ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି । କିଛି ଦିନ ହେବ ବାଣପୁର ଅଞ୍ଚଳରେ ଗୋଟିଏ… Continue reading ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ
ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ