ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ): ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳର ଉଦିୟମାନ ଯୁବ ସାମ୍ବାଦିକ ସ୍ବର୍ଗତଃ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ଦିବସରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବାଳକାଟି ବଜାର ସ୍ଥିତ କ୍ଲବ ଯୁବଶ୍ରୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଡ଼. କାଳନ୍ଦୀ ଚରଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବଂକିମ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ସଂଳାପକାର ଡ଼. ରଜନୀରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, କପିଳ ମହାରଣା, ବସନ୍ତ ସାହୁ, ରବି ନାରାୟଣ ପାତ୍ର, ସମାଜସେବୀ ବିଜୟ କୁମାର ନାୟକ, ବିପିନ ପାତ୍ର, ରବିନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ମହାରଣା, ଅରବିନ୍ଦ ସାହୁ, ରଞ୍ଜନ କୁମାର ମହାପାତ୍ର, ଦୀନବନ୍ଧୁ ଭୋଇ, ଗିରିଧାରୀ ସାହୁ, ବିଜୟ ସାହୁ ସମେତ ବାଲିଅନ୍ତା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇ ସ୍ବର୍ଗତଃ ଭୋଳ ଜଣେ ନିର୍ଭିକ ଏବଂ ସ୍ପଷ୍ଟବାଦୀ ସାମ୍ବାଦିକ ଥିଲେ l ଅଞ୍ଚଳର ସମସ୍ୟା ସମାଧାନ ନିମନ୍ତେ ସର୍ବଦା ତତ୍ପରତା ଥିଲେ ବୋଲି ଅତିଥି ମାନେ କହିଥିଲେ l ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ପାଠକଙ୍କ ନିକଟରେ ପହଞ୍ଚାଇବା ବା ବିତରଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ୭ ଜଣ ବିତରକଙ୍କୁ “ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା l ଏହି ସ୍ମୃତି ସଭାକୁ ସ୍ୱର୍ଗତଃ ଭୋଳଙ୍କ ସାନଭାଇ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ ପରିଚାଳନା କରିଥିବା ବେଳେ ଯୁବ ସାମ୍ବାଦିକ ଆଶୁତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଲେ l ପ୍ରକାଶଥାଉକି ସ୍ୱର୍ଗତଃ ଭୋଳ ପ୍ରଥମେ ‘ସମ୍ବାଦ’ରେ ସାମ୍ବାଦିକତା କରିଥିଲେ ଏବଂ ପରେ ‘ପ୍ରଗତିବାଦୀ’ ଖବରକାଗଜରେ ସହ-ସମ୍ପାଦକ ଭାବେ କାମ କରୁଥିଲେ l ଗତ ୨୦୦୫ ଅକ୍ଟୋବର ୧୫ ତାରିଖରେ ଅଫିସ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା l
ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଖୋର୍ଦ୍ଧା,୨୬ ।୧୦:ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୪୦ ତମ ଜୟନ୍ତୀ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ
ହାଇକୋର୍ଟରେ ସ୍ଥାୟୀ ବିଚାରପତି ନିଯୁକ୍ତିରାଷ୍ଟ୍ରପତିଙ୍କୁ ରାଇରଙ୍ଗପୁରରେ ଭେଟିବ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ
ଭୁବନେଶ୍ୱର 25/10 ଓଡ଼ିଶା ହାଇକୋର୍ଟରେ ଆସନ୍ତା ମାସ ୧୫ ତାରିଖ ପରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୧୩ରେ ପହଞ୍ଚିବ । ଅନ୍ୟପକ୍ଷରେ ହାଇକୋର୍ଟର ବିଚାରପତି ମାନଙ୍କ ଉପରେ
ଅତୀତର ସ୍ମୃତି ପଟଳରେ ଆଜି ବି ବଞ୍ଚିଛି କଣ୍ଢେଇ ବିବାହରଙ୍ଗଣୀସାହିରେ ନିଆରା କଣ୍ଢେଇ ବିବାହ ପାଳିଲେ କୁମାରୀ
ବାଲିଅନ୍ତା,୨୫|୧୦: ବାଜାବାଣ, ରୋଷଣି ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଥିଲା ପ୍ରତାପଶାସନ ପଞ୍ଚାୟତ ବାଳକାଟିର ବିଭିନ୍ନ ସାହିର ଗାଁଦାଣ୍ଡ । ମନ୍ତ୍ରଧ୍ୱନିରେ କମ୍ପୁଥୁଲା ବିବାହ ମଣ୍ଡପ l
ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ
ଚିଲିକା,୨୫।୧୦:ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଦିନ ଗ୍ରାମବାସୀଙ୍କ ସହଯୋଗରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଛି l ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ବାଙ୍କନିଧି ଦେବଙ୍କୁ
ସମ୍ଭାବ୍ୟ ବାତ୍ୟା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ
ବୋଲଗଡ଼, ତା 25/10:ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ମୁତାବକ ବୋଲଗଡ଼ ମଣ୍ଡଳ ସହ କ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁଙ୍କ ଆବାହକତ୍ୱ ଓ
ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ
ଭୁବନେଶ୍ୱର, ୨୫.୧୦ : ଖଣ୍ଡଗିରିର ପାଦଦେଶରେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ କେନ୍ଦ୍ରାପଡ଼ାର ପ୍ରଭୁ ବଳଭଦ୍ରଙ୍କ ଉଦେ୍ଦଶ୍ୟରେ
2027 ଫେବୃଆରୀ 7 ରୁ ଭୁବନେଶ୍ୱରରେ ବିଶାଳ ସନ୍ଥ ମହାକୁମ୍ଭ
ଭୁବନେଶ୍ୱର: ଆଗାମୀ ବର୍ଷ 2027 ମସିହା ଫେବୃଆରୀ ମାସ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ, ପାଞ୍ଚ ଦିନ ବ୍ୟାପି "ଅନ୍ତଃରାଷ୍ଟ୍ରୀୟ ସନ୍ଥ ବୌଦ୍ଧିକ ମଞ୍ଚ
ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ
ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ): ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି
ନୀତି ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବାକୁ ଆହ୍ୱାନ ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ
୭ ବିତରକଙ୍କୁ ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ):ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା
ଖୋର୍ଦ୍ଧା,୨୪।୧୦: ଗାୟକରତ୍ନ ସ୍ବର୍ଗତ ଲୋକନାଥ କରଙ୍କର ଶେଷତମ ପାଳିଆ ଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର କହ୍ନେଇପୁର
ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ
ଖୋର୍ଦ୍ଧା,୨୩ ।୧୦: ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘରେ ନୀତି ଅଧିକାରିଣୀ ଭାବେ ୱାସିଂଟନରେ ଅବସ୍ଥାପିତା ଓଡ଼ିଆ ଝିଅ
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ