ଚିଲିକା,୨୨।୧: ଚିଲିକା -ଵାଣପୁର ଅଞ୍ଚଳର ତିନୋଟି ନାଟ୍ୟ ସଂସ୍ଥା ବିଶ୍ଵ ନାଟ୍ୟ ମେଳା ୨୦୨୫ରେ ଭାଗନେଇ ଜାତୀୟ ପୁରସ୍କାର ଲାଭ କରିବାର ସୈ।ଭାଗ୍ୟ ଲାଭ କରିଛନ୍ତି। ଥିଏଟର ମୁଭ୍ ମେଣ୍ଟ,କଟକ ଙ୍କ ଦ୍ଵାରା ଆୟୋଜିତ ସପ୍ତାହ ବ୍ୟାପୀ ପୋଲ ୨୭ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତିଯୋଗିତା ରେ ବାଲୁଗାଁ ସ୍ଥିତ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ର ଶିଶୁ ନାଟକ ମେଁ ମେଁ କା ମାଣିକ ରଜା ର ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ନାଟ୍ୟକାର ଓ ଏବଂ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ ଙ୍କୁ ଏବଂ ଏହି ନାଟକର କେନ୍ଦ୍ରୀୟ ଚରିତ୍ର ରେ ଅଭିନୟ କରିଥିବା ଶିଶୁ ଅଭିନେତ୍ରୀ ଅପୂର୍ଭା ସାହୁ ଙ୍କୁ ଶ୍ରେଷ୍ଠ ୨ୟ ପୁରସ୍କାର ମିଳିଛି। ସେହିପରି ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ର ଶିଶୁ ନାଟକ ତୁ ମୋ ଆଖିର ତାରା ରେ ସଫଳ ଅଭିନୟ ପାଇଁ ବର୍ଷା ପ୍ରଧାନ ଙ୍କୁ ଶ୍ରେଷ୍ଠ ୩ୟ ପୁରସ୍କାର ଏବଂ ଶ୍ରେଷ୍ଠ ପ୍ରଯୋଜନା ପାଇଁ
ଚେୟାର ମ୍ୟାନ୍ ପୁରସ୍କାର ମିଳିଛି। ଅନୁରୂପ ଭାବେ ଡିଏ ଭି ଗୁରୁ କୁଳ, ବାଲୁଗାଁ ର ଶିଶୁ ନାଟକ ଦଙ୍ଗାର ପ୍ରଯୋଜନା ପାଇଁ ଚେୟାରମେନ ପୁରସ୍କାର ଏବଂ ୩ୟ ଶ୍ରେଷ୍ଠ ଅଭିନେତା
ଭାବେ ଶୁଭମ୍ ମହାପାତ୍ର ପୁରସ୍କୃତ ହୋଇଛନ୍ତି। ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ ପକ୍ଷରୁ ସଭାପତି ଭିକାରୀ ଚରଣ ପ୍ରଧାନ, ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ପକ୍ଷରୁ ଅଶୋକ କୁମାର ପ୍ରଧାନ ଏବଂ ଡିଏଭି , ଗୁରୁ କୁଳ, ବାଲୁଗାଁ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରି ଛନ୍ତି। ସେହିପରି ଉତ୍କଳିକା ସଙ୍ଗୀତ ଏକାଡେମୀ, ନାଚୁଣୀ ର ଛାତ୍ରୀ ସଂସ୍କୃତି ତ୍ରିପାଠୀ ଏବଂ ସମୀକ୍ଷା ପଲାଇ ଙ୍କୁ ଏକକ ଶାସ୍ତ୍ରୀୟ ନୃତ୍ୟ ପାଇଁ ଜାତୀୟ ପୁରସ୍କାର ମିଳିଥିବା ବେଳେ ଓଡ଼ିଶୀ ନୃତ୍ୟଗୁରୁ ବିଜୟଲକ୍ଷ୍ମୀ ବଳିୟାର ସିଂହ କଳା ସାଧକ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୁରସ୍କାର ବିତରଣ ଉତ୍ସବ
ଭଦ୍ରକ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରିପୋଷଣ ପାଇଁ ପଞ୍ଚମ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରତିବର୍ଷ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରି ଜିଲ୍ଲାସ୍ତରୀୟ କୃତ୍ତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରେ I
ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା
ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ
ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର; ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ
ଜଙ୍ଗଲ ଜମିରେ ‘ଅଫିସ୍’—ଶେଷରେ ଚାଲିଲା ବୁଲଡୋଜର…
ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଓ ଗ୍ୟାଙ୍ଗ୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍ ଅଫିସ୍ ଉପରେ ଶେଷରେ ଚାଲିଛି ପ୍ରଶାସନର
ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।
ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ 'ଆଶିଷ ଭବନ' ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର
୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬
ବାଲିଅନ୍ତା ୦୫/୦୯( ଗୋବର୍ଦ୍ଧନ ଦାସ):-ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ
କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ
ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'ଗୁରୁଦିବସ' ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ଚିଲିକା, ୫ । ୯:ଆଜି ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା, କୃଷି ସହାୟକ କୃଷ୍ଣ ଚନ୍ଦ୍ର
ବାଲିଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ଚିଲିକା, ୫।୯:ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଲିଡିହି ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସେଠୀଙ୍କ ସଭାପତିତ୍ବରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଅଛି। ସର୍ବ ପ୍ରଥମେ ଅଥିତି ଗୁରୁଜୀ ମାନଙ୍କୁ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ /ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର ତା 03/09/26 ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ "ପିତୃ ଦିବସ " କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027
ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ ।
ଚିଲିକା,୩ ।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଙ୍କୋଇ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଲ୍ଲାସ ତାଲିମ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ
ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |
ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା
ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ
ମହାନଦୀ ବଞ୍ଚାଅ ଆନ୍ଦୋଳନ୧ ସେପ୍ଟେମ୍ବର ୨୦୨୬ ଭୁବନେଶ୍ୱର ତା ୧l ୯ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ସୋନ୍ ନଦୀ ଜଳ ବଣ୍ଟନ ନେଇ ହୋଇଥିବା ବୁଝାମଣାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ
ବାଲୁଗାଁରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ I
ଚିଲିକା, ୩୧। ୮:ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ମହା ସମାରୋହରେ ପାଳନ କରାଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ ।ଏହି
ଗଙ୍ଗୋତ୍ରୀରୁ ବାଲୁଗାଁ: ଦିର୍ଘ ୨ମାସ ୯ ଦିନର ପଦଯାତ୍ରା ପରେ ବାବା ଉମା ମହେଶ୍ୱର ଦେବଙ୍କ ପୀଠରେ ପହଞ୍ଚିଲେ ୪ କାଉଡ଼ିଆ I
ଚିଲିକା, ୩୧।୮: ବାବା ଉମା ମହେଶ୍ୱରଙ୍କ ପ୍ରତି ଅପାର ଭକ୍ତି । ବାଲୁଗାଁ ପାଟଣାସାହିର ୪ କାଉଡ଼ିଆ ୨ ମାସ ୯ଦିନ ଧରି ପାଦରେ ଚାଲି ଚାଲି ଗଙ୍ଗୋତ୍ରୀରୁ ଜଳ ଆଣି ଆଜି ବାଲୁଗାଁ ଉମାମହେଶ୍ୱର ଦେବଙ୍କପୀଠରେ ଜଳ ଢାଳିଛନ୍ତି ।ଜଙ୍ଗଲ,
ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା
ଚିଲିକା, ୩ଠା ୮: ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା | ବାଲୁଗାଁରେ ପ୍ରତ୍ୟେକ ଗାଁ ମୁଣ୍ଡରେ ଝିଅ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସ ପ୍ରଥମ ରବିବାରରୁ ସାରା ଓଡ଼ିଶା ସହ ବାଲୁଗାଁ
ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିଲିକା,୩୦ା୮: ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ
ସାଧାରଣ ନାଗରିକଙ୍କୁ ମିଳୁ ସମ୍ମାନ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେହେଉ ଜିରୋ ଟଲରେନ୍ସ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୯ ଅଗଷ୍ଟ ୨୦୨୬ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର