ଘରୋଇ ବସ୍‌ ଭଡା ବଢାଇଲେ ରାଜ୍ୟ ସରକାର

ଭୂବନେଶ୍ଵର,୧୬/୫: ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା ବେଳେ କେନ୍ଦ୍ର ସରକାର ମଧ୍ଯ ତୈଳ ଦର କୁ ମଧ୍ଯ ବଢେଇଛନ୍ତି । ଏହାରି ଭିତରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରି ଆସୁଥିଲା ଯେ ତେଲ ଦର ଦିନକୁ ଦିନ ବୃଦ୍ଧି ଯୋଗୁ ବସ ଚଲାଇବାରେ ଆମେ ଅନେକ କ୍ଷତି ସହୁଛୁ,ତେଣୁ ସିଘ୍ର ବସ ଭଡା ବଢା ଯାଉ ?ଯଦି ବସ୍ ଭଡା ନ ବଢା ଯାଏ ଆମେ ଆଉ ବସ ଚଲେଇବୁ ନାହିଁ । ଆଜି ରାଜ୍ୟ ସରକାର ସବୁ ପରିସ୍ଥିତ କୁ ନିଜର ରେ ରଖି, ଘରୋଇ ବସ୍ ଭଡା ବୃଦ୍ଧି କରିଛନ୍ତି। ଘରୋଇ ବସ୍ ଭଡା ବୃଦ୍ଧି କଲେ ରାଜ୍ୟ ସରକାର, ତୈଳ ଦର ବୃଦ୍ଧି ପାଇବା ପରେ ।

* AC ଡିଲକ୍ସ ବସ୍ ଭଡ଼ା ଥିଲ କି.ମି. ପିଛା ୧ଟଙ୍କା ୫୫ ପଇସା, ହେଲା ୧ଟଙ୍କା ୫୯ପଇସା ଅର୍ଡିନାରୀ ବସ୍‌ କି.ମି. ପିଛା ୮୮ ପଇସା, ହେଲା କି.ମି. ୯୦ପଇସାଏକ୍ସପ୍ରେସ୍‌ ବସ୍‌ କି.ମି ପିଛା ଥିଲା ୯୨ପଇସା ହେଲା ୯୪ ପଇସା କୁ ବୃଦ୍ଧି ।*ସୁପର ପ୍ରିମିୟମ୍ ବସ୍ ଥିଲା କି .ମି. ପିଛା ୨ଟଙ୍କା ୪୧ ପଇସା ହେଲା,କି.ମି. ପିଛା ୨ଟଙ୍କା ୪୬ ପଇସା କୁ ବୃଦ୍ଧି ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ {ଉତ୍କଳ ବୁଲେଟିନ୍‌}

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page