ୨୦୧୬ ମସିହାରୁ ଲାଗୁ ହୋଇ ରହିଛି। ଭକ୍ତ ମହାବାହୁଙ୍କ
ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ
ଜୟ ଜଗନ୍ନାଥ। ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ କରି ଆହ୍ଲାଦିତ ସାରା ବିଶ୍ୱ। ବର୍ଷସାରା ରତ୍ନବେଦୀରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଉଥିବା ବେଳେ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ପବିତ୍ର ତିଥିରେ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର, ମହାପ୍ରଭୁ
ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ନୀତିନିଷ୍ଠ ମଣିଷ ଥିଲେଜନ୍ମ ଶତବାର୍ଷିକ ମହୋତ୍ସବ ପାଳିତ
ଭୁବନେଶ୍ୱର, ୨୮.୬ : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା
ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘର ସମୀକ୍ଷା ବୈଠକ
ଧର୍ମଗଡ଼ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଜଳେଶ୍ଵର ମନ୍ଦିର ଠାରେ ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି l । ବୈଠକ ପୂର୍ବରୁ ଜଳେଶ୍ଵର
ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ରେ ସାଧନା ଶିବିର ଅନୁଷ୍ଠିତ
ଧର୍ମଗଡ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କଳାହାଣ୍ଡି ସମିତି ସ୍ତରୀୟ ସାଧନାଶିବିର ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ଆନୁକୂଲ୍ୟରେ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ଓଁ କାରମ, ସୁପ୍ରଭାତମ କରାଯାଇଥିଲା
ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା
ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ
ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |
ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):- ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ
ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି 'ଗଣ୍ଡ ଭୈରବ'। ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ
ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍ଆଇଆର)
ବଲାଙ୍ଗିର, ତା.୨୭.୦୬.୨୬ - ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା
ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ
ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ
ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ
ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ
ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”
ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment